୨୬ ଅକ୍ଟୋବର, ଶୁକ୍ରବାର: ଏହି ରାଶିର ବ୍ୟକ୍ତି ସତର୍କ ରହିବା ଉଚିତ୍‌

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ। ନୂଆ ଚାକିରିରେ ଯୋଗ ଦେଇପାରନ୍ତି। ଶିକ୍ଷା କ୍ଷେତ୍ରରେ ଉନ୍ନତି ଘଟିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବୃଷ: ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ଅଫିସ୍‌ରେ ଚିନ୍ତା ଜନକ ପରିସ୍ଥିତି ଲାଗି ରହିବ। ସନ୍ଧ୍ୟା ସମୟରେ କିଛିଟା ସୁଧାର ଆସିବ। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। ମିଥୁନ: ସ୍ୱାସ୍ଥ୍ୟ ଠିକ୍‌ ରହିବ, ତଥାପି ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି। କର୍କଟ: […]

Rasi-Fala

Rasi-Fala

Rakesh Mallick
  • Published: Friday, 26 October 2018
  • Updated: 26 October 2018, 07:32 AM IST

Sports

Latest News

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ। ନୂଆ ଚାକିରିରେ ଯୋଗ ଦେଇପାରନ୍ତି। ଶିକ୍ଷା କ୍ଷେତ୍ରରେ ଉନ୍ନତି ଘଟିବ। ଜୀବନସାଥୀଙ୍କ ସହଯୋଗ ପାଇବେ।

ବୃଷ: ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ଅଫିସ୍‌ରେ ଚିନ୍ତା ଜନକ ପରିସ୍ଥିତି ଲାଗି ରହିବ। ସନ୍ଧ୍ୟା ସମୟରେ କିଛିଟା ସୁଧାର ଆସିବ। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି।

ମିଥୁନ: ସ୍ୱାସ୍ଥ୍ୟ ଠିକ୍‌ ରହିବ, ତଥାପି ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି।

କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଚିନ୍ତା ଦୂର ହେବ। ନୂଆ କାମ ହାତକୁ ନେଇପାରନ୍ତି।

ସିଂହ: ଆଜି ଦିନଟି ଭଲରେ କଟିବ। ଘରକୁ ବନ୍ଧୁ ଆସି ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ପାଇବ।

କନ୍ୟା: ଆଜି ଦିନଟି ଭଲ ନୁହେଁ, ସତର୍କ ରୁହନ୍ତୁ। ଧନହାନୀର ଯୋଗ ରହିଛି। ଦୁର୍ଘଟଣା ଘଟିପାରେ। ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ, ସମସ୍ୟା କିଛିଟା କମିବ।

ତୁଳା: ପରିବାରରେ ହସଖୁସିର ବାତାବରଣ ରହିବ। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ଜମି କିଣିବାର ଯୋଗ ରହିଛି।

ବିଛା: ପିଲାମାନଙ୍କ ପାଇଁ ଧାଁଦୌଡ଼ରେ ଦିନଟି କଟିବ। ବ୍ୟବସାୟରେ ଲାଭବାନ ହେବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ଧନୁ: କ୍ୟାରିଅରରେ ସୁଧାର ଆସିବ। ଆର୍ଥିକ ସ୍ଥିତି ଭଲ ରହିବ। ବାଦ-ବିବାଦ ଜନିତ ସ୍ଥିତିର ସମାଧାନରେ ଆପଣଙ୍କର ବିଜୟ ହେବ।

ମକର: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଧନହାନୀର ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ପାଇବେ।

କୁମ୍ଭ: କ୍ୟାରିଅରରେ ପରିବର୍ତ୍ତନ କରିପାରନ୍ତି। ମାନ-ସମ୍ମାନ ବୃଦ୍ଧି ପାଇବ। ଅଟକି ରହିଥିବା ଅର୍ଥ ମିଳିବାର ଯୋଗ ରହିଛି।

ମୀନ: ଅଟକି ରହିଥିବା କାମ ଆଜି ଶେଷ ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି। ଘରେ ହସଖୁସିର ବାତାବରଣ ରହିବ ଓ ଶୁଭକାମ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story