୨୫ ସେପ୍ଟେମ୍ବର, ମଙ୍ଗଳବାର: ଜାଣନ୍ତୁ, କେଉଁମାନେ ସତର୍କ ରହିବା ଉଚିତ୍‌

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଚାକିରିରେ ସମସ୍ୟା ଦେଖା ଦେଇପାରେ। ହନୁମାନ ମନ୍ତ୍ର ଜପ କରନ୍ତୁ ସମସ୍ୟା ଦୂର ହୋଇଯିବ। ବୃଷ: ଆଜି ଦିନଟି ଭଲରେ କଟିବ। ଚାକିରି କ୍ଷେତ୍ରରେ ବଡ଼ ସୁଯୋଗ ମିଳିବ। ଅଟକି ରହିଥିବା ଧନ ମିଳିବାର ଯୋଗ ରହିଛି। ମିଥୁନ: ଆଜିର ଦିନଟି ଅତ୍ୟନ୍ତ ଲାଭଦାୟକ। ସ୍ୱାସ୍ଥ୍ୟ ଭଲ ରହିବ। ଘରେ ହସ ଖୁସିର ମାହୋଲ ରହିବ। ମନ୍ଧୁ ପରିଜନଙ୍କ ସହ ଭେଟ ହୋଇପାରେ। କର୍କଟ: ଆଜି ଆପଣଙ୍କ […]

RasiFala

Rakesh Mallick
  • Published: Tuesday, 25 September 2018
  • , Updated: 25 September 2018, 07:38 AM IST

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଚାକିରିରେ ସମସ୍ୟା ଦେଖା ଦେଇପାରେ। ହନୁମାନ ମନ୍ତ୍ର ଜପ କରନ୍ତୁ ସମସ୍ୟା ଦୂର ହୋଇଯିବ।
ବୃଷ: ଆଜି ଦିନଟି ଭଲରେ କଟିବ। ଚାକିରି କ୍ଷେତ୍ରରେ ବଡ଼ ସୁଯୋଗ ମିଳିବ। ଅଟକି ରହିଥିବା ଧନ ମିଳିବାର ଯୋଗ ରହିଛି।

ମିଥୁନ: ଆଜିର ଦିନଟି ଅତ୍ୟନ୍ତ ଲାଭଦାୟକ। ସ୍ୱାସ୍ଥ୍ୟ ଭଲ ରହିବ। ଘରେ ହସ ଖୁସିର ମାହୋଲ ରହିବ। ମନ୍ଧୁ ପରିଜନଙ୍କ ସହ ଭେଟ ହୋଇପାରେ।
କର୍କଟ: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ସ୍ଥାନ ପରିବର୍ତ୍ତନ କରିପାରନ୍ତି।
ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ପାରିବାରିକ ସମସ୍ୟା ଦେଖା ଦେଇପାରେ। ନାନା କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ଗୁଡ଼ ଖାଇ ଘରୁ ବାହାରନ୍ତୁ ସମସ୍ୟା ଟଳିଯିବ।
କନ୍ୟା: ଆଜି ଆପଣଙ୍କୁ ମିଶ୍ରଫଳ ମିଳିବ। ପିଲାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କ୍ୟାରିଅରରେ ସୁଧାର ଆସିବ।
ତୁଳା: ଆଜି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ନିଜ କର୍ତ୍ତବ୍ୟ ଠିକ୍‌ରେ ପାଳନ କରନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି।
ବିଛା: ଆଜି ଦିନଟି ଭଲରେ କଟିବ। ଘରେ ହସଖୁସିର ପରିବେଶ ରହିବ। ଧନପ୍ରାପ୍ତିର ଯୋଗ ରହିଛି।
ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ବାଦବିବାଦରୁ ଦୂରେଇ ରୁହନ୍ତୁ। କୌଣସି ନିଷ୍ପତ୍ତି ନେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ, ନହେଲେ ସମସ୍ୟାରେ ପଡ଼ିପାରନ୍ତି।
ମକର: ଆଜି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। କୌଣସି କାମକୁ ନେଇ ଅବହେଳା କରନ୍ତୁ ନାହିଁ। ଧନପ୍ରାପ୍ତିର ଯୋଗ ରହିଛି।
କୁମ୍ଭ: ଆଜି ଦିନଟି ଭଲରେ କଟିବ। ପୁରୁଣା ଇଚ୍ଛା ପୂରଣ ହେବାର ଯୋଗ ରହିଛି। ଘରେ ଓ ବାହାରେ ମାନ-ସମ୍ମାନ ବୃଦ୍ଧି ପାଇବ।
ମୀନ: ଆଜିର ଦିନଟି ଭଲ। ଗୁରୁତ୍ୱପୂର୍ଣ୍ଣ କାମ ହୋଇଯିବ। ଲାଗି ରହିଥିବା ସମସ୍ୟା ଦୂର ହେବ।

Related story