୨୬ ଜୁନ୍‌, ଶୁକ୍ରବାର: ଦ୍ୱନ୍ଦ୍ୱ ଭିତରେ ରହିବେ

ମେଷ: ପରିବାରରେ ହସ ଖୁସିର ପରିବେଶ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବୃଷ: ପଡ଼ୋଶୀଙ୍କ ସହ ମତାନ୍ତର ହୋଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମାଆ ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ। ମିଥୁନ: ବ୍ୟସ୍ତତା ଭିତରେ ଦିନଟି କଟିବ। ମାନ-ସମ୍ମାନ ମିଳିବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। କର୍କଟ:  ଶତ୍ରୁଠାରୁ ଦୂରେଇ ରୁହନ୍ତୁ। ମାନସିକ ଶାନ୍ତି ମିଳିବ। ସୌଖିନ ଦ୍ରବ୍ୟ କ୍ରୟ  କରିବାକୁ  ମନ […]

astrology-12345

astrology-12345

Jyoshna Pradhan
  • Published: Friday, 26 June 2020
  • Updated: 26 June 2020, 08:01 AM IST

Sports

Latest News

ମେଷ: ପରିବାରରେ ହସ ଖୁସିର ପରିବେଶ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ବୃଷ: ପଡ଼ୋଶୀଙ୍କ ସହ ମତାନ୍ତର ହୋଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମାଆ ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ।

ମିଥୁନ: ବ୍ୟସ୍ତତା ଭିତରେ ଦିନଟି କଟିବ। ମାନ-ସମ୍ମାନ ମିଳିବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

କର୍କଟ:  ଶତ୍ରୁଠାରୁ ଦୂରେଇ ରୁହନ୍ତୁ। ମାନସିକ ଶାନ୍ତି ମିଳିବ। ସୌଖିନ ଦ୍ରବ୍ୟ କ୍ରୟ  କରିବାକୁ  ମନ ବଳାଇପାରନ୍ତି।

ସିଂହ:  ନୂତନ କାମ କରିବାକୁ ଯୋଜନା କରିପାରନ୍ତି। ତରବରିଆ ହୋଇ କୌଣସି ଗୁରତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅପରାହ୍ଣ ପରେ ଅଳସୁଆ ଅନୁଭବ କରିବେ।

କନ୍ୟା:  ମନ ଭିତରୁ  ସନ୍ଦେହ ଧିରେ ଧିରେ ଦୂରୀଭୂତ ହେବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ତୁଳା: ଅସୁସ୍ଥ ଅନୁଭବ କରିପାରନ୍ତି। ପ୍ରତିଟି କାର୍ଯ୍ୟରେ ବିଳମ୍ବ ହୋଇପାରେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ବିଛା:  ସାହାଯ୍ୟ ଓ ସହାନୁଭୂତି ଲାଭ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।

ଧନୁ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ମନ ଦେଇ ପାଠ ପଢ଼ିବେ।  ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ମକର: ଶୁଭ ଖବର ଣୁଣି ପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।  ଦ୍ୱନ୍ଦ୍ୱ ଭିତରେ ରହିବେ।

କୁମ୍ଭ: ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିବ। କଳା ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଶରୀରରେ ଆଘାତ ଲାଗିପାରେ। ଜଗି ରଖି ଚଳନ୍ତୁ।

ମୀନ:  ନୂତନ ବସ୍ତ୍ର କିଣିପାରନ୍ତି। ମନ ବିଚଳିତ ରହିବ। ଋଣ ଦିଅନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story