୩୦ଏପ୍ରିଲ, ଶନିବାର; ନୂତନ କାର୍ଯ୍ୟଭାର ହାତକୁ ନେବେ

ମେଷ: ବ୍ୟବସାୟରେ ଆଶାତିତ ଲାଭ ପାଇବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବୃଷ: ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। ବ୍ୟବସାୟ କ୍ଷେତ୍ରରେ କ୍ଷତି ହେବାରୁ ମନ ଭଲ ରହିବ ନାହିଁ। ମିଥୁନ: ନୂତନ ବ୍ୟବସାୟ ଆରମ୍ଭ କରିବେ। ପ୍ରଚାର ପ୍ରସାର କରି ଆଶାତୀତ ଲାଭବାନ ହେବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କର୍କଟ: ଶିକ୍ଷା ପ୍ରତି ରୁଚି ବୃଦ୍ଧି ପାଇବ। ବ୍ୟବସାୟୀମାନେ ଆବଶ୍ୟକତା ଠାରୁ […]

RASI

RASI

Tapaswini Nayak
  • Published: Saturday, 30 April 2022
  • Updated: 30 April 2022, 07:51 AM IST

ମେଷ: ବ୍ୟବସାୟରେ ଆଶାତିତ ଲାଭ ପାଇବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ବୃଷ: ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। ବ୍ୟବସାୟ କ୍ଷେତ୍ରରେ କ୍ଷତି ହେବାରୁ ମନ ଭଲ ରହିବ ନାହିଁ।

ମିଥୁନ: ନୂତନ ବ୍ୟବସାୟ ଆରମ୍ଭ କରିବେ। ପ୍ରଚାର ପ୍ରସାର କରି ଆଶାତୀତ ଲାଭବାନ ହେବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

କର୍କଟ: ଶିକ୍ଷା ପ୍ରତି ରୁଚି ବୃଦ୍ଧି ପାଇବ। ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ଆଦାନ ପ୍ରଦାନ କରି ଉଚିତ୍ ଲାଭ ପାଇବେ। ମାଆ ବାପାଙ୍କୁ ପ୍ରଣାମ କରନ୍ତୁ।

ସିଂହ: କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରାଇବେ।

କନ୍ୟା: ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗରେ ଅନେକ ସମସ୍ୟାର ସମାଧାନ ହୋଇଯିବ। ନୂତନ ଯାନବାହାନ କ୍ରୟ କରିପାରନ୍ତି। ପରିବାରରେ ସାମାନ୍ୟ କଳହ ଦେଖାଦେଇପାରେ ।

ତୁଳା: କର୍ମକ୍ଷେତ୍ରରେ ଚାଲିଥିବା ବାଦବିବାଦର ସମାଧାନ ହୋଇଯିବ। ସୁଖାଦ୍ୟ ଭୋଜନ ସହ ବନ୍ଧୁ ମିଳନ ହୋଇପାରେ। ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ ।

ବିଛା: ସମସ୍ତ କାର୍ଯ୍ୟରେ ସହଯୋଗ ପାଇ ଆଗକୁ ବଢିବେ । ବ୍ୟବସାୟରେ ଭଲ ଲାଭ ହେବ। ମୂଲ୍ୟବାନ ଦ୍ରବ୍ୟ ଘରକୁ କ୍ରୟ କରି ଆଣିପାରନ୍ତି।

ଧନୁ: କାର୍ଯ୍ୟରେ ବାଧାବିଘ୍ନ ଉପୁଜିପାରେ। ସତର୍କ ରୁହନ୍ତୁ। ଶତ୍ରୁମାନେ ପରାଜିତ ହେବେ। ସୁଖାଦ୍ୟ ଭୋଜନ ସହ ପରିବାରରେ ଶାନ୍ତି ପାଇବେ।

ମକର: ବ୍ୟବସାୟରେ ଭଲ ଲାଭ ହେବ। ମନ ପ୍ରସନ୍ନ ରହିବା ଦ୍ୱାରା ଶାରିରୀକ ସୁସ୍ଥତା ମଧ୍ୟ ଅନୁଭବ କରିବେ। ପାରିବାରିକ ଶାନ୍ତି ପାଇବେ ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସହଯୋଗ ପାଇବେ। ଆୟ ଭଲ ରହିବ। ପାରିବାରରେ ସାମାନ୍ୟ ମତଭେଦ ଦେଖାଦେଇପାରେ।

ମୀନ: ଅଟକି ରହିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରି ଆତ୍ମତୃପ୍ତି  ପାଇବେ।  ନୂତନ କାର୍ଯ୍ୟଭାର ହାତକୁ ନେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story