୨୨ ଜାନୁଆରୀ, ରବିବାର: କର୍ମକ୍ଷେତ୍ରରେ ସଫଳତା ପାଇବେ

କର୍ମକ୍ଷେତ୍ରରେ ସଫଳତା ପାଇବେ। ମାନ ସମ୍ମାନ  ମିଳିବ। ପରିବାରରେ ସାମାନ୍ୟ କଥାକୁ ନେଇ ବାଦବିବାଦ ଦେଖାଦେଇପାରେ। ସତର୍କ ରୁହନ୍ତୁ ।

Daily Horoscope

ରାଶିଫଳ

Tapaswini Nayak
  • Published: Sunday, 22 January 2023
  • Updated: 22 January 2023, 07:49 AM IST

Sports

Latest News

ମେଷ: ବ୍ୟବସାୟ ବାଣିଜ୍ୟରେ ବାଧାବିଘ୍ନ ଉପୁଜିପାରେ। ଆର୍ଥିକ କ୍ଷତିଯୋଗୁ ମାନସିକ ଅଶାନ୍ତି ଦେଖାଦେବ। ସନ୍ତାନ ପକ୍ଷକୁ ନେଇ ପାରିବାର ଚିନ୍ତିତ ରହିବେ।

ବୃଷ: କର୍ମକ୍ଷେତ୍ରରେ ସଫଳତା ପାଇବେ। ପରିବାରରେ ଶାନ୍ତି ମିଳିବ। ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟରେ ଅଧିକ ଲାଭ ପାଇବେ।

Also Read

ମିଥୁନ: କାର୍ଯ୍ୟରେ ବାଧା ଉପୁଜିପାରେ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଯୋଗୁ ଘରେ ଅସନ୍ତୋଷ ସୃଷ୍ଟି ହେବ।

କର୍କଟ: କର୍ମକ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆଶାନୁରୁପ ଲାଭ ମିଳିବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

ସିଂହ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଅଟକିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବେ। ପରିବାରରେ ପାରିବାରିକ ଶାନ୍ତି ମିଳିବ।

କନ୍ୟା: କର୍ମକ୍ଷେତ୍ରରେ ବାଧାବିଘ୍ନ ଉପୁଜିପାରେ। ନିଜ ଲୋକ ଶତ୍ରୁତା ଆଚରଣ କରିପାରନ୍ତି। ପରିବାରରେ ଶାନ୍ତି ପାଇବେ।

ତୁଳା: ବାଦବିବାଦର ଅବସାନ ଘଟିବ। କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ।

ବିଛା: କର୍ମକ୍ଷେତ୍ରରେ ସଫଳତା ପାଇବେ। ମାନ ସମ୍ମାନ  ମିଳିବ। ପରିବାରରେ ସାମାନ୍ୟ କଥାକୁ ନେଇ ବାଦବିବାଦ ଦେଖାଦେଇପାରେ। ସତର୍କ ରୁହନ୍ତୁ ।

ଧନୁ: ସମସ୍ତଙ୍କର ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ। ବ୍ୟବସାୟ ବାଣିଜ୍ୟରେ ଭଲ ଲାଭବାନ ହେବେ। ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ପାଇବେ।

ମକର: ସାମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ।

କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ପାଇବେ। ସହଯୋଗୀମାନେ ଅସହଯାଗ କରିବା ଦ୍ୱାରା ବିରକ୍ତିଭାବ ପ୍ରକାଶ ପାଇବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରି ପାରନ୍ତି।

ମୀନ: ଶତ୍ରୁମାନଙ୍କ ଚକ୍ରାନ୍ତରେ ପଡିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ପରିବାରରେ ବିଶୃଙ୍ଖଳା ଦେଖାଦେଇପାରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story