୨୧ ଜୁନ୍‌, ମଙ୍ଗଳବାର: ପଡ଼ୋଶୀଙ୍କ ସହିତ ବିବାଦ ଦେଖାଦେଇପାରେ

ମେଷ: ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ସାଥ ଦେଲେ ମଧ୍ୟ ପରିବାରରେ କଳହ ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତାର ସହିତ ଯାଆନ୍ତୁ, ନଚେତ ଦୁର୍ଘଟଣା ହେବାର ଆଶଙ୍କା ରହିଛି।  ବ୍ୟବସାୟୀମାନେ ଆଶାନୁରୂପ ଲାଭ ପାଇବେ ନାହିଁ ଓ ପଡୋଶୀଙ୍କ ସହିତ ବିବାଦ ଦେଖାଦେଇପାରେ । ବୃଷ : ଦୂରବନ୍ଧୁଙ୍କ ସହିତ ଅଚାନକ ସାକ୍ଷାତ ହେବ।  ବୃତ୍ତିଗତ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିବେ ଏବଂ ଲାଭ ମଧ୍ୟ ପାଇବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ […]

RASI

RASI

Niharika Rout
  • Published: Tuesday, 21 June 2022
  • Updated: 22 June 2022, 08:00 AM IST

Sports

Latest News

ମେଷ: ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ସାଥ ଦେଲେ ମଧ୍ୟ ପରିବାରରେ କଳହ ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତାର ସହିତ ଯାଆନ୍ତୁ, ନଚେତ ଦୁର୍ଘଟଣା ହେବାର ଆଶଙ୍କା ରହିଛି।  ବ୍ୟବସାୟୀମାନେ ଆଶାନୁରୂପ ଲାଭ ପାଇବେ ନାହିଁ ଓ ପଡୋଶୀଙ୍କ ସହିତ ବିବାଦ ଦେଖାଦେଇପାରେ ।

ବୃଷ : ଦୂରବନ୍ଧୁଙ୍କ ସହିତ ଅଚାନକ ସାକ୍ଷାତ ହେବ।  ବୃତ୍ତିଗତ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିବେ ଏବଂ ଲାଭ ମଧ୍ୟ ପାଇବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଭ୍ରମଣ ଯୋଗ ମଧ୍ୟ ରହିଛି।

ମିଥୁନ : କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବା ସହିତ ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ ।  ଶତ୍ରୁମାନେ ପରାଜିତ ହୋଇ ମିତ୍ରତାର ହାତ ବଢ଼ାଇବେ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ, ଚାକିରି ପାଇଁ ଖୁସି ଖବର ମିଳିବ ।

କର୍କଟ: ପ୍ରତ୍ୟକ କ୍ଷେତ୍ରରେ ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବାରୁ ମନ ଖୁସି ରହିବ । ବହୁଦିନରୁ ଚିନ୍ତା କରୁଥିବା ନିର୍ମାଣାଧୀନ କାର୍ଯ୍ୟକୁ ପୂରଣ କରିବେ ଓ ବ୍ୟବସାୟରେ ଲାଭ ପାଇବେ । ସନ୍ତାନମାନଙ୍କ କାର୍ଯ୍ୟକଳାପ ଦେଖି ବାପାମା’ମାନେ ଗର୍ବ ଅନୁଭବ କରିବେ ।

ସିଂହ : ପାରିବାରିକ ସମସ୍ୟା ଦେଖାଦେବ ଏବଂ ମାଲିମକଦ୍ଦମାରେ ଲିପ୍ତ ରହିବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ଘରେ କାହାରି ମନ ଭଲ ରହିବ ନାହିଁ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ହେବେ ।

କନ୍ୟା : ବ୍ୟବସାୟରେ ଲାଭ ପାଇବାରୁ ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ ।  ନୂତନ କାର୍ଯ୍ୟ ଲାଗି ଦୂରସ୍ଥାନକୁ ଯାତ୍ରା କରିବେ ଏବଂ ବନ୍ଧୁଙ୍କ ସହିତ ସୁସ୍ୱାଦୁ ଭୋଜନ କରିବେ । ଅନେକ ଦିନରୁ ଚିନ୍ତା କରୁଥିବା କାର୍ଯ୍ୟ ପୂରଣ କରିବେ ଓ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଠିକ୍ ରହିବ ।

ତୁଳା : ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ ଓ କଳାକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ । ବହୁଦିନରୁ ଲାଗିରହିଥିବା ବାଦବିବାଦ ସମାଧାନ ହେବ ଏବଂ ବ୍ୟବସାୟ କ୍ଷେତ୍ରରେ ଲାଭ ପାଇବେ ।  ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିବ, ବାପାମାଙ୍କ ପ୍ରତି ଭଲପାଇବା ବୃଦ୍ଧି ହେବ ।

ବିଛା: କୌଣସି କଥାକୁ ନେଇ ମନରେ ଅନେକ ପ୍ରଶ୍ନ ଆସିବାରୁ ମାନସିକ ଅସ୍ଥିରତା ଦେଖାଯିବ । ପିଲାମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ବାପାମା ବ୍ୟସ୍ତବିବ୍ରତ ହେବେ  । କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ବୃଦ୍ଧି ହେଲେବି କିଛି ଅସୁବିଧା କରିପାରିବେ ନାହିଁ ।

ଧନୁ:  ଜଗି ରଖି ଚଳନ୍ତୁ। ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ। ହାତକୁ ନେଇଥିବା ଯୋଜନାଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ।

ମକର: ଆଜି ଆପଣ ଭଲ କଥା କହିଲେ ମଧ୍ୟ ପରିବାର ସଦସ୍ୟ ତାହାକୁ ଭୁଲ୍ ବିଚାର କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଜଗି ରଖି କାମ କରିବା ଓ କହିବା ଭଲ ହେବ । ଅନ୍ୟଥା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ  ।

କୁମ୍ଭ:  କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ । ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବହୁ ଦିନର ଆଶା ଅଭିଳାଷ ପୁରଣ ହେବ ।

ମୀନ:  ଆଶା ଆଶଙ୍କା ଦେଇ ଗତି କରିବେ । ପ୍ରତ୍ୟେକ କ୍ଷେତ୍ରରେ ବାଧା ବିଘ୍ନ ଦେଖାଦେଇପାରେ । ଅତୀତ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ନିଜ ଜୀବନ ସାଥୀର ଭରସା, ଉତ୍ସାହ ଓ ପ୍ରେରଣା ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story