ମେଷ: ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ପାରିବାରିକ ସମସ୍ୟା ରହିବ। ବନ୍ଧୁ ପରିଜନଙ୍କ ପାଖରୁ ଲାଭ ପାଇବେ।
ବୃଷ: କ୍ୟାରିଅରରେ ପରିବର୍ତ୍ତନ ଘଟିବ। ପାରିବାରରେ ଚିନ୍ତାଜନକ ପରିସ୍ଥିତ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ମଥୁନ: ପ୍ରେମ ସମ୍ପର୍କକୁ ନେଇ ସମସ୍ୟା ଦେଖାଦେଇ ପାରେ। ମନ ବିଚଳିତ ରହିବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି।
କର୍କଟ: କ୍ୟାରିଅରରେ ସୁଧାର ଆସିବ। ଧନ ଲାଭର ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍ ରହିବ।
ସିଂହ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଅଧିକ ପରିଶ୍ରମ କରିବାକୁ ପଡ଼ିବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।
କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନହାନୀର ଯୋଗ ରହିଛି। କଦଳୀ ଦାନ କରନ୍ତୁ, ସମସ୍ୟାରେ ସୁଧାର ଆସିବ।
ତୁଳା: ସ୍ୱାସ୍ଥ୍ୟରେ ଅବନତି ଘଟିବ। ବାଦ-ବିବାଦରୁ ଚିନ୍ତା ବଢ଼ିବ। କୌଣସି ସ୍ଥାନକୁ ଯିବାକୁ ଥିଲେ ଅଧାରୁ ନିଷ୍ପତ୍ତି ବଦଳାଇ ପାରନ୍ତି।
ବିଛା: ଦୁର୍ଘଟଣାର ଯୋଗ ରହିଛି, ସତର୍କ ରୁହନ୍ତୁ। ଅଟକି ରହିଥିବା ଟଙ୍କା ମିଳିବାର ଯୋଗ ରହିଛି। ପିଲାମାନଙ୍କର ଉନ୍ନତି ଘଟିବ।
ଧନୁ: ଜମିଜମାରେ ଲାଭ ପାଇବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନୂଆ ବନ୍ଧୁ କରିବେ।
କମର: ଆଜି ଦିନଟି ଭଳରେ କଟିବ ନାହିଁ। ସମସ୍ୟା ବଢ଼ିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପିଲାମାନଙ୍କୁ ନେଇ ଚିନ୍ତା ବଢ଼ିବ।
କୁମ୍ଭ: ସ୍ୱାସ୍ଥ୍ୟର ଉନ୍ନତି ଘଟିବ। ପାରିବାରିକ ବ୍ୟସ୍ଥତା ମଧ୍ୟରେ ଦିନଟି କଟିବ। ବନ୍ଧୁ, ପରିଜନଙ୍କ ପାଖରୁ ଉପହାର ପାଇପାରନ୍ତି।
ମୀନ: ଲାଗି ରହିଥିବା ଜମିଜମା ବିବାଦର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଗାଡ଼ି କିଣିବାର ଯୋଗ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।