୨୮ସେପ୍ଟେମ୍ବର, ମଙ୍ଗଳବାର: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି

ମେଷ: ସହକର୍ମୀଙ୍କ ସହଯୋଗ ମିଳିବ। ଶତ୍ରୁମାନଙ୍କ ଉପରେ ବିଜୟପ୍ରାପ୍ତି କରିବେ। କଥା ଉପରେ ନିୟନ୍ତ୍ରଣ କରନ୍ତୁ। ବୃଷ: ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆୟର ନୂଆ ପନ୍ଥା ମିଳିପାରେ। ବିଦେଶରୁ ଶୁଭ ଖବର ପାଇବେ। ମିଥୁନ: ଚାକିରିରେ ଉଚ୍ଚପଦ ପାଇବା ସହ କିଛି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମିଳିପାରେ।  ଘର ପାଇଁ କିଛି ଜିନିଷ କିଣିପାରନ୍ତି। କର୍କଟ: ଗୃହସ୍ଥ ଜୀବନ ସୁଖମୟ ହେବ। ଉତ୍ତମ ରୋଜଗାର ମିଳିବା ଫଳରେ ଆର୍ଥିକ ଉନ୍ନତି ହେବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। […]

RASI

RASI

Tapaswini Nayak
  • Published: Tuesday, 28 September 2021
  • Updated: 28 September 2021, 09:40 AM IST

Sports

Latest News

ମେଷ: ସହକର୍ମୀଙ୍କ ସହଯୋଗ ମିଳିବ। ଶତ୍ରୁମାନଙ୍କ ଉପରେ ବିଜୟପ୍ରାପ୍ତି କରିବେ। କଥା ଉପରେ ନିୟନ୍ତ୍ରଣ କରନ୍ତୁ।

ବୃଷ: ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆୟର ନୂଆ ପନ୍ଥା ମିଳିପାରେ। ବିଦେଶରୁ ଶୁଭ ଖବର ପାଇବେ।

ମିଥୁନ: ଚାକିରିରେ ଉଚ୍ଚପଦ ପାଇବା ସହ କିଛି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମିଳିପାରେ।  ଘର ପାଇଁ କିଛି ଜିନିଷ କିଣିପାରନ୍ତି।

କର୍କଟ: ଗୃହସ୍ଥ ଜୀବନ ସୁଖମୟ ହେବ। ଉତ୍ତମ ରୋଜଗାର ମିଳିବା ଫଳରେ ଆର୍ଥିକ ଉନ୍ନତି ହେବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ: ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ।

କନ୍ୟା: ଶରୀର ସୁସ୍ଥ ରହିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

ତୁଳା:  ଦିନଟି ଭଲରେ କଟିବ। ପୂର୍ବରୁ ଥିବା ପାରିବାରିକ ସମସ୍ୟା ସମାଧାନ ହୋଇ ଶାନ୍ତିର ବାତାବରଣ ଦେଖା ଦେବ। ଅନ୍ୟର ଉପକାର କରି ନିଜେ କ୍ଷତିରେ ପଡିପାରନ୍ତି।

ବିଚ୍ଛା: ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରିବା ଉଚିତ୍ ।

ଧନୁ: ବ୍ୟବସାୟରେ ଅଧିକ ଲାଭ ହେବ। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ। ବ୍ୟବସାୟରେ ଲାଭ ହେବ। ଦୂରସ୍ଥାନକୁ ଯାତ୍ରା କରିବେ।

ମକର: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଅପମାନ ପାଇପାରନ୍ତି, ସତର୍କ ରୁହନ୍ତୁ। ବନ୍ଧୁଙ୍କ ସହଯୋଗ ପାଇବେ।

କୁମ୍ଭ: ମାନ-ସମ୍ମାନ ବୃଦ୍ଧି ହେବ। ପୁରାତନ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇ ନିଜକୁ ଧନ୍ୟ ମନେ କରିବେ।

ମୀନ: ସାଂସାରିକ ଜୀବନ ସୁଖମୟ ହେବ। ଅପ୍ରିୟ ସତ୍ୟ କଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିବେ। ଧନପ୍ରାପ୍ତିର ଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story