୨୮ ଅଗଷ୍ଟ, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ବିବାଦରେ ପଡ଼ିପାରନ୍ତି

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହଁ। ଚାକିରିକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ବୃଷ: ପରିବାରରେ ହସ ଖୁସିର ବାତାବରଣ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ମିଥୁନ: ଶୁଭ ଖବର ଶୁଣି ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଧନପ୍ରାପ୍ତି ଯୋଗ ରହିଛି। କର୍କଟ: ବ୍ୟବସାୟରେ ଲାଭ ମିଳିବ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ସିଂହ: […]

rasheepic-2

rasheepic-2

Rakesh Mallick
  • Published: Tuesday, 28 August 2018
  • Updated: 28 August 2018, 02:06 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହଁ। ଚାକିରିକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ।
ବୃଷ: ପରିବାରରେ ହସ ଖୁସିର ବାତାବରଣ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।
ମିଥୁନ: ଶୁଭ ଖବର ଶୁଣି ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଧନପ୍ରାପ୍ତି ଯୋଗ ରହିଛି।
କର୍କଟ: ବ୍ୟବସାୟରେ ଲାଭ ମିଳିବ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ।
ସିଂହ: ଯାନବାହନ ଦୁର୍ଘଟଣାର ଯୋଗ ରହିଛି, ସତର୍କ ରୁହନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିବ।
କନ୍ୟା: ପରିବାରରେ ମତାନ୍ତର ଦେଖାଦେଇପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅସୁସ୍ଥତା ଅନୁଭବ କରିବେ।
ତୁଳା: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ଠିକ୍‌ ରହିବ।
ବିଛା: ମାଲିମକଦ୍ଦମାରେ ବିଜୟୀ ହେବେ। ପରିବାରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଧନପ୍ରାପ୍ତି ଯୋଗ ରହିଛି।
ଧନୁ: ବନ୍ଧୁଙ୍କ ସହଯୋଗ ମିଳିବ। ନୂତନ ଯାନବାହନ କିଣିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।
ମକର: ଜୀବନସାଥୀଙ୍କ ସହଯୋଗ ପାଇବେ। ବାପା-ମାଆଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ।
କୁମ୍ଭ: ଉପହାର ମିଳିବ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ମୀନ: ମାନ-ସମ୍ମାନ ମିଳିବ। ବ୍ୟସ୍ତତା ଭିତରେ ଦିନ କଟିବ। ବିବାହ ସ୍ଥିର ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos