୩୦ ମାର୍ଚ୍ଚ, ବୁଧବାର: ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି

ମେଷ: ସରକାରୀ ସ୍ତରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷମାନଙ୍କ ପାଇଁ କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ । ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ବନ୍ଧୁମିଳନ ହେବ । ବୃଷ: ଆଗରୁ ଚାଲିଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ  ଆୟ ବ୍ୟୟ ସମାନ ରହିବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।  ମିଥୁନ: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ । ପରିବାରରେ ଅଶାନ୍ତି ଦେଖାଦେଇପାରେ  । କର୍କଟ: ଆଗରୁ […]

RASI

RASI

Niharika Rout
  • Published: Wednesday, 30 March 2022
  • Updated: 30 March 2022, 07:49 AM IST

Sports

Latest News

ମେଷ: ସରକାରୀ ସ୍ତରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷମାନଙ୍କ ପାଇଁ କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ । ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ବନ୍ଧୁମିଳନ ହେବ ।

ବୃଷ: ଆଗରୁ ଚାଲିଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ  ଆୟ ବ୍ୟୟ ସମାନ ରହିବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।

 ମିଥୁନ: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ । ପରିବାରରେ ଅଶାନ୍ତି ଦେଖାଦେଇପାରେ  ।

କର୍କଟ: ଆଗରୁ କରିଥିବା ଭୁଲ କାର୍ଯ୍ୟକଳାପକୁ ନେଇ ଆଜି ସମାଲୋଚିତ ହୋଇପାରନ୍ତି। ଗୁପ୍ତ ଶତ୍ରୁ ହଇରାଣରେ ପକାଇବାକୁ ଚେଷ୍ଟା କରିବେ, ଏଣୁ ସତର୍କ ରହିବେ । ପରିବାରରେ ସୁଖଶାନ୍ତି ପାଇବେ ।

 ସିଂହ: ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭ ପାଇବେ । ସୁଖାଦ୍ୟ ଭୋଜନ ସହ ବନ୍ଧୁମିଳନ ହୋଇପାରେ । ଦୂରଯାତ୍ରା କରିପାରନ୍ତି । ପାରିବାରିକ  ଶାନ୍ତି ପାଇବେ ।

କନ୍ୟା: କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ମଧ୍ୟ ଶୁଭଫଳ ପାଇବାରୁ ବଞ୍ଚିତ ରହିବେ  । କର୍ମସ୍ଥଳରେ ସାମାନ୍ୟ ବିବାଦ ମଧ୍ୟ ଦେଖାଦେଇପାରେ । ମହିଳାମାନେ ପରିବାରରେ ଶାନ୍ତି ପାଇବେ ।

 ତୁଳା: କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନ ଉପୁଜିପାରେ । ବ୍ୟବସାୟରେ ହଠାତ କ୍ଷତି ହୋଇଯାଇପାରେ,ସତର୍କ ରହିବେ। ଶାରିରୀକ ସୁସ୍ଥତା ଅନୁଭବ କରିବେ ।

ବିଛା: ବିବାଦ ଘେରରେ ପଡିପାରନ୍ତି,ଏଣୁ ଅଯଥା ଯୁକ୍ତି କରନ୍ତୁ ନାହିଁ । ଆୟ ଭଲ ରହିବ । ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି ।

ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ପରିବାରରେ ଶାନ୍ତି ପାଇବେ ।

 ମକର: ଆୟ ପାଇଁ ଯେତେ ଚେଷ୍ଟା କଲେବି ଅତ୍ୟଧିକ ବ୍ୟୟ ହେବା ଯୋଗୁଁ ମନରେ ଅଶାନ୍ତି ଦେଖାଦେବ । ଗୃହିଣୀମାନେ ପାରିବାରିକ ଶାନ୍ତି ପାଇବେ। ଶରୀରରେ ଆଘାତ ଲାଗିପାରେ ।

କୁମ୍ଭ: ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇ କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଦୂରଯାତ୍ରା କରିପାରନ୍ତି । ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।

ମୀନ: ମାନସିକ ଅଶାନ୍ତି ଦେଖାଦେଇପାରେ । ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ କ୍ଲାନ୍ତି ଅନୁଭବ କରିବେ। ନୂତନ କାର୍ଯ୍ୟଭାର ହାତକୁ ନେଇ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story