୨୭ ଅକ୍ଟୋବର, ଶନିବାର: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ଆଜି ଦିନଟି ଅତ୍ୟନ୍ତ ଭଲରେ କଟିବ। ପ୍ରେମ ସମ୍ପର୍କରେ ସଫଳତା ପାଇବେ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି। ବୃଷ: ଆଜି ଆପଣଙ୍କ ଦିନ ଭଲରେ କଟିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍‌ ରହିବ। ମିଥୁନ: ଆଜି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। କୌଣସି ନିଷ୍ପତ୍ତି ନେବା ବେଳେ ସାବଧାନତା ଆପଣାନ୍ତୁ। ନିଜ କଥା ଉପରେ […]

RasiFala

Rakesh Mallick
  • Published: Saturday, 27 October 2018
  • , Updated: 27 October 2018, 08:09 AM IST

ମେଷ: ଆଜି ଦିନଟି ଅତ୍ୟନ୍ତ ଭଲରେ କଟିବ। ପ୍ରେମ ସମ୍ପର୍କରେ ସଫଳତା ପାଇବେ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି।

ବୃଷ: ଆଜି ଆପଣଙ୍କ ଦିନ ଭଲରେ କଟିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍‌ ରହିବ।

ମିଥୁନ: ଆଜି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। କୌଣସି ନିଷ୍ପତ୍ତି ନେବା ବେଳେ ସାବଧାନତା ଆପଣାନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ଆଜି ସାବଧାନ ରୁହନ୍ତୁ। ଅଟକି ରହିଥିବା କାମ ହୋଇଯିବ। ଋଣ ଦେଣ-ନେଣ କରନ୍ତୁ ନାହିଁ। ଘରକୁ ବନ୍ଧୁ ଆସି ପାରନ୍ତି। କାହା ସହ କଥା ହେବେ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: ଆଜି ଦିନଟି ଭଲରେ କଟିବ। କ୍ୟାରିୟରରେ ସଫଳତା ପାଇପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ସମସ୍ୟା କମ ହେବ।

ତୁଳା: ଆଜି ଦିନଟି ଭଲ ନୁହେଁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘରୁ ବାହାରିବା ବେଳେ ଲବଙ୍ଗ ଖାଇ ଯାଆନ୍ତୁ, ସମସ୍ୟା କମିବ।

ବିଛା: ଆଜି ଭଲରେ କଟିବ। ନୂଆ ସମ୍ପତ୍ତିର ଅଧିକାରୀ ହୋଇପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ପାଇବ।

ଧନୁ: ଦିନଟି ମିଶ୍ର ଫଳ ଦେବ। ସ୍ଥାନ ପରିବର୍ତ୍ତନ କରିପାରନ୍ତି। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ଧାଁଦୌଡ଼ରେ ଦିନଟି କଟିବ।

ମକର: ଦିନଟି ଭଲରେ କଟିବ। ସମସ୍ୟା କମ ହେବ। ଅଟକି ରହିଥିବା କାମ ହୋଇଯିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ।

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଯଥା ଚିନ୍ତା କରନ୍ତୁ ନାହିଁ। ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ, କାମରେ ଲାଗିବ।

ମୀନ: ଆଜି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଧାଁଦୌଡ଼ରେ ଦିନଟି କଟିବ। ଜୀବନସାଥୀଙ୍କ ସହ ତାଳମେଳ ରଖି କାମ କରନ୍ତୁ, ନହେଲେ ସମସ୍ୟା ବଢ଼ିପାରେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।

Related story