୨୪ ଅକ୍ଟୋବର, ବୁଧବାର: ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ପାଇବ। ବୃଷ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ମିଥୁନ: ଆଜିର ଦିନଟି ଭଲରେ କଟିବ। ମାନ-ସମ୍ମାନ ବୃଦ୍ଧି ପାଇବ। ବନ୍ଧୁ ପରିଜନଙ୍କ ପାଖରୁ ଉପହାର ପାଇପାରନ୍ତି। କର୍କଟ: ପରିବାର ଉପରେ ଧ୍ୟାନ ଦିଅନ୍ତୁ। ହଠାତ୍‌ ଅର୍ଥପ୍ରାପ୍ତିର ଯୋଗ ରହିଛି। ଦିନଟି ବ୍ୟସ୍ତତା ମଧ୍ୟରେ କଟିବ। ସିଂହ: ଧନପ୍ରାପ୍ତିର ଯୋଗ ରହିଛି। ପିଲାମାନଙ୍କ […]

Rasi-Fala

Rasi-Fala

Rakesh Mallick
  • Published: Wednesday, 24 October 2018
  • Updated: 24 October 2018, 07:39 AM IST

Sports

Latest News

ମେଷ: ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ପାଇବ।

ବୃଷ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିରେ ପରିବର୍ତ୍ତନ କରିପାରନ୍ତି।

ମିଥୁନ: ଆଜିର ଦିନଟି ଭଲରେ କଟିବ। ମାନ-ସମ୍ମାନ ବୃଦ୍ଧି ପାଇବ। ବନ୍ଧୁ ପରିଜନଙ୍କ ପାଖରୁ ଉପହାର ପାଇପାରନ୍ତି।

କର୍କଟ: ପରିବାର ଉପରେ ଧ୍ୟାନ ଦିଅନ୍ତୁ। ହଠାତ୍‌ ଅର୍ଥପ୍ରାପ୍ତିର ଯୋଗ ରହିଛି। ଦିନଟି ବ୍ୟସ୍ତତା ମଧ୍ୟରେ କଟିବ।

ସିଂହ: ଧନପ୍ରାପ୍ତିର ଯୋଗ ରହିଛି। ପିଲାମାନଙ୍କ ପାଖରୁ ଭଲ ଖବର ପାଇ ମନ ଖୁସି ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କନ୍ୟା: ଉପହାର ମିଳିବାର ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ। ଘରକୁ ବନ୍ଧୁ ଆସି ପାରନ୍ତି। ଅଟକି ରହିଥିବା କାମ ହୋଇଯିବ।

ତୁଳ: ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସନ୍ତାନ ପ୍ରାପ୍ତିର ଯୋଗ ରହିଛି।

ବିଛା: ବିବାହ ସ୍ଥିର ହେବାର ଯୋଗ ରହିଛି। ଅଟକି ରହିଥିବା ଧନ ମିଳିବାର ଯୋଗ ରହିଛି। କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ଧନୁ: ପ୍ରିୟଜନଙ୍କ ସହ ସାକ୍ଷାତ ହୋଇପାରେ। ଖାଇବା-ପିଇବାର ଧ୍ୟାନ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ଜମିଜମାକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଧନପ୍ରାପ୍ତି ଯୋଗର ରହିଛି।

କୁମ୍ଭ: ମାନ-ସମ୍ମାନ ବୃଦ୍ଧି ପାଇବ। ଧନପ୍ରାପ୍ତିର ଯୋଗ ରହିଛି। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କ ଯାତ୍ରା ସଫଳ ହେବ।

ମୀନ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ଦୃଢ଼ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story