୪ ଏପ୍ରିଲ, ଗୁରୁବାର: ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ

ମେଷ: ଅଧିକ ଚିନ୍ତିତ ରହିବେ। ଅଯଥା କଥାକୁ ନେଇ ଚର୍ଚ୍ଚା କରନ୍ତୁ ନାହିଁ। ବ୍ୟବହାର ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟ ସମ୍ପର୍କିତ ମାମଲାରେ ଟିକେ ସତର୍କ ରୁହନ୍ତୁ। ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ମିଥୁନ: ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପରିବାରରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କର୍କଟ: କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଆର୍ଥିକ ସଙ୍କଟ ଦୂର […]

rasifala-4-1-1-2

rasifala-4-1-1-2

Rajalaxmi Sahu
  • Published: Thursday, 04 April 2019
  • Updated: 04 April 2019, 07:40 AM IST

Sports

Latest News

ମେଷ: ଅଧିକ ଚିନ୍ତିତ ରହିବେ। ଅଯଥା କଥାକୁ ନେଇ ଚର୍ଚ୍ଚା କରନ୍ତୁ ନାହିଁ। ବ୍ୟବହାର ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟ ସମ୍ପର୍କିତ ମାମଲାରେ ଟିକେ ସତର୍କ ରୁହନ୍ତୁ। ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ମିଥୁନ: ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପରିବାରରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଆର୍ଥିକ ସଙ୍କଟ ଦୂର ହେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସୁସ୍ୱାଦୁ ଖାଦ୍ୟ ଖାଇବେ।

ସିଂହ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅର୍ଥ କାରବାରକୁ ନେଇ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରନ୍ତୁ ନାହିଁ। କୋର୍ଟ କଚେରୀ ମାମଲାରୁ ଦୂରରେ ରୁହନ୍ତୁ।

କନ୍ୟା: ଅଟକି ରହିଥିବା ଧନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବିଦେଶ ଯାତ୍ରା ଯୋଗ ରହିଛି।

ତୁଳା: ଚାକିରି କରିଥିବା ବ୍ୟକ୍ତିଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧନପ୍ରାପ୍ତି ଯୋଗ ରହିଛି।

ବିଛା: ବ୍ୟବସାୟ କ୍ଷେତ୍ରରେ ଆଶାମୁତାବକ ଲାଭ ମିଳିବ। ପରିବାର ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।  ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ: ବାଦ-ବିବାଦ ଠାରୁ ଦୂରରେ ରୁହନ୍ତୁ। ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନ କରନ୍ତୁ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେଲେ ଭଲ।

ମକର: ଦିନଟି ଭଲରେ କଟିବ। କାର୍ଯ୍ୟରେ ସଫଳତା ମିଳିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।

କୁମ୍ଭ: ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଖର୍ଚ୍ଚ ବଢ଼ିପାରେ। ତେଣୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ। ଭଗବାନଙ୍କୁ ସ୍ମରଣ କରନ୍ତୁ।

ମୀନ: ଶୁଭ ଖବର ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ପେଟରେ ଯନ୍ତ୍ରଣା ହୋଇପାରେ। ପରିବାରରେ ଭଲ ବାତାବରଣ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos