୨୮ ସେପ୍ଟେମ୍ବର, ବୁଧବାର: ସମ୍ପର୍କୀୟଙ୍କ ସହ ବାଦବିବାଦର ସମାଧାନ ହେବ

ମେଷ: ସମ୍ପର୍କୀୟଙ୍କ ସହ ବାଦବିବାଦର ସମାଧାନ ହୋଇ ଶାନ୍ତିଶୃଙ୍ଖଳା ବଜାୟ ରଖିପାରିବେ । ବ୍ୟବସାୟୀମାନେ କଠିନ ପରିଶ୍ରମ କରିବା ଫଳରେ ବିଶେଷ ଲାଭ ପାଇବେ। ପିଲାମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖି ଖୁସି ହେବେ । ବୃଷ: ନୂତନ ଉଦ୍ୟୋଗ ଆରମ୍ଭ କରିବା ଫଳରେ ନିଜର ଦକ୍ଷତା ବୃଦ୍ଧି ପାଇବ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ । ଅଦାଲତ ସଂପର୍କରେ ନିଶ୍ଚିତ ଭାବରେ ସଫଳତା ପାଇବେ । ମିଥୁନ: ସହଭାଗିତା ବ୍ୟବସାୟରେ ଭଲ […]

RASI

RASI

Niharika Rout
  • Published: Wednesday, 28 September 2022
  • Updated: 28 September 2022, 07:49 AM IST

Sports

Latest News

ମେଷ: ସମ୍ପର୍କୀୟଙ୍କ ସହ ବାଦବିବାଦର ସମାଧାନ ହୋଇ ଶାନ୍ତିଶୃଙ୍ଖଳା ବଜାୟ ରଖିପାରିବେ । ବ୍ୟବସାୟୀମାନେ କଠିନ ପରିଶ୍ରମ କରିବା ଫଳରେ ବିଶେଷ ଲାଭ ପାଇବେ। ପିଲାମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖି ଖୁସି ହେବେ ।

ବୃଷ: ନୂତନ ଉଦ୍ୟୋଗ ଆରମ୍ଭ କରିବା ଫଳରେ ନିଜର ଦକ୍ଷତା ବୃଦ୍ଧି ପାଇବ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ । ଅଦାଲତ ସଂପର୍କରେ ନିଶ୍ଚିତ ଭାବରେ ସଫଳତା ପାଇବେ ।

ମିଥୁନ: ସହଭାଗିତା ବ୍ୟବସାୟରେ ଭଲ ଲାଭ ପାଇବେ । ଲୋକମାନେ ଆପଣଙ୍କ ନେତୃତ୍ୱ ଓ ଦକ୍ଷତାକୁ ପ୍ରଶଂସା କରିବେ । ପିଲାମାନେ କ୍ୟାରିଅରରେ ଭଲ ଲାଭ ପାଇ ନିଜକୁ ଗର୍ବିତ ଅନୁଭବ କରିବେ ।

କର୍କଟ: ବନ୍ଧୁ ବାନ୍ଧବ ଓ ଶୁଭେଚ୍ଛୁମାନେ ସାହାଯ୍ୟ ସହଯୋଗ କରିବେ । ବିଚକ୍ଷଣ ଚିନ୍ତାଧାରାକୁ ପ୍ରୟୋଗ କରି ଜୀବନର କିଛି ତିକ୍ତ ସତ୍ୟ ଅନୁଭୂତ ହେବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ସିଂହ: ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରହିବା ସହ ବିରୋଧୀମାନେ ଦୂରେଇ ଯିବେ । ଅସୁସ୍ଥତାରୁ ଆରାମ ପାଇ ଭବିଷ୍ୟତ ଯୋଜନା ବିଷୟରେ ଉତ୍ସାହିତ ହେବେ । ବିଚାରାଧୀନ କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରିବେ ।

କନ୍ୟା: ସମ୍ପର୍କୀୟମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିପାରିବେ । କମ୍ ସମୟ ମଧ୍ୟରେ ଏକ ବଡ଼ ସଫଳତା ପାଇ ସନ୍ତୁଷ୍ଟ ହେବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ଉତ୍ସାହିତ ହୋଇପାରନ୍ତି।

ତୁଳା: କ୍ୟାରିୟର ଦୃଷ୍ଟିକୋଣରୁ ବହୁତ ଲାଭଦାୟକ ହେବ। ଆଇନଗତ ପ୍ରସଙ୍ଗରେ ସାବଧାନ ରହିଲେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ । କୌଶଳ ସହିତ ବଡଧରଣର ବ୍ୟବସାୟ ପାଇଁ ଚୁକ୍ତିନାମା କାର୍ଯ୍ୟକାରୀ କରିପାରିବେ।

ବିଚ୍ଛା:  କର୍ମକ୍ଷେତ୍ରରେ ସହକର୍ମୀମାନଙ୍କର ସହଯୋଗ ପାଇବେ। କ୍ୟାରିୟର ସମ୍ବନ୍ଧରେ ନିଜର ଚିନ୍ତାଧାରାରେ ସ୍ୱଚ୍ଛତା ରହିବ । ପିଲାମାନଙ୍କର ଖରାପ ଅଭ୍ୟାସକୁ ଅଣଦେଖା କରନ୍ତୁ ନାହିଁ ।

ଧନୁ:ନିଜର କାର୍ଯ୍ୟ  ପ୍ରତି ଉତ୍ସର୍ଗୀକୃତ ହୋଇ ଅଧିକ ପରିଶ୍ରମ ଯୋଗେ ସମ୍ମାନ ପାଇବେ। ଆତ୍ମର୍ନିଭରଶୀଳ ହୋଇ ଅନେକ ସମସ୍ୟା ନିଜେ ସମାଧାନ କରିପାରିବେ। ଦାମ୍ପତ୍ୟ ଜୀବନର ଚାପ ଦୂର ହୋଇ ପରିବାରର ପରିବେଶ ସୁଖଦପୂର୍ଣ୍ଣ ରହିବ  ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ  ମାନସିକ ଶାନ୍ତି ପାଇବେ ।  ସହଭାଗିତାରେ କୌଣସି ଏକ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି । ପୁରୁଣା ସାଙ୍ଗମାନଙ୍କ ସହ ଭେଟ ହେବା ଫଳରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ଉତ୍ସାହିତ ହୋଇପାରନ୍ତି ।

କୁମ୍ଭ : ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତି ସନ୍ତୋଷପ୍ରଦ ହେବ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତକାରରେ ବିଜୟୀ ହେବେ ।

ମୀନ:କର୍ମକ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବା ସହ ଯେକୌଣସି ଇଚ୍ଛା ପୂରଣ ହୋଇପାରିବ । ନିଜଲୋକ ସାହାଯ୍ୟ କରିବେ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରି ପ୍ରଶଂସିତ ହେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story