୨୮ ଅକ୍ଟୋବର, ରବିବାର: ଅଯଥା ଚିନ୍ତା କରନ୍ତୁ ନାହିଁ

ମେଷ: ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବୃଷ: ନୂଆ କାମ ଆରମ୍ଭ କରିପାରନ୍ତି। ସ୍ୱାସ୍ଥ୍ୟ ଠିକ୍‌ ରହିବ। ଅନାବଶ୍ୟକ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ମିଥୁନ: ଧାଁଦୌଡ଼ରେ ଦିନଟି କଟିବ। କାମର ଚାପ ରହିବ। ସନ୍ଧ୍ୟା ସମୟରେ ଶୁଭ ଖବର ମିଳିବ। କର୍କଟ: ସମ୍ପର୍କରେ ମଧୁରତା ଆସିବ। ବିବାହ ପ୍ରସ୍ତୁତି ଆଗକୁ ବଢ଼ିବ। କ୍ୟାରିୟରରେ ପରିବର୍ତ୍ତନ ହୋଇପାରେ। ସିଂହ: ସ୍ୱାସ୍ଥ୍ୟ ଠିକ୍‌ ରହିବ। ଦୀର୍ଘଦିନରୁ […]

Rasi-Fala

Rasi-Fala

Rakesh Mallick
  • Published: Sunday, 28 October 2018
  • Updated: 28 October 2018, 07:23 AM IST

Sports

Latest News

ମେଷ: ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ବୃଷ: ନୂଆ କାମ ଆରମ୍ଭ କରିପାରନ୍ତି। ସ୍ୱାସ୍ଥ୍ୟ ଠିକ୍‌ ରହିବ। ଅନାବଶ୍ୟକ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ।

ମିଥୁନ: ଧାଁଦୌଡ଼ରେ ଦିନଟି କଟିବ। କାମର ଚାପ ରହିବ। ସନ୍ଧ୍ୟା ସମୟରେ ଶୁଭ ଖବର ମିଳିବ।

କର୍କଟ: ସମ୍ପର୍କରେ ମଧୁରତା ଆସିବ। ବିବାହ ପ୍ରସ୍ତୁତି ଆଗକୁ ବଢ଼ିବ। କ୍ୟାରିୟରରେ ପରିବର୍ତ୍ତନ ହୋଇପାରେ।

ସିଂହ: ସ୍ୱାସ୍ଥ୍ୟ ଠିକ୍‌ ରହିବ। ଦୀର୍ଘଦିନରୁ ମନରେ ଥିବା ଆଶା ପୂରଣ ହେବାର ଯୋଗ ରହିଛି। ପିଲାମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: ଚାକିରି ପରିବର୍ତ୍ତନର ଯୋଗ ରହିଛି। ସମସ୍ୟା କମିବ। ପାରିବାରିକ ତାଳମେଳ ରଖିବାକୁ ଚେଷ୍ଟା କରନ୍ତୁ।

ତୁଳା: ଅଯଥା ଚିନ୍ତା କରନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସନ୍ଧ୍ୟା ପରେ ଧନପ୍ରାପ୍ତିର ଯୋଗ ରହିଛି।

ବିଛା: କ୍ୟାରିୟରରେ ସମସ୍ୟା ଦେଖାଦେଇପାରେ। ଅପବାଦରେ ଫସିବାର ସମ୍ଭାବନା ରହିଛି। କୌଣସି ନିଷ୍ପତ୍ତି ନେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: ପେଟ ସମସ୍ୟାରେ ପଡ଼ିପାରନ୍ତି। ଗାଡ଼ି ଚଲାଇବା ବେଳେ ସାବଧାନତା ଆପଣାନ୍ତୁ। ଧନ ପ୍ରାପ୍ତିର ଯୋଗ ରହିଛି।

ମକର: ସ୍ୱାସ୍ଥ୍ୟରେ ସୁଧାର ଆସିବ। ମାନସିକ ଚିନ୍ତା ଦୂର ହେବ। ପଦ ଓ ପ୍ରତିଷ୍ଠା ଲାଭ କରିବେ।

କୁମ୍ଭ: ନିଜ କର୍ତ୍ତବ୍ୟ ଠିକ୍‌ରେ ପାଳନ କରନ୍ତୁ। ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହଯୋଗରେ ସମସ୍ୟା ଦୂର ହେବ।

ମୀନ: ଖାଇବା, ପିଇବାର ଧ୍ୟାନ ରଖନ୍ତୁ। ଅଯଥା ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ବାପାମାଆଙ୍କ ସହ ସମ୍ପର୍କ ପ୍ରତି ଧ୍ୟାନ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story