୨୧ଜାନୁଆରୀ, ଶୁକ୍ରବାର: କର୍ମ କ୍ଷେତ୍ରରେ ଶତ୍ରୁମାନେ ଅଯଥା ହଇରାଣ ହରକତ କରି ପାରନ୍ତି

ମେଷ: ବ୍ୟବସାୟ ବାଣିଜ୍ୟରେ ବାଧାବିଘ୍ନ ଉପୁଜିପାରେ। ମାନସିକ ଅଶାନ୍ତି ଦେଖାଦେବ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବୃଷ: ବିଭିନ୍ନ ସମସ୍ୟା ଘେରରେ ରହି ମାନସିକ ଅଶାନ୍ତି ଭୋଗ କରିବେ। ପରିବାରରେ ଅଶାନ୍ତି ଦେଖାଦେବ। ମିଥୁନ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଦୈନିକ ରୋଜଗାର ବୃଦ୍ଧି ହେବ। ପରିବାରରେ ଶାନ୍ତିର ବାତା ବରଣ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। କର୍କଟ: କର୍ମ କ୍ଷେତ୍ରରେ ଶତ୍ରୁମାନେ ଅଯଥା ହଇରାଣ ହରକତ କରି ପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ […]

RASI

RASI

Tapaswini Nayak
  • Published: Friday, 21 January 2022
  • Updated: 21 January 2022, 07:51 AM IST

Sports

Latest News

ମେଷ: ବ୍ୟବସାୟ ବାଣିଜ୍ୟରେ ବାଧାବିଘ୍ନ ଉପୁଜିପାରେ। ମାନସିକ ଅଶାନ୍ତି ଦେଖାଦେବ। କୌଣସି କଥାକୁ ନେଇ ଚିନ୍ତିତ ରହିବେ।

ବୃଷ: ବିଭିନ୍ନ ସମସ୍ୟା ଘେରରେ ରହି ମାନସିକ ଅଶାନ୍ତି ଭୋଗ କରିବେ। ପରିବାରରେ ଅଶାନ୍ତି ଦେଖାଦେବ।

ମିଥୁନ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଦୈନିକ ରୋଜଗାର ବୃଦ୍ଧି ହେବ। ପରିବାରରେ ଶାନ୍ତିର ବାତା ବରଣ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।

କର୍କଟ: କର୍ମ କ୍ଷେତ୍ରରେ ଶତ୍ରୁମାନେ ଅଯଥା ହଇରାଣ ହରକତ କରି ପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ଲାଭ ମିଳିବ ନାହିଁ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

ସିଂହ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ।  ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ ଶାନ୍ତି ବଜାୟ ରହିବ।

କନ୍ୟା: କର୍ମକ୍ଷେତ୍ରରେ ବାଧାବିଘ୍ନ ଉପୁଜିପାରେ। ସତର୍କ ରହି କାର୍ଯ୍ୟ କରନ୍ତୁ, ନିଜ ଲୋକ ଶତ୍ରୁତା ଆଚରଣ କରିପାରନ୍ତି। ପରିବାରରେ ଅଶାନ୍ତି ଦେଖାଦେବ।

ତୁଳା: ଚାକିରିରେ ପଦୋନ୍ନତି ହୋଇପାରେ। ନୂତନ କର୍ମପ୍ରାପ୍ତିର ସୁଯୋଗ ଆସିବ। ହଜିଯାଇଥିବା ଜିନିଷର ସନ୍ଧାନ ମିଳିବ।

ବିଛା: ନୂତନ କାର୍ଯ୍ୟଭାର ହାତକୁ ନେବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ବନ୍ଧୁମିଳନ ହୋଇପାରେ। ସତର୍କ ରୁହନ୍ତୁ, ଆଘାତ ଲାଗିପାରେ।

ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ନୂତନ ଆୟପନ୍ଥା ମିଳିପାରେ। ପରିବାରରେ ଶାନ୍ତି ରହିବ। କିନ୍ତୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ।

ମକର: କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ। ବକେୟା ଅର୍ଥ ପ୍ରାପ୍ତି ହେବା ସହ ବନ୍ଧୁବାନ୍ଧବଙ୍କ ସହ ଦୂରଯାତ୍ରା କରିପାରନ୍ତି। ଯାନ ବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ, ଆଘାତ ଲାଗିପାରେ।

କୁମ୍ଭ: ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରରେ ଖୁସି ପାଇବେ।

ମୀନ: କର୍ମକ୍ଷେତ୍ରରେ ଉଚ୍ଚ ପଦଅଧିକାରୀଙ୍କ ଠାରୁ ସମ୍ମାନିତ ହୋଇ ଆନନ୍ଦ ପାଇବେ। ନୂତନ କାର୍ଯ୍ୟଭାର ହାତକୁ ନେବେ। ପରିବାରରେ ଶାନ୍ତି ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story