୨୫ ଫେବୃଆରୀ, ସୋମବାର : ସମୟର ସଠିକ୍‌ ଉପଯୋଗ କରନ୍ତୁ

ମେଷ: ଅଟକି ରହିଥିବା ଅର୍ଥ ମିଳିବାର ଯୋଗ ରହିଛି। ଦିନଟି ଭଲରେ କଟିବ। ଠିକ୍‌ ସମୟରେ କାମ ସାରନ୍ତୁ। ବୃଷ: ପୂରା ଦିନ ବ୍ୟସ୍ତତା ମଧ୍ୟରେ କଟିବ। ଗାଡ଼ି ଖରାପ ହୋଇପାରେ। ଠିକ୍‌ ସମୟରେ ଅଫିସ୍‌ରେ ପହଞ୍ଚନ୍ତୁ। ମିଥୁନ: କୌଣସି କଥାକୁ ଅଣଦେଖା କରନ୍ତୁ ନାହିଁ। ଗାଡ଼ି କିଣିବା ଆଶା ପୂରଣ ହୋଇପାରେ। ସମ୍ପର୍କରେ ସୁଧାର ଆସିବ। କର୍କଟ: ଅପରାହ୍ଣ ପରେ ଚିନ୍ତା ବଢ଼ିବ। ଠିକ୍‌ ସମୟରେ କାମ ସାରନ୍ତୁ, ନହେଲେ କାମ ଅଧାରୁ ଅଟକିବାର ସମ୍ଭାବନା […]

Rasi-Fala

Rakesh Mallick
  • Published: Monday, 25 February 2019
  • , Updated: 25 February 2019, 04:05 PM IST

ମେଷ: ଅଟକି ରହିଥିବା ଅର୍ଥ ମିଳିବାର ଯୋଗ ରହିଛି। ଦିନଟି ଭଲରେ କଟିବ। ଠିକ୍‌ ସମୟରେ କାମ ସାରନ୍ତୁ।

ବୃଷ: ପୂରା ଦିନ ବ୍ୟସ୍ତତା ମଧ୍ୟରେ କଟିବ। ଗାଡ଼ି ଖରାପ ହୋଇପାରେ। ଠିକ୍‌ ସମୟରେ ଅଫିସ୍‌ରେ ପହଞ୍ଚନ୍ତୁ।

ମିଥୁନ: କୌଣସି କଥାକୁ ଅଣଦେଖା କରନ୍ତୁ ନାହିଁ। ଗାଡ଼ି କିଣିବା ଆଶା ପୂରଣ ହୋଇପାରେ। ସମ୍ପର୍କରେ ସୁଧାର ଆସିବ।

କର୍କଟ: ଅପରାହ୍ଣ ପରେ ଚିନ୍ତା ବଢ଼ିବ। ଠିକ୍‌ ସମୟରେ କାମ ସାରନ୍ତୁ, ନହେଲେ କାମ ଅଧାରୁ ଅଟକିବାର ସମ୍ଭାବନା ରହିଛି।

ସିଂହ: କ୍ଷତି ସହିବାର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ମଥୁରତା ଆସିବ।

କନ୍ୟା: ଗୁରୁଜନଙ୍କ ସମ୍ମାନ କରନ୍ତୁ। ଗୋଡ଼ରେ ଆଘାତ ଲାଗିପାରେ। ଶୁଭ ଖବର ପାଇବେ।

ତୁଳା: ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ଜମିଜମାରେ ନିବେଶ କରନ୍ତୁ। ନିଜ ଦ୍ରବ୍ୟ ଯତ୍ନରେ ରଖନ୍ତୁ।

ବିଚ୍ଛା: ନିଜ କଥାରେ କାମ ହାସଲ କରିନେବେ। ସମୟ ଠିକ୍‌ ନାହିଁ, ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ଶେୟାର ବଜାରରେ ନିବେଶ କରନ୍ତୁ।

ଧନୁ: କାହାରିଙ୍କୁ ଧାର ଦିଅନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଖାଇବା, ପିଇବାର ଧ୍ୟାନ ଦିଅନ୍ତୁ। ଟଙ୍କା ନେଣଦେଣ କରନ୍ତୁ ନାହିଁ।

ମକର: ଜମିଜମାରେ ନିବେଶ କରନ୍ତୁ। ପ୍ରେମିକାର ମନ ଜିଣିବେ।

କୁମ୍ଭ: ନିଜ ଲୋକଙ୍କ ସହଯୋଗ ପାଇବେ। ଅଟକି ରହିଥିବା କାମ ହୋଇଯିବ। ସମୟର ଉଚିତ୍‌ ଉପଯୋଗ କରନ୍ତୁ।

ମୀନ: ପିଲାମାନଙ୍କ ପାଖରୁ ଶୁଭ ଖବର ପାଇବେ। କ୍ୟାରିୟରରେ ସଫଳତା ପାଇବେ। ଗୁରୁଜନଙ୍କ ସମ୍ମାନ କରନ୍ତୁ।

Related story