Advertisment

୨୩ ଅକ୍ଟୋବର, ସୋମବାର; ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ

ସାଂସ୍କୃତିକ କାର୍ଯ୍ୟରେ ଯୋଗଦେବା ସହିତ ମାନସମ୍ମାନ ପ୍ରାପ୍ତି ହେବ। ନୂତନ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ କରିବେ। ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ ।

Rasi

Rasi

Advertisment

ମେଷ: କର୍ମକ୍ଷେତ୍ରରେ ସଫଳତା ମିଳିବାରୁ ମନ ଖୁସି ରହିବ ଓ ଅର୍ଥପ୍ରାପ୍ତି ହେବ। ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭଖବର ମିଳିବ। ଦୂରସ୍ଥାନକୁ ଯାତ୍ରା କରିବେ । ନିର୍ମାଣଧୀନ କାର୍ଯ୍ୟ ପାଇଁ ବନ୍ଧୁ ଆର୍ଥିକ ସାହାଯ୍ୟ କରିବେ। ସୁସ୍ୱାଦୁ ଭୋଜନ କରିବେ।

Advertisment

ବୃଷ: ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ପୂଜାପୁଜିରେ ସମୟ ବିତାଇବେ ।

ମିଥୁନ: ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ। ଅଯଥାରେ ଅର୍ଥ ଖର୍ଚ୍ଚାନ୍ତ ହେବାରୁ ମନ ଭଲ ରହିବ ନାହିଁ। ସନ୍ତାନ ମାନଙ୍କର ସ୍ୱଭାବ ଆଚରଣ ଠିକ ନ ରହିବାରୁ ବାପା ମାଆ କଷ୍ଟ ଅନୁଭବ କରିବେ। ଦୂରସ୍ଥାନକୁ ଗଲାବେଳେ ସାବଧାନ ସହିତ ଯାଆନ୍ତୁ ।

Advertisment

କର୍କଟ: ସାଂସ୍କୃତିକ କାର୍ଯ୍ୟରେ ଯୋଗଦେବା ସହିତ ମାନସମ୍ମାନ ପ୍ରାପ୍ତି ହେବ। ନୂତନ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ କରିବେ। ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ ।

ସିଂହ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ପରିଶ୍ରମ ଅନୁସାରେ ପାରିଶ୍ରମିକ ନମିଳିବାରୁ ମନ ଭଲ ରହିବ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ଘରକୁ ଅତିଥିଙ୍କର ଆଗମନ ହେବ। ବ୍ୟବସାୟରେ ଆଗ ଅପେକ୍ଷା ଆୟ ଅଧିକ ହେବାରୁ ଘରପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ।

କନ୍ୟା: କୌଣସି ସମସ୍ୟା ପାଇଁ ମନରେ ଅସ୍ଥିରତା ବୃଦ୍ଧି ହେବ। ଅପମାନ ପାଇବେ। ନୂତନ ଅନୁଷ୍ଠାନ ଗଢିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ। ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଅଯଥାରେ ଅର୍ଥହାନୀ ଦେଖାଯିବ।

ତୁଳା: ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ଅପବାଦ ମିଳିବ। ଗୁପ୍ତଶତ୍ରୃ ବୃଦ୍ଧି ହେବେ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବାରୁ ମନ ପ୍ରଫୁଲ୍ଲୀତ ରହିବ। ବହୁଦିନରୁ ଅଟକି ଥିବା କାର୍ଯ୍ୟ ପାଇଁ ଶୁଭଖବର ମିଳିବ ।

ବିଛା: ଘରକୁ ବନ୍ଧୁଙ୍କର ଆଗମନ ହେବା ସହିତ ଶୁଭଖବର ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ।

ଧନୁ: ନୂତନ ବ୍ୟବସାୟ ଆରମ୍ଭ କରିବେ ଓ ବନ୍ଧୁଙ୍କର ସହଯୋଗ ପାଇବେ। ସ୍ୱାସ୍ଥ୍ୟରେ ଅବନତି ଦେଖାଯିବାରୁ ମନ ଭଲ ରହିବ ନାହିଁ। ରାଜନୀତିରେ ଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ ।

ମକର: ବ୍ୟବସାୟରେ ଲାଭ ପାଇବାରୁ ଘରପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ଦୂରସ୍ଥାନକୁ ଯାତ୍ରା କରିବା ସହିତ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ। ମାଙ୍ଗଳିକ କାର୍ଯ୍ୟ ପାଇଁ ଖୁସି ଖବର ପ୍ରାପ୍ତି ହେବ ଓ ସୁସ୍ୱାଦୁ ଭୋଜନ କରିବେ ।

କୁମ୍ଭ: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବାରୁ ମନରେ ଅସ୍ଥିରତା ବୃଦ୍ଧି ହେବ। ରାଜନୀତିରେ ଥିବା ବ୍ୟକ୍ତିଙ୍କ ଲାଭ ହେବ। ପିଲାମାନେ ପାଠପଢ଼ାରେ ଉନ୍ନତି ସହିତ ଚାକିରୀ କ୍ଷେତ୍ରରେ ସଫଳତା ପାଇବେ।

ମୀନ: ବ୍ୟବସାୟରେ ଲାଭ ମିଳିବ। ନୂତନ ବ୍ୟବସାୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ।  ଚାକିରୀ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବା ସହିତ ପଦୋନ୍ନତି ମିଳିବ।  ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଓ ଦୂରସ୍ଥାନକୁ ଯାତ୍ରା କରିବେ ।

Astrology Daily Horoscope
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe