୨୯ ଏପ୍ରିଲ, ଶୁକ୍ରବାର; ନୂଆ ଯୋଜନାରେ ସଫଳ ହେବେ

ମେଷ: ନୂଆ ବ୍ୟବସାୟ ଆରମ୍ଭ ହେବା ସହିତ ଚାକିରିକ୍ଷେତ୍ରରେ ପ୍ରମୋସନ ହେବ।କୌଣସି ବଡ ବ୍ୟବସାୟ କରିବା ପାଇଁ ଚୁକ୍ତି ମଧ୍ୟ କରିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ବୃଷ:  ପୁରାତନ ରୋଗରୁ ମୁକ୍ତି ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ମାନସମ୍ମାନ ବୃଦ୍ଧି ହେବ।ଚାକିରି କ୍ଷେତ୍ରରେ ପ୍ରମୋଶନ ମିଳିବ। ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ। ମିଥୁନ: ଦୂରସ୍ଥାନକୁ ଯାତ୍ରାକଲେ ମଧ୍ୟ ଆଶାନୁରୂପ ଲାଭ ମିଳିବ ନାହିଁ। ଅଯଥା ଭ୍ରମଣ କରିବା ଦ୍ୱାରା ଅର୍ଥହାନି ଦେଖାଯିବ। କର୍ମକ୍ଷେତ୍ରରେ […]

RASI

RASI

Tapaswini Nayak
  • Published: Friday, 29 April 2022
  • Updated: 29 April 2022, 07:53 AM IST

Sports

Latest News

ମେଷ: ନୂଆ ବ୍ୟବସାୟ ଆରମ୍ଭ ହେବା ସହିତ ଚାକିରିକ୍ଷେତ୍ରରେ ପ୍ରମୋସନ ହେବ।କୌଣସି ବଡ ବ୍ୟବସାୟ କରିବା ପାଇଁ ଚୁକ୍ତି ମଧ୍ୟ କରିପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।

ବୃଷ:  ପୁରାତନ ରୋଗରୁ ମୁକ୍ତି ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ମାନସମ୍ମାନ ବୃଦ୍ଧି ହେବ।ଚାକିରି କ୍ଷେତ୍ରରେ ପ୍ରମୋଶନ ମିଳିବ। ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ।

ମିଥୁନ: ଦୂରସ୍ଥାନକୁ ଯାତ୍ରାକଲେ ମଧ୍ୟ ଆଶାନୁରୂପ ଲାଭ ମିଳିବ ନାହିଁ। ଅଯଥା ଭ୍ରମଣ କରିବା ଦ୍ୱାରା ଅର୍ଥହାନି ଦେଖାଯିବ। କର୍ମକ୍ଷେତ୍ରରେ ଅଶାନ୍ତି ଓ ପାରିବାରିକ ବିବାଦ ଦେଖାଯିବ।

କର୍କଟ: ଅସ୍ଥିରତା ବୃଦ୍ଧିହେବା ସହିତ ଯାନବାହନରେ ଅସୁବିଧାର ସମ୍ମୁଖୀନ ହେବେ। ମାନସମ୍ମାନରେ ହାନି ଘଟିବା ସହିତ ବୃଥା ଅପବାଦ ଦେଖାଯିବ। କର୍ମକ୍ଷେତ୍ରରେ କିଛି ଗୁପ୍ତଶତୃ କ୍ଷତି ପହଞ୍ଚାଇ ପାରନ୍ତି। ପାରିବାରିକ ସମସ୍ୟା ଦେଖାଦେବା ସହିତ ଅର୍ଥବ୍ୟୟ ହେବ।

ସିଂହ: ନୂଆ ଯୋଜନାରେ ସଫଳ ହେବେ। ଆର୍ଥିକ ସହାୟତା ମିଳିପାରେ। ପରିବାରରେ ଖୁସିର ବାତାବରଣ ରହିବ।

କନ୍ୟା: ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ୱାରା ବ୍ୟବସାୟରେ ସଫଳତା ମିଳିବ। ବନ୍ଧୁବାନ୍ଧବଙ୍କ ଚେଷ୍ଟାରେ ଅତି ସହଜରେ ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ।

ତୁଳା: ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ।  ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ।

ବିଚ୍ଛା: କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ। ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ।

ଧନୁ: ବିଭିନ୍ନ ପ୍ରକାରର ସମସ୍ୟା ସମାଧାନ ହେବ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। କର୍ମକ୍ଷେତ୍ର ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।

ମକର: ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ ବୃଦ୍ଧି ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ।

କୁମ୍ଭ: ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ।

ମୀନ: ରାଜନୈତିକ କ୍ଷେତ୍ରରେ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତକାରରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story