ଜୁନ୍ ୩୦, ମଙ୍ଗଳବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ମନ ଖୁସି ରହିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ବୃଷ: ନିଜ ଲୋକମାନେ ଶତ୍ରୁଭଳି ବ୍ୟବାହର କରିବେ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଗାଈକୁ ଖାଇବାକୁ ଦିଅନ୍ତୁ। ମିଥୁନ: ନୂତନ କଳ୍ପନା ଭିତରେ ଗତି କରି ଚାଲିବେ। କଳାତ୍ମକ ଦିଗରେ ମନ ବଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ମତାନ୍ତର ହୋଇପାରେ। ଅନ୍ୟମାନଙ୍କ ପାଇଁ ଯେତେ ଭଲ କାମ କଲେ ମଧ୍ୟ […]

astrology

Jyoshna Pradhan
  • Published: Tuesday, 30 June 2020
  • , Updated: 30 June 2020, 08:06 AM IST

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ମନ ଖୁସି ରହିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ବୃଷ: ନିଜ ଲୋକମାନେ ଶତ୍ରୁଭଳି ବ୍ୟବାହର କରିବେ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ: ନୂତନ କଳ୍ପନା ଭିତରେ ଗତି କରି ଚାଲିବେ। କଳାତ୍ମକ ଦିଗରେ ମନ ବଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ମତାନ୍ତର ହୋଇପାରେ। ଅନ୍ୟମାନଙ୍କ ପାଇଁ ଯେତେ ଭଲ କାମ କଲେ ମଧ୍ୟ ସୁନାମ ମିଳିବାରେ କଷ୍ଟ ହେବ। ମନ ବିଚଳିତ ରହିବ।

ସିଂହ: ଶୁଭ ଖବର ଶୁଣି ପାରନ୍ତି। ଦୂରେଇ ଯାଇଥିବା ଲୋକମାନେ ପୁଣି ପାଖେଇ ଆସିବେ। କମ୍ ପରିଶ୍ରମରେ ଅଧିକ ଆୟ କରି ସନ୍ତୁଷ୍ଟି ଲାଭ କରିବେ। ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରନ୍ତୁ।

କନ୍ୟା: ଖାଦ୍ୟପେୟରେ ସଂଯମତା ରକ୍ଷା କରିବା ଜରୁରୀ। ପ୍ରତି କ୍ଷେତ୍ରରେ ମନ ସନ୍ଦେହ ପୂର୍ଣ୍ଣ ରହିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ତୁଳା: ମାନ-ସମ୍ମାନ ମିଳିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରେ ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ବିଛା: ପରିବାରରେ ହସ ଓ ଖୁସିର ପରିବେଶ ରହିବ। ମା’ ଲକ୍ଷ୍ମୀଙ୍କୁ ଆରଧନା କରନ୍ତୁ।  ନୂତନ କାର୍ଯ୍ୟରେ ଯୋଗ ଦେବେ।

ଧନୁ: ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ଋଣ ଦିଅନ୍ତୁ ନାହିଁ। ଅଳସୁଆ ଅନୁଭବ କରିବେ।

ମକର: ଶତ୍ରୁମାନଙ୍କୁ ଦୃଢ ହସ୍ତରେ ବିନାଶ କରିବାକୁ ସକ୍ଷମ ହେବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।  ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କୁମ୍ଭ:ସମାଜରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ରାଗ ଉରପେ ନିୟନ୍ତ୍ରଣ ରଖନ୍ତୁ।  ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମୀନ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ଦ୍ୱନ୍ଦ୍ୱ ଭିତରେ ରହିବେ। ପରିବାରରେ ହସଖୁସିର ପରିବେଶ ରହିବ।

Related story