୨ ଅକ୍ଟୋବର, ମଙ୍ଗଳବାର: ଏହି ରାଶିର ଲୋକଙ୍କ ମନ ଅଶାନ୍ତ ରହିବ

ମେଷ: ଆଜି ଆପଣଙ୍କୁ ମିଶ୍ର ଫଳ ମିଳିବ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ଆଜି ଦିନଟି ଆପଣଙ୍କର ଭଲରେ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ଘରେ ହସ ଖୁସିର ବାତାବରଣ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ମିଥୁନ: କ୍ୟାରିଅରରେ ସଫଳତା ମିଳିବ। ଅଟକି ରହିଥିବା କାମ ହୋଇଯିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କର୍କଟ: ଆଜିର ଦିନଟି ଭଲ ନୁହେଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। […]

Rasi-Fala

Rasi-Fala

Rakesh Mallick
  • Published: Tuesday, 02 October 2018
  • Updated: 02 October 2018, 07:30 AM IST

Sports

Latest News

ମେଷ: ଆଜି ଆପଣଙ୍କୁ ମିଶ୍ର ଫଳ ମିଳିବ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।
ବୃଷ: ଆଜି ଦିନଟି ଆପଣଙ୍କର ଭଲରେ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ଘରେ ହସ ଖୁସିର ବାତାବରଣ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ।
ମିଥୁନ: କ୍ୟାରିଅରରେ ସଫଳତା ମିଳିବ। ଅଟକି ରହିଥିବା କାମ ହୋଇଯିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।
କର୍କଟ: ଆଜିର ଦିନଟି ଭଲ ନୁହେଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ବିବାଦରୁ ଦୂରେଇ ରୁହନ୍ତୁ।
ସିଂହ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ମାନସିକ ଅଶାନ୍ତି ଦୂର ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।
କନ୍ୟା: କ୍ୟାରିଅରରେ ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ।
ତୁଳା: ନୂଆ କାମ କରିବାକୁ ସୁଯୋଗ ପାଇବେ। ସନ୍ତାନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ।
ବିଛା: ଗାଡ଼ି ଚଲାଇବା ବେଳେ ସାବଧାନ ରୁହନ୍ତୁ। ଅନାବଶ୍ୟକ ଚିନ୍ତା ମନକୁ ଆଣନ୍ତୁ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟା ଟଳିଯିବ।
ଧନୁ: ଜମି କିଣି ପାରନ୍ତି। ଆମୋଦପ୍ରମୋଦ ପାଇଁ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାର ସହ ସମୟ ବିତାନ୍ତୁ।
ମକର: ଧାଁ-ଦୌଡ଼ରେ ଦିନଟି କଟିବ। ଥକା ଲାଗି ପାରେ। ପରିଶ୍ରମ କରନ୍ତୁ, ଲାଭ ମିଳିବ।
କୁମ୍ଭ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଅଟକି ରହିଥିବା କାମ ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି।
ମୀନ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ହନୁମାନଜୀଙ୍କ ପୂଜା କରନ୍ତୁ, ସମସ୍ୟା ଦୂର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos