୨୨ ଫେବୃଆରୀ, ଶୁକ୍ରବାର: ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ

ମେଷ: ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ନେଇ ଘରୁ ବାହାରକୁ ଯାଆନ୍ତୁ। ଲାଲ କପଡ଼ା ଦାନ କରନ୍ତୁ। ବୃଷ: ଚାକିରିରେ ସମସ୍ୟା ଦେଖାଦେଇପାରେ। ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ, ସତର୍କ ରୁହନ୍ତୁ। ପନିପରିବାର ଦାନ କରନ୍ତୁ। ମିଥୁନ: ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ନୂଆ ଗାଡ଼ି କିଣିପାରନ୍ତି। କେସର ଦାନ କରନ୍ତୁ, ସମସ୍ୟା ଟଳିଯିବ। କର୍କଟ: ଦାମ୍ପତ୍ୟ ଜୀବନର ହସଖୁସିରେ କଟିବ। ଠିକ୍‌ ସମୟରେ କାମ ସାରନ୍ତୁ। ଗୋଲାପି […]

Rasi-Fala

Rakesh Mallick
  • Published: Friday, 22 February 2019
  • , Updated: 22 February 2019, 07:41 AM IST

ମେଷ: ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ନେଇ ଘରୁ ବାହାରକୁ ଯାଆନ୍ତୁ। ଲାଲ କପଡ଼ା ଦାନ କରନ୍ତୁ।

ବୃଷ: ଚାକିରିରେ ସମସ୍ୟା ଦେଖାଦେଇପାରେ। ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ, ସତର୍କ ରୁହନ୍ତୁ। ପନିପରିବାର ଦାନ କରନ୍ତୁ।

ମିଥୁନ: ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ନୂଆ ଗାଡ଼ି କିଣିପାରନ୍ତି। କେସର ଦାନ କରନ୍ତୁ, ସମସ୍ୟା ଟଳିଯିବ।

କର୍କଟ: ଦାମ୍ପତ୍ୟ ଜୀବନର ହସଖୁସିରେ କଟିବ। ଠିକ୍‌ ସମୟରେ କାମ ସାରନ୍ତୁ। ଗୋଲାପି କପଡ଼ା ଦାନ କରନ୍ତୁ।

ସିଂହ: ଚାକିରିରେ ପଦୋନ୍ନତିର ଯୋଗ ରହିଛି। ଗୁରୁଜନଙ୍କ ସମ୍ମାନ କରନ୍ତୁ। ସତର୍କତାର ସହ କାମ କରନ୍ତୁ। ଲାଲ ଚନ୍ଦନ ଦାନ କରନ୍ତୁ।

କନ୍ୟା: ଛାତ୍ରଛାତ୍ରୀମାନେ ନିଜ ପାଠପଢ଼ାରେ ଅବହେଳା କରନ୍ତୁ ନାହିଁ। ଅଟକି ରହିଥିବା ଧନ ପ୍ରାପ୍ତିର ଯୋଗ ରହିଛି। ଦହି ଖାଇ ଘରୁ ବାହାରନ୍ତୁ, ସ୍ଥିତିରେ ସୁଧାର ଆସିବ।

ତୁଳା: ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ। ପାରିବାରିକ ସମ୍ପର୍କରେ ସୁଧାର ଆସିବ। ଲାଲ ଫଳ ଦାନ କରନ୍ତୁ।

ବିଚ୍ଛା: ବ୍ୟବସାୟରେ ବିନିଯୋଗ କରନ୍ତୁ ନାହିଁ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ତେଲ ଦାନ କରନ୍ତୁ, ସମସ୍ୟା ଟଳିଯିବ।

ଧନୁ: ବନ୍ଧୁଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଗୁଡ଼ ଦାନ କରନ୍ତୁ।

ମକର: ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ। ଧନ ପ୍ରାପ୍ତିର ଯୋଗ ରହିଛି। ଦେଖିଚାହିଁ କାମ କରନ୍ତୁ, ସମସ୍ୟାରେ ପଡ଼ି ପାରନ୍ତି।

କୁମ୍ଭ: କାହାରିଙ୍କୁ  ଧାର ଦିଅନ୍ତୁ ନାହିଁ। ବାହାରେ ଖାଆନ୍ତୁ ନାହିଁ, ପେଟ ସମସ୍ୟାରେ ପଡ଼ିପାରନ୍ତି। ଚିନି ଦାନ କରନ୍ତୁ।

ମୀନ: ଘରେ ଠିକ୍‌ ସମୟରେ ପହଞ୍ଚନ୍ତୁ। କାହା ସହ ବିବାଦ କରନ୍ତୁ ନାହିଁ। ଗୋଲାପି ବସ୍ତୁ ଦାନ କରନ୍ତୁ, ସମସ୍ୟାରେ ସୁଧାର ଆସିବ।

Related story