୨୩ ଏପ୍ରିଲ, ରବିବାର: କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିପାରନ୍ତି

ବ୍ୟବସାୟରେ ଭଲ ଲାଭ ହେବ। କ୍ରୋଧ ଦ୍ୱାରା ଅସୁବିଧାରେ ପଡ଼ିପାରନ୍ତି, ଏଣୁ କ୍ରୋଧ କରନ୍ତୁ ନାହିଁ।

Rashi

Representational Image

Ordigital Desk
  • Published: Sunday, 23 April 2023
  • Updated: 23 April 2023, 07:42 AM IST

Sports

Latest News

ମେଷ: ବ୍ୟବସାୟରେ କ୍ଷତି ସହିବେ। ପାରିବାରିକ ଅଶାନ୍ତି ଦେଖାଦେଇପାରେ। ଦୂର ଯାତ୍ରାରୁ ନିବୃତ ରୁହନ୍ତୁ।

ବୃଷ: ବନ୍ଧୁବାନ୍ଧବଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହେବ। ସନ୍ତାନସନ୍ତତିଙ୍କୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ଆଜି ଧଳା ରଙ୍ଗର ବ୍ୟବହାର କରନ୍ତୁ।

ମିଥୁନ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବିଚଳିତ ନହୋଇ କାର୍ଯ୍ୟ କଲେ ଉତ୍ତମ ଫଳ ପାଇବେ। ପରିବାରରେ ଶାନ୍ତି ବଜାୟ ରହିବ।

କର୍କଟ: ଭୂମି, ଭବନ ଓ ବାହାନ ଆଦି କ୍ରୟ କରିବାକୁ ମନ କରିବେ। ଦୂରଯାତ୍ରା କରିବାକୁ ପଡ଼ିପାରେ, ଯାହା ଶୁଭଫଳ ପ୍ରଦାନ କରିବ।

ସିଂହ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପରିବାର ଲୋକଙ୍କ ଗହଣରେ ରହି ଶାନ୍ତି ଅନୁଭବ କରିବେ।

କନ୍ୟା: ସାମାଜିକ ପଦ ପ୍ରତିଷ୍ଠା ଲାଭ କରିବେ। ଧନ ଲାଭ ହେବ। କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିପାରନ୍ତି।

ତୁଳା: ବ୍ୟବସାୟରେ ଭଲ ଲାଭ ହେବ। କ୍ରୋଧ ଦ୍ୱାରା ଅସୁବିଧାରେ ପଡ଼ିପାରନ୍ତି, ଏଣୁ କ୍ରୋଧ କରନ୍ତୁ ନାହିଁ। ଅସୁସ୍ଥତା ଅନୁଭବ କରିପାରନ୍ତି।

ବିଛା: ସହଯୋଗୀ ମାନଙ୍କ କାର୍ଯ୍ୟକଳାପ ଦେଖି ମନ ଅଶାନ୍ତ ରହିବ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ମଧୁର ହେବ। ହନୁମାନ ଚାଳିଶା ପାଠ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ।

ଧନୁ: ଆଶା ଠାରୁ ଅଧିକ ଆୟ ହେବ। ସମସ୍ୟାର ସମାଧାନ ହୋଇଯିବ। ଦୂରଯାତ୍ରାରେ ଯାଇପାରନ୍ତି।

ମକର: କର୍ମକ୍ଷେତ୍ରରେ ବାଧା ଉପୁଜିପାରେ। ସହଯୋଗୀମାନଙ୍କ ସାଙ୍ଗରେ ମତଭେଦ ହୋଇପାରେ। ସନ୍ତାନମାନଙ୍କ କାର୍ଯ୍ୟକଳାପ ଦେଖି ମନ ଅଶାନ୍ତ ରହିବ।

କୁମ୍ଭ: କର୍ମକ୍ଷେତ୍ରକୁ ନେଇ ଚିନ୍ତିତ ରହିବେ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହଯୋଗ ମିଳିବ।

ମୀନ: ନୂତନ ବ୍ୟବସାୟ କରିବାକୁ ଯୋଜନା କରିବେ। ବନ୍ଧୁବାନ୍ଧବ ମାନେ ସହଯୋଗର ହାତ ବଢ଼େଇବେ। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story