୨୮ ଅଗଷ୍ଟ, ଶନିବାର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ

ମେଷ: ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟୀମାନେ କାରବାରରେ ଅଧିକ ଲାଭବାନ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଆଗ୍ରହ ବଢିବ। ବୃଷ: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶିକ୍ଷା କ୍ଷେତ୍ରରେ ଊତ୍ସାହିତ ହେବେ। ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରି ପ୍ରଶଂସା ପାଇବେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମିଥୁନ: ବହୁତ ଦିନରୁ ପଡ଼ି ରହିଥିବା କାମ ଆଜି ପୂରଣ ହେବ। ବ୍ୟବସାୟରେ ସହଯୋଗୀମାନଙ୍କର ସହଯୋଗ ମିଳିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। କର୍କଟ: […]

RASI

RASI

Tapaswini Nayak
  • Published: Saturday, 28 August 2021
  • Updated: 28 August 2021, 08:04 AM IST

Sports

Latest News

ମେଷ: ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟୀମାନେ କାରବାରରେ ଅଧିକ ଲାଭବାନ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଆଗ୍ରହ ବଢିବ।

ବୃଷ: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶିକ୍ଷା କ୍ଷେତ୍ରରେ ଊତ୍ସାହିତ ହେବେ। ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରି ପ୍ରଶଂସା ପାଇବେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ବହୁତ ଦିନରୁ ପଡ଼ି ରହିଥିବା କାମ ଆଜି ପୂରଣ ହେବ। ବ୍ୟବସାୟରେ ସହଯୋଗୀମାନଙ୍କର ସହଯୋଗ ମିଳିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କର୍କଟ: ମନ ଖୁସି ରହିବ। ପରିବାରରେ ହସଖୁସିର ବାତାବରଣ ଦେଖାଯିବ। ଘରକୁ ଅତିଥି ଆସିପାରନ୍ତି।

ସିଂହ: ବନ୍ଧୁଙ୍କ ସହଯୋଗ ମିଳିବ। ଗୃହୋପକରଣ କ୍ରୟ କରିବା ଯୋଗୁ ବ୍ୟୟ ଅଧିକ ହେବ । ସୁସ୍ୱାଦୁ ଭୋଜନ କରିବେ।

କନ୍ୟା: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଦୃଢ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିପାରିବେ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ ନ କଲେ କ୍ଷତିରେ ପଡିବେ।

ତୁଳା: ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।

ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଚାନକ ଧନପ୍ରାପ୍ତିର ଯୋଗ ରହିଛି।  ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

ଧନୁ: ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଯାତାୟତ କଲାବେଳେ ସତର୍କ ଅବଲମ୍ବନ କରନ୍ତୁ।

ମକର: ସୁସମ୍ବାଦ ଶୁଣିବେ। ଆର୍ଥିକ ସଙ୍କଟ ଦୂରେଇ ଯିବ। ଅନ୍ୟମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ।

କୁମ୍ଭ: ଶରୀର ସୁସ୍ଥ ରହିବ। ପାରିବାରିକ ସମସ୍ୟା ସମାଧାନ ହୋଇଯିବ। ନ୍ୟାୟ ମାର୍ଗରେ କର୍ମ କଲେ ପ୍ରଶଂସିତ ହେବେ।

ମୀନ: ଦିନଟି ଭଲରେ କଟିବ। ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story