୨୭ ଫେବ୍ରୁଆରୀ, ସୋମବାର: ନୂତନ ଯୋଜନାରେ ସଫଳତା ମିଳିବ

କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ମିତ୍ରଙ୍କ ସାହାଯ୍ୟ ପାଇ ଚାହୁଁଥିବା କାର୍ଯ୍ୟ ସଂପନ୍ନ କରିପାରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଯଶ ବଢ଼ିବ। 

Rashi PhotoOR

Representational Image

Jitendra Garnayak
  • Published: Monday, 27 February 2023
  • Updated: 27 February 2023, 07:30 AM IST

Sports

Latest News

ମେଷ: ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ।  କ୍ରୀଡ଼ା, ପ୍ରତିଯୋଗିତା, ପରୀକ୍ଷା ଓ ସାକ୍ଷାତକାରରେ ବିଜୟୀ ହେବେ।ଭ୍ରମଣ, ପ୍ରକାଶନ, ସଂଗଠନ ଓ ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। 

ବୃଷ: ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଥିବା ଲୋକେ ସମ୍ମାନିତ ହେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ବନ୍ଧୁଙ୍କ ଚେଷ୍ଟାରେ ଅତି ସହଜରେ ବାକି ପଡ଼ିଥିବା ଅର୍ଥ ଫେରି ପାଇବେ।

Also Read

ମିଥୁନ: କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ। ଯେକୌଣସି ପରିସ୍ଥିତିରେ ନିଜକୁ ଖାପଖୁଆଇ କାର୍ଯ୍ୟରେ ସଫଳତା ପାଇବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରନ୍ତୁ। 

କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ହେବା ଫଳରେ ମନ ଖୁସି ରହିବ। ବ୍ୟବସାୟରେ ଶତ୍ରୁମାନେ ପରାଜିତ ହେବେ।  ବାକି ପଡ଼ିଥିବା ଅର୍ଥ ଫେରିପାଇବା ଫଳରେ ମନ ଭଲ ରହିବ। 

ସିଂହ: ନୂତନ ଯୋଜନାରେ ସଫଳତା ମିଳିବ। ଆର୍ଥିକ ଉନ୍ନତି ହେବ। ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ।

କନ୍ୟା: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ମିତ୍ରଙ୍କ ସାହାଯ୍ୟ ପାଇ ଚାହୁଁଥିବା କାର୍ଯ୍ୟ ସଂପନ୍ନ କରିପାରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଯଶ ବଢ଼ିବ। 

ତୁଳା: କୌଣସି ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିବେ। ପରୀକ୍ଷା ଓ ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ।

ବିଛା: ନୂଆ ଦାୟିତ୍ୱ ମିଳିବ। ପରିବାର ସଦସ୍ୟଙ୍କ ସହିତ ଭଲ ସଂପର୍କ ରହିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ଧନୁ: ନୂତନ ବ୍ୟବସାୟ ଆରମ୍ଭ କଲେ ଆଶାତୀତ ଲାଭ ପାଇବେ। ଲୋକ ସମ୍ପର୍କ ବଢ଼ିବ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ସାମାଜିକ ପ୍ରତିଷ୍ଠା ସହ ମାନସମ୍ମାନ ବୃଦ୍ଧି ହେବ।

ମକର: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ଉତ୍ତମ ରୋଜଗାର ହେବ। ନୂଆ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିବେ। ପାରିବାରିକ ଜୀବନ ଭଲ ରହିବ। 

କୁମ୍ଭ: ସହକର୍ମୀମାନଙ୍କ ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସବୁ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। 

ମୀନ: କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ଶୁଭଦୃଷ୍ଟି ପଡ଼ିବ। ଭାଇଭଉଣୀଙ୍କ ସହିତ ଥିବା ବିବାଦ ଦୂର ହୋଇଯିବ। ଆକସ୍ମିକ ଧନ ପ୍ରାପ୍ତି ହେବ।
 
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story