Advertisment

୨୪ ମାର୍ଚ୍ଚ, ଗୁରୁବାର: ରାଜନୀତି କ୍ଷେତ୍ରରେ ଯଶ ବୃଦ୍ଧି ହେବ

ମେଷ: ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ । ପରିବାର ସଦସ୍ୟଙ୍କ ସହିତ ସୌହାଦ୍ୟପୂର୍ଣ୍ଣ ସଂପର୍କ ରହିବ । ଶତ୍ରୁପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି । ବୃଷ: ଶାରିରୀକ ଅସୁସ୍ଥତା ଦୂର ହୋଇ ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ […]

author-image
Niharika Rout
ଅଦ୍ୟତନ ହୋଇଛି
୭ ଜାନୁଆରୀ, ଶୁକ୍ରବାର: ସହକର୍ମୀ ଈର୍ଷାନ୍ୱିତ ହେବେ

RASI

ମେଷ:ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ । ପରିବାର ସଦସ୍ୟଙ୍କ ସହିତ ସୌହାଦ୍ୟପୂର୍ଣ୍ଣ ସଂପର୍କ ରହିବ । ଶତ୍ରୁପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି ।

Advertisment

ବୃଷ: ଶାରିରୀକ ଅସୁସ୍ଥତା ଦୂର ହୋଇ ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ ।

ମିଥୁନ:ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ।  ରାଜନୀତି କ୍ଷେତ୍ରରେ ଯଶ ବୃଦ୍ଧି ହେବ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଆଗକୁ ବଢିବାରେ ସହାୟତା ମିଳିବ।

Advertisment

କର୍କଟ:ନୈତିକତା ଦୃଷ୍ଟିରୁ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିବେ । ଅଧ୍ୟୟନ, ଅନୁସନ୍ଧାନ କ୍ଷେତ୍ରରେ ଆପଣଙ୍କ ପ୍ରୟାସର ସୁଖଦ ପରିଣାମ  ଆସିବ । କଷ୍ଟ ଓ କଠିନ ପରିଶ୍ରମ ଯୋଗୁ   କିଛି ଅସମ୍ଭବ ହେବ ନାହିଁ  ।

ସିଂହ:ଛାତ୍ର-ଛାତ୍ରୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ବେପାର ବା କାରବାରରେ ବହୁତ ଭଲ ଲାଭ ହେବା ସହ ପରିବାର ସଦସ୍ୟଙ୍କ ଉନ୍ନତିରେ ଆନନ୍ଦିତ ହେବେ ।

କନ୍ୟା:ଶାରିରୀକ ଅସୁସ୍ଥତା ଦୂର ହୋଇ ଆର୍ଥିକ ସ୍ଥିତି ଅସନ୍ତୋଷପ୍ରଦ ହେବ । ଛାତ୍ରଛାତ୍ରୀମାନେ ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ବାହ୍ୟ ଦେଶକୁ ଯାତ୍ରା କରି ପାରନ୍ତି । ପାରିବାରିକ କ୍ଷେତ୍ରରେ  ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ଆୟର ସ୍ରୋତ ବୃଦ୍ଧି ହେବ ।

ତୁଳା: ବ୍ୟବସାୟରେ ଭାଗୀଦାରୀଙ୍କ ସହିତ ଲାଗି ରହିଥିବା ମତଭେଦର ନିରାକରଣ ହୋଇଯିବ। ଛାତ୍ରଛାତ୍ରୀମାନେ ହସ ଖୁସିରେ ସମୟ କଟାଇବେ । ସତର୍କତା ଅବଲମ୍ବନ ନ କଲେ କୌଣସି ଭୁଲ୍ କାମରେ ଫସି ଯାଇପାରନ୍ତି।

ବିଚ୍ଛା:କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ । ନୂତନ ବନ୍ଧୁଙ୍କ ସହିତ ଭେଟ ହୋଇ କୌଣସି ଶୁଭ ସମାଚାର ମଧ୍ୟ ଶୁଣିବାକୁ ପାଇବେ । ରାଜନୀତି କ୍ଷେତ୍ରରେ ବହୁତ ଭଲ ପାଉଥିବା ଲୋକ ଓ ଶୁଭଚିନ୍ତକମାନେ ସାହାଯ୍ୟ କରିବେ ।

ଧନୁ:ଧନ ସମ୍ବନ୍ଧୀୟ ମାମଲାରେ ବିବେକ  ଦ୍ୱାରା ବିଚାର କଲେ ଲାଭ ମିଳିବ। ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିବେ । ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦର ଅବସାନ ହୋଇ ପାରେ ।

ମକର:ସେବାକାରୀମାନଙ୍କ ସହଯୋଗରେ ସମ୍ମାନଜନକ ସ୍ଥିତି ପରିଲକ୍ଷିତ ହେବ । ବ୍ୟବସାୟ କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ ଧନ ଲାଭ ହେବାରୁ ମନ ଖୁସି ରହିବ। ଆର୍ଥିକ ଦିଗରୁ ଉନ୍ନତି ହେବା ସହ ନୂତନ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ଆଗ୍ରହ ବଢିବ ।

କୁମ୍ଭ:ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ କରିବେ । ଭୋଗବିଳାସରେ ସାମିଲ ହୋଇ ଅର୍ଥ ଉପାର୍ଜନରେ ଏକନିଷ୍ଠ ହେଲେ ସମ୍ମାନ ପାଇବେ। ପାରିବାରିକ କ୍ଷେତ୍ରରେ ହସଖୁସିର ବାତାବରଣ ସୃଷ୍ଟି ହେବ  ।

ମୀନ:ସାଂସାରିକ ଜୀବନରେ ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ପରାକ୍ରମ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ ଓ ଆୟ ବୃଦ୍ଧି ହେବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବା ଫଳରେ ରାଜନୈତିକ କ୍ଷେତ୍ରରେ ସଫଳତା ମିଳିବ।