୨୮ ନଭେମ୍ବର, ବୁଧବାର: ଧାଁଦୌଡ଼ରେ କଟିବ ଦିନ

ମେଷ: ଆଜି ଦିନଟି ଶୁଭ ନୁହେଁ। ହାଡ଼ଜନିତ ସମସ୍ୟାରେ ପଡ଼ିପାରନ୍ତି। ପିଲାମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି। ଅଯଥା ଚିନ୍ତା କରନ୍ତୁ ନାହିଁ। ବୃଷ: ସ୍ୱାସ୍ଥ୍ୟରେ ସୁଧାର ଆସିବ। ବିବାହ ସ୍ଥିର ହୋଇପାରେ। ପରିବାରରେ ହସଖୁସିର ବାତାବରଣ ରହିବ। ମିଥୁନ: କାରିୟରରେ ଉନ୍ନତି ଘଟିବ। ଧାଁଦୌଡ଼ରେ ଦିନଟି କଟିବ। ଗୁରୁତ୍ୱପୂର୍ଣ୍ଣ କାମ ସଂପନ୍ନ ହୋଇଯିବ। କର୍କଟ: ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କ୍ୟାରିୟରରେ ସଫଳତା ମିଳିବ। ସିଂହ: ମନ ଖୁସି ରହିବ। ପାରିବାରିକ ସମସ୍ୟା […]

Rasi-Fala-

Rakesh Mallick
  • Published: Wednesday, 28 November 2018
  • , Updated: 28 November 2018, 10:49 AM IST

ମେଷ: ଆଜି ଦିନଟି ଶୁଭ ନୁହେଁ। ହାଡ଼ଜନିତ ସମସ୍ୟାରେ ପଡ଼ିପାରନ୍ତି। ପିଲାମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି। ଅଯଥା ଚିନ୍ତା କରନ୍ତୁ ନାହିଁ।

ବୃଷ: ସ୍ୱାସ୍ଥ୍ୟରେ ସୁଧାର ଆସିବ। ବିବାହ ସ୍ଥିର ହୋଇପାରେ। ପରିବାରରେ ହସଖୁସିର ବାତାବରଣ ରହିବ।

ମିଥୁନ: କାରିୟରରେ ଉନ୍ନତି ଘଟିବ। ଧାଁଦୌଡ଼ରେ ଦିନଟି କଟିବ। ଗୁରୁତ୍ୱପୂର୍ଣ୍ଣ କାମ ସଂପନ୍ନ ହୋଇଯିବ।

କର୍କଟ: ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କ୍ୟାରିୟରରେ ସଫଳତା ମିଳିବ।

ସିଂହ: ମନ ଖୁସି ରହିବ। ପାରିବାରିକ ସମସ୍ୟା ଦେଖା ଦେଇପାରେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।

କନ୍ୟା: ଆର୍ଥିକ ସ୍ଥିତି ସୁଧୁରିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ତୁଳା: ଜୀବନସାଥୀଙ୍କ ସହ ସଂପର୍କରେ ଉନ୍ନତି ଘଟିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ।

ବିଛା: ଚାକିରିରେ ସମସ୍ୟା କମିବ। ସହଯୋଗୀଙ୍କ ସହ ସମ୍ପର୍କ ସୁଧୁରିବ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ଧନୁ: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କେହି ସାହାସ୍ୟ ମାଗିଲେ ମନା କରନ୍ତୁ ନାହିଁ।

ମକର: ଜୀବନସାଥୀଙ୍କ ସହ ଲାଗି ରହିଥିବା ମନମତାନ୍ତର ଦୂର ହେବ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କୁମ୍ଭ: କାମର ବୋଝ କମିବ। ଜୀବନଯାତ୍ରା ଠିକ୍‌ ରହିବ। ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି।

ମୀନ: ସମ୍ପର୍କରେ ସୁଧାର ଆସିବ। ପିଲାମାନଙ୍କ କ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ। ଚାକିରି ପରିବର୍ତ୍ତନ କରିପାରନ୍ତି।

Related story