୨୮ ଅକ୍ଟୋବର, ରବିବାର: ଅଯଥା ଚିନ୍ତା କରନ୍ତୁ ନାହିଁ

ମେଷ: ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ବୃଷ: ନୂଆ କାମ ଆରମ୍ଭ କରିପାରନ୍ତି। ସ୍ୱାସ୍ଥ୍ୟ ଠିକ୍‌ ରହିବ। ଅନାବଶ୍ୟକ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ।

ମିଥୁନ: ଧାଁଦୌଡ଼ରେ ଦିନଟି କଟିବ। କାମର ଚାପ ରହିବ। ସନ୍ଧ୍ୟା ସମୟରେ ଶୁଭ ଖବର ମିଳିବ।

କର୍କଟ: ସମ୍ପର୍କରେ ମଧୁରତା ଆସିବ। ବିବାହ ପ୍ରସ୍ତୁତି ଆଗକୁ ବଢ଼ିବ। କ୍ୟାରିୟରରେ ପରିବର୍ତ୍ତନ ହୋଇପାରେ।

ସିଂହ: ସ୍ୱାସ୍ଥ୍ୟ ଠିକ୍‌ ରହିବ। ଦୀର୍ଘଦିନରୁ ମନରେ ଥିବା ଆଶା ପୂରଣ ହେବାର ଯୋଗ ରହିଛି। ପିଲାମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: ଚାକିରି ପରିବର୍ତ୍ତନର ଯୋଗ ରହିଛି। ସମସ୍ୟା କମିବ। ପାରିବାରିକ ତାଳମେଳ ରଖିବାକୁ ଚେଷ୍ଟା କରନ୍ତୁ।

ତୁଳା: ଅଯଥା ଚିନ୍ତା କରନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସନ୍ଧ୍ୟା ପରେ ଧନପ୍ରାପ୍ତିର ଯୋଗ ରହିଛି।

ବିଛା: କ୍ୟାରିୟରରେ ସମସ୍ୟା ଦେଖାଦେଇପାରେ। ଅପବାଦରେ ଫସିବାର ସମ୍ଭାବନା ରହିଛି। କୌଣସି ନିଷ୍ପତ୍ତି ନେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: ପେଟ ସମସ୍ୟାରେ ପଡ଼ିପାରନ୍ତି। ଗାଡ଼ି ଚଲାଇବା ବେଳେ ସାବଧାନତା ଆପଣାନ୍ତୁ। ଧନ ପ୍ରାପ୍ତିର ଯୋଗ ରହିଛି।

ମକର: ସ୍ୱାସ୍ଥ୍ୟରେ ସୁଧାର ଆସିବ। ମାନସିକ ଚିନ୍ତା ଦୂର ହେବ। ପଦ ଓ ପ୍ରତିଷ୍ଠା ଲାଭ କରିବେ।

କୁମ୍ଭ: ନିଜ କର୍ତ୍ତବ୍ୟ ଠିକ୍‌ରେ ପାଳନ କରନ୍ତୁ। ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହଯୋଗରେ ସମସ୍ୟା ଦୂର ହେବ।

ମୀନ: ଖାଇବା, ପିଇବାର ଧ୍ୟାନ ରଖନ୍ତୁ। ଅଯଥା ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ବାପାମାଆଙ୍କ ସହ ସମ୍ପର୍କ ପ୍ରତି ଧ୍ୟାନ ରଖନ୍ତୁ।

ଆହୁରି ପଢ଼ନ୍ତୁ

କୋଭିସିଲ୍ଡ ଟିକାକୁ ଝଟକା; କ୍ଲିନିକାଲ ଟ୍ରାଏଲ ବେଳେ ଆଖି ବୁଜିଲେ ଡାକ୍ତର

ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ନୂଆ ପଦକ୍ଷେପ

୨୨ଅକ୍ଟୋବର, ଗୁରୁବାର: ଶରୀରରେ ଆଘାତ ଲାଗିପାରେ

ସିରାଜ ଓ ଚହଲଙ୍କ ଚମକ, ୮୪ ରନରେ ଅଟକିଲା କୋଲକାତା

ଟସ୍ ଜିତିଲା କେକେଆର୍, ରସେଲ୍‌ ଆଉଟ୍

ଚେନ୍ନାଇକୁ ବଡ଼ ଝଟକା: ଆଇପିଏଲରୁ ବ୍ରାଭୋ ଆଉଟ

ରିଲିଜ୍ ପୂର୍ବରୁ ବିବାଦରେ ଫସିଲା ଅକ୍ଷୟ ଓ କିଆରାଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’

କରୋନା ଚିକିତ୍ସାରେ କାମ ଦେଉନି ପ୍ଲାଜମା ଥେରାପି

୨୧ଅକ୍ଟୋବର,ବୁଧବାର; କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ପୁଣି ଶତକ ମାରିଲେ ଧୱନ, ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ

ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ: ଡେବ୍ୟୁ କରିବେ ସାମ୍ସ, କମବ୍ୟାକ୍‌ କଲେ ପନ୍ତ

ପାରିବାରିକ ବିବାଦ ଯୋଗୁ ଲଣ୍ଡନ ଚାଲି ଯାଇଛନ୍ତି କି ସିନ୍ଧୁ? ଦେଲେ ସ୍ପଷ୍ଟୀକରଣ