୨୮ ଅଗଷ୍ଟ, ଶୁକ୍ରବାର: ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ

ମେଷ:  ମନ ଖୁସି ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ବୃଷ: ଅଧିକ ପରିଶ୍ରମ କରିବେ। ପାରିବାରିକ ସଂପର୍କରେ ତିକ୍ତତା ଦେଖା ଦେଇ ପାରେ। ଜଗି ରଖି ଚଳନ୍ତୁ। ମିଥୁନ: ଧିରେ ଧିରେ ସମସ୍ତ ଆଶଙ୍କା ଦୂର ହୋଇଯିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କୁକୁରକୁ ଖାଇବାକୁ ଦିଅନ୍ତୁ। କର୍କଟ: ପରିଶ୍ରମର ଉପଯୁକ୍ତ  ଫଳ ମିଳିବ। ବନ୍ଧୁମାନଙ୍କ ବିରୁଦ୍ଧାଚରଣ ମନରେ କଷ୍ଟ ଦେଇପାରେ। ଗୁରୁଜନଙ୍କୁ ପ୍ରଣାମ କରନ୍ତୁ। ସିଂହ: ବିରୋଧାଭାଷର ଶିକାର ହେବେ। […]

rashi

rashi

Jyoshna Pradhan
  • Published: Friday, 28 August 2020
  • Updated: 28 August 2020, 07:59 AM IST

Sports

Latest News

ମେଷ:  ମନ ଖୁସି ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।

ବୃଷ: ଅଧିକ ପରିଶ୍ରମ କରିବେ। ପାରିବାରିକ ସଂପର୍କରେ ତିକ୍ତତା ଦେଖା ଦେଇ ପାରେ। ଜଗି ରଖି ଚଳନ୍ତୁ।

ମିଥୁନ: ଧିରେ ଧିରେ ସମସ୍ତ ଆଶଙ୍କା ଦୂର ହୋଇଯିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କୁକୁରକୁ ଖାଇବାକୁ ଦିଅନ୍ତୁ।

କର୍କଟ: ପରିଶ୍ରମର ଉପଯୁକ୍ତ  ଫଳ ମିଳିବ। ବନ୍ଧୁମାନଙ୍କ ବିରୁଦ୍ଧାଚରଣ ମନରେ କଷ୍ଟ ଦେଇପାରେ। ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

ସିଂହ: ବିରୋଧାଭାଷର ଶିକାର ହେବେ। ମନ କଥା ପ୍ରକାଶ କରିବା କଷ୍ଟକର ହୋଇପଡିବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ପରିବାରର ପୂର୍ଣ୍ଣ ସମର୍ଥନ  ପାଇ ପ୍ରତିଟି  କ୍ଷେତ୍ରରେ ଆଗେଇ ଚାଲିବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ତୁଳା: ଅନ୍ୟର ଉପକାର କରିବାକୁ ଯାଇ ସମସ୍ୟାରେ ପଡିପାରନ୍ତି। ଶତ୍ରୁଙ୍କୁ  ଦୃଢ ହସ୍ତରେ  ପ୍ରତିରୋଧ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା: ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଗୃହକୁ  ନୂତନ ଦ୍ରବ୍ୟ ଆଣିପାରନ୍ତି। ମିଠାମିଠା କଥାରେ ସମସ୍ତଙ୍କୁ ନିଜର କରିବାରେ ସଫଳ ହେବେ।

ଧନୁ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଖର୍ଚ୍ଚ ବଢ଼ିବ।

ମକର: ଘରେ ହସଖୁସିର ପରିବେଶ ରହିବ। ଦ୍ୱନ୍ଦ୍ୱ ଭିତରେ ରହିବେ। ଆର୍ଥିକ  ସ୍ଥିତି ସ୍ୱଚ୍ଛଳ ରହିବ।

କୁମ୍ଭ: ମାନ ସମ୍ମାନ ମିଳିବ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। କାଉକୁ ଖାଇବାକୁ ଦିଅନ୍ତୁ।

ମୀନ: ମନ ବିଚଳିତ ରହିବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଭଗବାନ ଗଣେଶଙ୍କୁ ଆରଧନା କରନ୍ତୁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos