୨୮ ଏପ୍ରିଲ, ଗୁରୁବାର; ସନ୍ତାନଙ୍କ ସ୍ୱଭାବ ଚିନ୍ତାରେ ପକାଇବ

ମେଷ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିପାରନ୍ତି, ମାଙ୍ଗଳିକ କାର୍ଯ୍ୟ ପାଇଁ ଚିନ୍ତିତ ହେବେ। ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଭ୍ରମଣ ଯୋଗ ରହିଛି। ବୃଷ: କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ ଓ ଯଶ ପ୍ରାପ୍ତି ବଢିବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ବଳାଇବେ । ପାରିବାରିକ ସମସ୍ୟା ଦେଖାଦେଲେ ମଧ୍ୟ ତାହାକୁ ଅତି ସହଜରେ ସମାଧାନ କରିଦେବେ। ମିଥୁନ: ବ୍ୟବସାୟ କ୍ଷେତ୍ରରେ ଧନ ଲାଭ ହେବ ଓ […]

RASI

RASI

Niharika Rout
  • Published: Thursday, 28 April 2022
  • Updated: 28 April 2022, 07:53 AM IST

Sports

Latest News

ମେଷ: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିପାରନ୍ତି, ମାଙ୍ଗଳିକ କାର୍ଯ୍ୟ ପାଇଁ ଚିନ୍ତିତ ହେବେ। ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଭ୍ରମଣ ଯୋଗ ରହିଛି।

ବୃଷ: କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ ଓ ଯଶ ପ୍ରାପ୍ତି ବଢିବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ବଳାଇବେ । ପାରିବାରିକ ସମସ୍ୟା ଦେଖାଦେଲେ ମଧ୍ୟ ତାହାକୁ ଅତି ସହଜରେ ସମାଧାନ କରିଦେବେ।

ମିଥୁନ: ବ୍ୟବସାୟ କ୍ଷେତ୍ରରେ ଧନ ଲାଭ ହେବ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ। ରାଜନୀତି କରୁଥିବା ବ୍ୟକ୍ତିମାନେ ମାନସମ୍ମାନ ପାଇପାରିବେ। କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବାରୁ ଖୁସି ଅନୁଭବ କରିବେ।

କର୍କଟ: ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ଆଜି ଦିନରେ ପୂଜା କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରିବେ। ଦୂର ବନ୍ଧୁଙ୍କ ସହିତ ମିଳନ ହେବ।  ଶୁଭ ସମାଚାର ପ୍ରାପ୍ତି ହେବା ସହିତ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ ।

ସିଂହ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ସହିତ ଅର୍ଥ ବ୍ୟୟ ମଧ୍ୟ ହେବ। ପାରିବାରିକ ଅଶାନ୍ତି ଲାଗି ରହିବା ସହିତ ବନ୍ଧୁଙ୍କ ସହ ମତଭେଦ ହେବ। କର୍ମକ୍ଷେତ୍ରକୁ ନେଇ ମନରେ ଅଶାନ୍ତି ସୃଷ୍ଟି ହେବ ଓ ଗୁପ୍ତ ଶତୃ ବୃଦ୍ଧି ପାଇବେ।

କନ୍ୟା: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବା ସହିତ ପାରିବାରିକ ବୁଝାମଣା ଠିକ ରହିବ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ ଓ ସରକାରୀ ଚାକିରି କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ ।  ଅଧା ରହିଥିବା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମନ ବଳାଇବେ ।

ତୁଳା: ସାମାଜିକ କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରିବେ। କମ୍ପାନୀ ଚାକିରି କରିଥିବା ବ୍ୟକ୍ତିମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ପ୍ରଶଂସା ପାଇବେ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତା ସହିତ  ଯାଆନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ହେବେ ।

ବିଚ୍ଛା:  ସ୍ୱାସ୍ଥ୍ୟ ଆଗ ଅପେକ୍ଷା ବହୁତ ଭଲ ରହିବ।  ସନ୍ତାନମାନଙ୍କର ସ୍ୱଭାବକୁ ଦେଖି ବାପାମା’ ଚିନ୍ତିତ ହେବେ । ପାରିବାରିକ ବୁଝାମଣା ଠିକ୍‌ ରହିଲେ ମଧ୍ୟ ଅପରାହ୍ନ ପରେ ମନରେ ଅଶାନ୍ତି ସୃଷ୍ଟି ହେବ।

ଧନୁ: କର୍ମକ୍ଷେତ୍ରକୁ ନେଇ ମନରେ ଅଶାନ୍ତି ଓ ଅପମାନ ଯୋଗ ରହିଛି । ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ ନାହିଁ,  ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବ । ବ୍ୟବସାୟରେ ଲାଭ ପାଇଲେ ମଧ୍ୟ ମନ ଭଲ ରହିବ ନାହିଁ ।

ମକର:  ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପୂର୍ଣ୍ଣ ହେବ । ବିଦ୍ୟା କ୍ଷେତ୍ରରେ ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ।

କୁମ୍ଭ: ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ବ୍ୟବସାୟୀମାନେ ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ।

ମୀନ: ବ୍ୟବସାୟ କରୁଥିବା ବ୍ୟକ୍ତି ବେଶ୍‌ ଲାଭବାନ ହେବେ । ଆର୍ଥିକ ସ୍ଥିତି ସୁଦୃଢ ହେବ ଏବଂ ନୂଆ ଲୋକଙ୍କ ସହିତ ବନ୍ଧୁତା ବଢ଼ିବ। ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ସୁଧାର ଆସିବ ଓ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story