୨୮ ଅଗଷ୍ଟ, ଶୁକ୍ରବାର: ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ

ମେଷ:  ମନ ଖୁସି ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।

ବୃଷ: ଅଧିକ ପରିଶ୍ରମ କରିବେ। ପାରିବାରିକ ସଂପର୍କରେ ତିକ୍ତତା ଦେଖା ଦେଇ ପାରେ। ଜଗି ରଖି ଚଳନ୍ତୁ।

ମିଥୁନ: ଧିରେ ଧିରେ ସମସ୍ତ ଆଶଙ୍କା ଦୂର ହୋଇଯିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କୁକୁରକୁ ଖାଇବାକୁ ଦିଅନ୍ତୁ।

କର୍କଟ: ପରିଶ୍ରମର ଉପଯୁକ୍ତ  ଫଳ ମିଳିବ। ବନ୍ଧୁମାନଙ୍କ ବିରୁଦ୍ଧାଚରଣ ମନରେ କଷ୍ଟ ଦେଇପାରେ। ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

ସିଂହ: ବିରୋଧାଭାଷର ଶିକାର ହେବେ। ମନ କଥା ପ୍ରକାଶ କରିବା କଷ୍ଟକର ହୋଇପଡିବ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ପରିବାରର ପୂର୍ଣ୍ଣ ସମର୍ଥନ  ପାଇ ପ୍ରତିଟି  କ୍ଷେତ୍ରରେ ଆଗେଇ ଚାଲିବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ତୁଳା: ଅନ୍ୟର ଉପକାର କରିବାକୁ ଯାଇ ସମସ୍ୟାରେ ପଡିପାରନ୍ତି। ଶତ୍ରୁଙ୍କୁ  ଦୃଢ ହସ୍ତରେ  ପ୍ରତିରୋଧ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା: ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଗୃହକୁ  ନୂତନ ଦ୍ରବ୍ୟ ଆଣିପାରନ୍ତି। ମିଠାମିଠା କଥାରେ ସମସ୍ତଙ୍କୁ ନିଜର କରିବାରେ ସଫଳ ହେବେ।

ଧନୁ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଖର୍ଚ୍ଚ ବଢ଼ିବ।

ମକର: ଘରେ ହସଖୁସିର ପରିବେଶ ରହିବ। ଦ୍ୱନ୍ଦ୍ୱ ଭିତରେ ରହିବେ। ଆର୍ଥିକ  ସ୍ଥିତି ସ୍ୱଚ୍ଛଳ ରହିବ।

କୁମ୍ଭ: ମାନ ସମ୍ମାନ ମିଳିବ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। କାଉକୁ ଖାଇବାକୁ ଦିଅନ୍ତୁ।

ମୀନ: ମନ ବିଚଳିତ ରହିବ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଭଗବାନ ଗଣେଶଙ୍କୁ ଆରଧନା କରନ୍ତୁ।

 

ଆହୁରି ପଢ଼ନ୍ତୁ

୨୧ ସେପ୍ଟେମ୍ବର, ସୋମବାର: ପରିଶ୍ରମ ଅନୁସାରେ ସଫଳତା ପାଇବେ

ନେପୋଟିଜିମ୍ ପାଇଁ କିଏ ଦାୟୀ? ଜବାବ ରଖିଲେ ନଓ୍ୱାଜୁଦ୍ଦିନ ସିଦ୍ଦିକି

କଥା ଦେଇ କଥା ରଖିଲେ, ନମିତାଙ୍କୁ ଜଗନ୍ନାଥ ଭଜନ ଗାଇବାର ସୁଯୋଗ ଦେଲେ ବର୍ଷା

ଆସୁଛି ‘ଫେଲୁଦା’, କମ୍‌ ଖର୍ଚ୍ଚରେ ଅଧାଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ୍

ରାଜ୍ୟରେ ୪,୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରେ ସର୍ବାଧିକ, କଟକରେ ୫୦୦ରୁ ଅଧିକ

୨୦ ସେପ୍ଟେମ୍ବର, ରବିବାର: ଶତ୍ରୁମାନେ ପରାଜିତ ହେବେ

ଅନୁରାଗ କଶ୍ୟପଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ

କରୋନାରେ ପ୍ରଭାବିତ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା

ଆକବରଙ୍କ ମନ୍ତ୍ରୀ ତୋଡରମଲ୍ଲ ଥିଲେ ଓଡ଼ିଶାର ସୂର୍ଯ୍ୟବଂଶୀ!

୯ ଆତଙ୍କବାଦୀ ଗିରଫ, ବଡ଼ ଧରଣର ଆକ୍ରମଣ ପାଇଁ କରିଥିଲେ ଯୋଜନା

୧୯ ସେପ୍ଟେମ୍ବର, ଶନିବାର: ମନ ବିଚଳିତ ରହିବ

କୃଷି ବିଧେୟକ ବିଲ ଲୋକସଭାରେ ପାରିତ, ବିରୋଧ କରି ଫଶିଗଲା କଂଗ୍ରେସ!