୨୩ ଫେବ୍ରୁଆରୀ, ବୁଧବାର: ନୂତନ ବାହନ କ୍ରୟ କରିପାରନ୍ତି

ମେଷ:  କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖାଦେବ। ପରିବାରରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ମଧୁର ହେବ। ବୃଷ: ବକେୟା ଅର୍ଥ ପାଇବା ପରେ ଖୁସି ଅନୁଭବ କରିବେ। ସାମା ଜିକ ସ୍ତରରେ ମାନସମ୍ମାନ ପାଇବେ। ପରିବାରରେ ଶାନ୍ତି ବଜାୟ ରହିବ। ମିଥୁନ: କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ସଫଳତା ପାଇବେ। ବାକି ପଡ଼ିଥିବା କାର୍ଯ୍ୟକୁ ପୂରା କରିବେ। ମହିଳାମାନେ ସୁଖୀ ହେବେ। କର୍କଟ: ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ମନ ଭାରାକ୍ରାନ୍ତ ରହିବ। ଶତ୍ରୁମାନେ ଚକ୍ରାନ୍ତ ରଚିପାରନ୍ତି। ପରିବାରରେ ମତାନ୍ତର ଦେଖାଦେଇପାରେ। ସିଂହ: […]

RASI

Tapaswini Nayak
  • Published: Wednesday, 23 February 2022
  • , Updated: 23 February 2022, 07:55 AM IST

ମେଷ:  କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖାଦେବ। ପରିବାରରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ମଧୁର ହେବ।

ବୃଷ: ବକେୟା ଅର୍ଥ ପାଇବା ପରେ ଖୁସି ଅନୁଭବ କରିବେ। ସାମା ଜିକ ସ୍ତରରେ ମାନସମ୍ମାନ ପାଇବେ। ପରିବାରରେ ଶାନ୍ତି ବଜାୟ ରହିବ।

ମିଥୁନ: କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ସଫଳତା ପାଇବେ। ବାକି ପଡ଼ିଥିବା କାର୍ଯ୍ୟକୁ ପୂରା କରିବେ। ମହିଳାମାନେ ସୁଖୀ ହେବେ।

କର୍କଟ: ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ମନ ଭାରାକ୍ରାନ୍ତ ରହିବ। ଶତ୍ରୁମାନେ ଚକ୍ରାନ୍ତ ରଚିପାରନ୍ତି। ପରିବାରରେ ମତାନ୍ତର ଦେଖାଦେଇପାରେ।

ସିଂହ: ବ୍ୟବସାୟରେ ଲାଭବାନ ହେବେ। ନୂତନ ବାହନ କ୍ରୟ କରିପାରନ୍ତି। ଆର୍ଥିକ ସ୍ୱଚ୍ଛଳତା ଆସିବ।  ନୂତନ କର୍ମପନ୍ଥା ମିଳିପାରେ।

ତୁଳା: ବ୍ୟବସାୟ ବାଣିଜ୍ୟରେ ବାଧାବିଘ୍ନ ଦୂର ହେବ। ଭୂମି,ବାହାନ କ୍ରୟ କରିପାରନ୍ତି। ମହିଳାଙ୍କୁ ପାରିବାରିକ ସୁଖ ପ୍ରାପ୍ତି ହେବ।

ବିଛା: ବିଭିନ୍ନ ସମସ୍ୟାର ସମାଧାନ ହେବ। ବ୍ୟୟବୃଦ୍ଧି ଯୋଗୁ ମନ ଅଶାନ୍ତ ରହିପାରେ। ମହିଳାମାନେ ଧର୍ମ ପରାୟଣା ହେବେ।

ଧନୁ: ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ଆର୍ଥିକ ଅବସ୍ଥା ସୁଦୃଢ଼ ହେବ।

ମକର: ନୂତନ କାର୍ଯ୍ୟପ୍ରାପ୍ତି ହୋଇପାରେ। ଦୈନିକ ରୋଜଗାର ବୃଦ୍ଧି ପାଇବ। ବ୍ୟବସାୟରେ ସାମାନ୍ୟ କ୍ଷତି ଯୋଗୁ ମନ ଅଶାନ୍ତ ରହିବ।

କୁମ୍ଭ: କଠିନ ପରିଶ୍ରମ ସତ୍ତ୍ୱେ ଦୈନିକ ରୋଜଗାର ବଢ଼ିବ ନପାରେ। ଶତ୍ରୁମାନେ ପରାଜିତ ହେବେ। ପ୍ରତିଯୋଗିତାରେ ସଫଳତା ପାଇବେ ଛାତ୍ରଛାତ୍ରୀ।

ମୀନ: କର୍ମକ୍ଷେତ୍ରରେ ନାନାଦି ବାଧାବିଘ୍ନ ଦେଖାଦେଇପାରେ। ସହଯୋଗୀମାନେ ଅସହଯୋଗ କରିବେ। ନୂଆ କାର୍ଯ୍ୟ ହାତକୁ ନେଇ ହଇରାଣ ହୋଇପାରନ୍ତି।

Related story