୨୫ ଅକ୍ଟୋବର, ଗୁରୁବାର: ଏହି ରାଶିର ବ୍ୟକ୍ତି ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ

ମେଷ: ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ପାରିବାରିକ ସମସ୍ୟା ରହିବ। ବନ୍ଧୁ ପରିଜନଙ୍କ ପାଖରୁ ଲାଭ ପାଇବେ। ବୃଷ: କ୍ୟାରିଅରରେ ପରିବର୍ତ୍ତନ ଘଟିବ। ପାରିବାରରେ ଚିନ୍ତାଜନକ ପରିସ୍ଥିତ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମଥୁନ: ପ୍ରେମ ସମ୍ପର୍କକୁ ନେଇ ସମସ୍ୟା ଦେଖାଦେଇ ପାରେ। ମନ ବିଚଳିତ ରହିବ। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। କର୍କଟ: କ୍ୟାରିଅରରେ ସୁଧାର ଆସିବ। ଧନ ଲାଭର ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍‌ ରହିବ। ସିଂହ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। […]

RasiFala

Rakesh Mallick
  • Published: Thursday, 25 October 2018
  • , Updated: 25 October 2018, 08:28 AM IST

ମେଷ: ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ପାରିବାରିକ ସମସ୍ୟା ରହିବ। ବନ୍ଧୁ ପରିଜନଙ୍କ ପାଖରୁ ଲାଭ ପାଇବେ।

ବୃଷ: କ୍ୟାରିଅରରେ ପରିବର୍ତ୍ତନ ଘଟିବ। ପାରିବାରରେ ଚିନ୍ତାଜନକ ପରିସ୍ଥିତ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମଥୁନ: ପ୍ରେମ ସମ୍ପର୍କକୁ ନେଇ ସମସ୍ୟା ଦେଖାଦେଇ ପାରେ। ମନ ବିଚଳିତ ରହିବ। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି।

କର୍କଟ: କ୍ୟାରିଅରରେ ସୁଧାର ଆସିବ। ଧନ ଲାଭର ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍‌ ରହିବ।

ସିଂହ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଅଧିକ ପରିଶ୍ରମ କରିବାକୁ ପଡ଼ିବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନହାନୀର ଯୋଗ ରହିଛି। କଦଳୀ ଦାନ କରନ୍ତୁ, ସମସ୍ୟାରେ ସୁଧାର ଆସିବ।

ତୁଳା: ସ୍ୱାସ୍ଥ୍ୟରେ ଅବନତି ଘଟିବ। ବାଦ-ବିବାଦରୁ ଚିନ୍ତା ବଢ଼ିବ। କୌଣସି ସ୍ଥାନକୁ ଯିବାକୁ ଥିଲେ ଅଧାରୁ ନିଷ୍ପତ୍ତି ବଦଳାଇ ପାରନ୍ତି।

ବିଛା: ଦୁର୍ଘଟଣାର ଯୋଗ ରହିଛି, ସତର୍କ ରୁହନ୍ତୁ। ଅଟକି ରହିଥିବା ଟଙ୍କା ମିଳିବାର ଯୋଗ ରହିଛି। ପିଲାମାନଙ୍କର ଉନ୍ନତି ଘଟିବ।

ଧନୁ: ଜମିଜମାରେ ଲାଭ ପାଇବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନୂଆ ବନ୍ଧୁ କରିବେ।

କମର: ଆଜି ଦିନଟି ଭଳରେ କଟିବ ନାହିଁ। ସମସ୍ୟା ବଢ଼ିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପିଲାମାନଙ୍କୁ ନେଇ ଚିନ୍ତା ବଢ଼ିବ।

କୁମ୍ଭ: ସ୍ୱାସ୍ଥ୍ୟର ଉନ୍ନତି ଘଟିବ। ପାରିବାରିକ ବ୍ୟସ୍ଥତା ମଧ୍ୟରେ ଦିନଟି କଟିବ। ବନ୍ଧୁ, ପରିଜନଙ୍କ ପାଖରୁ ଉପହାର ପାଇପାରନ୍ତି।

ମୀନ: ଲାଗି ରହିଥିବା ଜମିଜମା ବିବାଦର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଗାଡ଼ି କିଣିବାର ଯୋଗ ରହିଛି।

Related story