Advertisment

୨୧ ଜୁଲାଇ, ସୋମବାର: କର୍ମକ୍ଷେତ୍ରରେ ଅପାମନିତ ହୋଇପାରନ୍ତି

ମେଷ : କର୍ମକ୍ଷେତ୍ରରେ ଉନ୍ନତି ହେବ କିନ୍ତୁ ମାନସିକ ଅଶାନ୍ତି ପାଇବେ। ଭୂମି, ଭବନ କ୍ରୟ ପାଇଁ ଯୋଜନା କରିବେ। ପରିବାରରେ ମହିଳାମାନେ ଅଶାନ୍ତି ପାଇବେ ।  ବୃଷ: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ । ନୂତନ ଦ୍ରବ୍ୟ ଘରକୁ କ୍ରୟ କରି ଆଣିବେ ।  ମିଥୁନ: କର୍ମକ୍ଷେତ୍ରରେ ଅପମାନିତ ହୋଇ ପାରନ୍ତି, ସତର୍କ ରହିବେ ।  ବ୍ୟବସାୟରେ କ୍ଷତି ମଧ୍ୟ ହୋଇପାରେ। ମହିଳାମାନେ ଅଧିକ […]

ଅଦ୍ୟତନ ହୋଇଛି
୧୯ ନଭେମ୍ବର, ଶନିବାର: ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ

RASI

Advertisment

 ମେଷ : କର୍ମକ୍ଷେତ୍ରରେ ଉନ୍ନତି ହେବ କିନ୍ତୁ ମାନସିକ ଅଶାନ୍ତି ପାଇବେ। ଭୂମି, ଭବନ କ୍ରୟ ପାଇଁ ଯୋଜନା କରିବେ। ପରିବାରରେ ମହିଳାମାନେ ଅଶାନ୍ତି ପାଇବେ ।

Advertisment

 ବୃଷ: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ । ନୂତନ ଦ୍ରବ୍ୟ ଘରକୁ କ୍ରୟ କରି ଆଣିବେ ।

 ମିଥୁନ:କର୍ମକ୍ଷେତ୍ରରେ ଅପମାନିତ ହୋଇ ପାରନ୍ତି, ସତର୍କ ରହିବେ ।  ବ୍ୟବସାୟରେ କ୍ଷତି ମଧ୍ୟ ହୋଇପାରେ। ମହିଳାମାନେ ଅଧିକ ପରିଶ୍ରମ କରି କ୍ଳାନ୍ତି ଅନୁଭବ କରିବେ ।

Advertisment

 କର୍କଟ:ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ବାକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ ଶାନ୍ତି ମଧ୍ୟ ପାଇବେ।

 ସିଂହ :କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି ।

 କନ୍ୟା :  ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ  । ଅଯଥା ଅତ୍ୟଧିକ ବ୍ୟୟ କରି ଅନୁତାପ କରିବେ  । ମହିଳାମାନେ ପରିବାରରେ ଚିନ୍ତିତ ରହିବେ ।

 ତୁଳା : କର୍ମକ୍ଷେତ୍ରରେ ଅତ୍ୟଧିକ ବ୍ୟସ୍ତତା ଯୋଗୁ କ୍ଳାନ୍ତି ଅନୁଭବ କରିବେ ।ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ସାବଧାନ ରୁହନ୍ତୁ। ଅଯଥା ଭ୍ରମଣ କରନ୍ତୁ ନାହିଁ, ଆଘାତ ଲାଗିପାରେ।

 ବିଛା: ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ବହୁତ ବ୍ୟସ୍ତ ରହିବେ। ବ୍ୟବସାୟରେ କ୍ଷତି ହୋଇପାରେ। ଆଘାତ ଲାଗିପାରେ, ସତର୍କ ରହିବେ।

ଧନୁ : କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଲାଭବାନ ହେବେ । ଶାରୀରିକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ ।

 ମକର:କର୍ମକ୍ଷେତ୍ରରେ ଅପାମନିତ ହୋଇ ପାରନ୍ତି । ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ । ମହିଳାମାନେ ଚିନ୍ତିତ ରହିବେ ।

 କୁମ୍ଭ : କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କଠାରୁ ସମ୍ମାନିତ ହେବେ। ବ୍ୟବସାୟରେ ଭଲ ଲାଭବାନ ହେବେ। ମହିଳାମାନେ ଶାନ୍ତିରେ ଦିନଟିକୁ ଅତିବାହିତ କରିବେ ।

 ମୀନ:  କର୍ମକ୍ଷେତ୍ରରେ ଅପମାନିତ ହୋଇ ପାରନ୍ତି। ନିଜ ମନପସନ୍ଦର ଦ୍ରବ୍ୟ ନଷ୍ଟ ହୋଇଯାଇପାରେ। ମହିଳାମାନେ ପରିବାରକୁ ନେଇ ଚିନ୍ତା କରିପାରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe