astrology-12345
ମେଷ: ପରିବାରରେ ହସ ଖୁସିର ପରିବେଶ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।
ବୃଷ: ପଡ଼ୋଶୀଙ୍କ ସହ ମତାନ୍ତର ହୋଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମାଆ ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ।
ମିଥୁନ: ବ୍ୟସ୍ତତା ଭିତରେ ଦିନଟି କଟିବ। ମାନ-ସମ୍ମାନ ମିଳିବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।
କର୍କଟ: ଶତ୍ରୁଠାରୁ ଦୂରେଇ ରୁହନ୍ତୁ। ମାନସିକ ଶାନ୍ତି ମିଳିବ। ସୌଖିନ ଦ୍ରବ୍ୟ କ୍ରୟ କରିବାକୁ ମନ ବଳାଇପାରନ୍ତି।
ସିଂହ: ନୂତନ କାମ କରିବାକୁ ଯୋଜନା କରିପାରନ୍ତି। ତରବରିଆ ହୋଇ କୌଣସି ଗୁରତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅପରାହ୍ଣ ପରେ ଅଳସୁଆ ଅନୁଭବ କରିବେ।
କନ୍ୟା: ମନ ଭିତରୁ ସନ୍ଦେହ ଧିରେ ଧିରେ ଦୂରୀଭୂତ ହେବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ତୁଳା: ଅସୁସ୍ଥ ଅନୁଭବ କରିପାରନ୍ତି। ପ୍ରତିଟି କାର୍ଯ୍ୟରେ ବିଳମ୍ବ ହୋଇପାରେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।
ବିଛା: ସାହାଯ୍ୟ ଓ ସହାନୁଭୂତି ଲାଭ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।
ଧନୁ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ମନ ଦେଇ ପାଠ ପଢ଼ିବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।
ମକର: ଶୁଭ ଖବର ଣୁଣି ପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଦ୍ୱନ୍ଦ୍ୱ ଭିତରେ ରହିବେ।
କୁମ୍ଭ: ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିବ। କଳା ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଶରୀରରେ ଆଘାତ ଲାଗିପାରେ। ଜଗି ରଖି ଚଳନ୍ତୁ।
ମୀନ: ନୂତନ ବସ୍ତ୍ର କିଣିପାରନ୍ତି। ମନ ବିଚଳିତ ରହିବ। ଋଣ ଦିଅନ୍ତୁ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/astrology-12345.jpg)