୨୩ ଫେବୃଆରୀ, ଶନିବାର: ଘରକୁ ଠିକ୍‌ ସମୟରେ ଫେରନ୍ତୁ

ମେଷ: ପିଲାମାନଙ୍କ ସହ ସ୍ନେହର ସହ କଥାବାର୍ତ୍ତା କରନ୍ତୁ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ପରିବାରରେ ହସଖୁସିର ପରିବେଶ ରହିବ। ବୃଷ: କାମର ବୋଝକୁ ନେଇ ବ୍ୟସ୍ତ ରହିବେ। ସନ୍ଧ୍ୟାରେ ପରିବାର ପାଇଁ ସମୟ ବାହାର କରନ୍ତୁ। ସତର୍କ ରହି କାମ କରନ୍ତୁ। ମିଥୁନ: ଭାଇଭଉଣୀଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହେବ। ବ୍ୟସ୍ତତା ମଧ୍ୟରେ ଦିନଟି କଟିବ। ଅପରାହ୍ଣକୁ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କର୍କଟ: ଦିନଟି ଭଲରେ କଟିବ। ପୁରୁଣା ଋଣରୁ ମୁକ୍ତି ପାଇବେ। […]

Rasi-Fala

Rakesh Mallick
  • Published: Saturday, 23 February 2019
  • , Updated: 23 February 2019, 11:03 AM IST

ମେଷ: ପିଲାମାନଙ୍କ ସହ ସ୍ନେହର ସହ କଥାବାର୍ତ୍ତା କରନ୍ତୁ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ପରିବାରରେ ହସଖୁସିର ପରିବେଶ ରହିବ।

ବୃଷ: କାମର ବୋଝକୁ ନେଇ ବ୍ୟସ୍ତ ରହିବେ। ସନ୍ଧ୍ୟାରେ ପରିବାର ପାଇଁ ସମୟ ବାହାର କରନ୍ତୁ। ସତର୍କ ରହି କାମ କରନ୍ତୁ।

ମିଥୁନ: ଭାଇଭଉଣୀଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହେବ। ବ୍ୟସ୍ତତା ମଧ୍ୟରେ ଦିନଟି କଟିବ। ଅପରାହ୍ଣକୁ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

କର୍କଟ: ଦିନଟି ଭଲରେ କଟିବ। ପୁରୁଣା ଋଣରୁ ମୁକ୍ତି ପାଇବେ। ବାପାମାଆଙ୍କ ସହ ସମୟ ବିତାଇବେ।

ସିଂହ: ଦିନଟି ଭଲ ନୁହେଁ। ଯାନବାହାନରେ ଖର୍ଚ୍ଚାନ୍ତ ହେବେ। ଠିକ୍‌ ସମୟରେ ଘରେ ପହଞ୍ଚନ୍ତୁ, ନହେଲେ ସମସ୍ୟା ସୃଷ୍ଟି ହୋଇପାରେ।

କନ୍ୟା: ଆଜି ଆପଣଙ୍କୁ ମିଶ୍ରଫଳ ମିଳିବ। ସକାଳ ବେଳା ଆରମରେ କଟିବ। ସନ୍ଧ୍ୟାକୁ ବ୍ୟସ୍ତତା ବଢ଼ିବ। ମିଠା ଦାନ କରନ୍ତୁ।

ତୁଳା: ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଘର ଖର୍ଚ୍ଚ ବୃଦ୍ଧି ପାଇବ।

ବିଚ୍ଛା: ଦିନଟି ମିଶ୍ରଫଳ ଦେବ। ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇପାରନ୍ତି। ଅପରାହ୍ଣରେ କୌଣସି କାମ କରନ୍ତୁ ନାହିଁ।

ଧନୁ: ଚାକିରିରେ ପଦୋନ୍ନତି ମିଳିବାର ଯୋଗ ରହିଛି। ଅଯଥା ଖର୍ଚ୍ଚାନ୍ତ ହେବାରୁ ବଞ୍ଚନ୍ତୁ। କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

ମକର: ଆଜି ଦିନଟି ଭଲ ନୁହେଁ। ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ, ସତର୍କ ରୁହନ୍ତୁ। ଘର ସମସ୍ୟାରେ କିଛିଟା ସୁଧାର ଆସିବ।

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ସମସ୍ୟାରେ ପଡ଼ିପାରନ୍ତି। ଧାଁଦୌଡ଼ରେ ଦିନଟି କଟିବ। ପିଲାଙ୍କୁ ମିଠାଦାନ କରନ୍ତି। ଏହାସହ ଗରିବ ରୋଗୀଙ୍କୁ ଔଷଧ ଦାନ କରନ୍ତୁ।

ମୀନ: ଆଜି ଦିନଟି ଭଲରେ କଟିବ। ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବହୁତ ଭଲ। ପକ୍ଷୀଙ୍କୁ ଦାନା ଦିଅନ୍ତୁ, ଯାହା ବି ସମସ୍ୟା ଥିବ ଟଳିଯିବ।

Related story