୨୧ ମେ’, ରବିବାର: ପରିଶ୍ରମର ସୁଫଳ ପାଇବେ

ଆଜି ୨୦୨୩ ମସିହା, ମଇ ମାସ ୨୧ତାରିଖ, ରବିବାର, ବୃଷ ୭ଦିନ ଜ୍ୟେଷ୍ଠ ମାସ, ଶୁକ୍ଳ ପକ୍ଷ, ଦ୍ଵିତୀୟା ତିଥି, ରୋହିଣୀ ନକ୍ଷତ୍ର

Rashi

Representational Image

Ordigital Desk
  • Published: Sunday, 21 May 2023
  • Updated: 21 May 2023, 07:44 AM IST

Sports

Latest News

ମେଷ: ଅନେକ ସମସ୍ୟାର ସମାଧାନ ହୋଇଯିବ। ପରିବାରରେ ହସଖୁସିରେ ବାତାବରଣ ରହିବ। ରାଜନୀତି କ୍ଷେତ୍ରରେ ଯଶ, ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ।

ବୃଷ: ପୁରାତନ ରୋଗରୁ ଉପଶମ ପାଇବେ। ବ୍ୟବସାୟୀଙ୍କ ପାଇଁ ଦିନଟି ଖୁବ୍ ଭଲ ରହିଛି। ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ପ୍ରୟାସ କରିବେ।

ମିଥୁନ: ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ। ସତର୍କତାର ସହ କାର୍ଯ୍ୟ କରିଲେ ସମସ୍ତ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ। ନିଜର ବ୍ୟବହାର ପାଇଁ ସାଧାରଣ ଲୋକଙ୍କ ଠାରୁ ସମ୍ମାନ ପାଇବେ।

କର୍କଟ: ଶିକ୍ଷାକ୍ଷେତ୍ରରେ ଆଶା ପୂରଣ ହେବ। ଋଣଭାରରୁ ମୁକ୍ତି ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ।

ସିଂହ: ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଆସିବ। ତେଣୁ ମନ ଭଲ ରହିବ। ସୁବିଧାବାଦୀ ନୀତି ଆପଣାଇ ପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।
କନ୍ୟା: ପରିବାରରେ ଥିବା ମତଭେଦ ଦୂର ହେବ। ପରିଶ୍ରମର ସୁଫଳ ପାଇବେ। ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ଖୁସି ହେବେ।

Also Read

ତୁଳା: ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ଶୁଭ କାର୍ଯ୍ୟରେ ଯୋଗଦେଇ ଆନନ୍ଦିତ ହେବେ। କୌଣସି ପ୍ରସଙ୍ଗକୁ ନେଇ ରହିଥିବା ଭୟ ଦୂରେଇ ଯିବ। ଆୟ ବଢ଼ିବ।

ବିଛା: ସାମାଜିକ ପ୍ରତିଷ୍ଠା ବଢ଼ିବ। ମାନସମ୍ମାନ ମିଳିବ। ଆବଶ୍ୟକସ୍ଥଳେ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିବ। ପାରିବାରିକ ଜୀବନ ଭଲ ରହିବ।

ଧନୁ: ସ୍ଵାସ୍ଥ୍ୟରେ ଉନ୍ନତି ହେବ। ଶତ୍ରୁମାନେ ଦୂରେଇ ରହିବେ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ଆଜି ଅବଶ୍ୟ ଆରମ୍ଭ କରିପାରିବେ। ଜାଗା, ଜମି ଓ ଘର ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରିବେ।

ମକର: କାରବାରରେ ସୁଧାର ଆସିବା ଫଳରେ ଅଧିକ ଲାଭ ହେବ। ଉଚ୍ଚଆଶା ସଫଳ ହେବ। ପରିବାରରେ ଖୁସିର ପରିବେଶ ରହିବ।
ଜମିବାଡ଼ି ନେଇ ଥିବା କେତେକ ସମସ୍ୟାର ସମାଧାନ ହେବ।

କୁମ୍ଭ: ବନ୍ଧୁଙ୍କ ସହଯୋଗ ପାଇବେ। ଆର୍ଥିକ ସହାୟତା ମିଳିବ। ବ୍ୟବସାୟରେ ଉନ୍ନତି ହେବ। ଆପଣଙ୍କ କଥା ଅନ୍ୟମାନଙ୍କୁ ପ୍ରଭାବିତ କରିବ। ନିଜ କାମରେ ପ୍ରସନ୍ନ ରହିବେ।

ମୀନ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆଶାଜନକ ଫଳପ୍ରାପ୍ତି ହେବ। ପରୀକ୍ଷା ଓ ସାକ୍ଷାତକାରରେ ସଫଳ ହେବେ। ନିଜ ଯୋଗ୍ୟତା, ଦକ୍ଷତା ଓ କ୍ଷମତାର ସଦୁପଯୋଗ କରିବା ଫଳରେ ବହୁତ ଲାଭ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story