୬ ଅଗଷ୍ଟ, ଗୁରୁବାର: ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ

ମେଷ: ମାନ- ସମ୍ମାନ ମିଳିବ। ଶୁଭ ସମାଚାର ଶୁଣି ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ବୃଷ: ସ୍ୱାସ୍ଥ୍ୟ ସମସ୍ୟା ସୁଧୁରି ଯିବ। ଆଶା କରିଥିବା କାମ ସଂପୂର୍ଣ୍ଣ ହେବ। ମାଆ ବାପା ଓ ଗୁରଙ୍କୁ  ପ୍ରଣାମ କରନ୍ତୁ। ମିଥୁନ:  ଅସହାୟ ଲୋକଙ୍କୁ  ସାହାଯ୍ୟ କରିବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ। କର୍କଟ: ସାହସ ଓ ବୁଦ୍ଧିମତାର ପରିଚୟ ଦେବେ। ପଡୋଶୀଙ୍କ […]

rashi

rashi

Jyoshna Pradhan
  • Published: Thursday, 06 August 2020
  • Updated: 06 August 2020, 07:45 AM IST

Sports

Latest News

ମେଷ: ମାନ- ସମ୍ମାନ ମିଳିବ। ଶୁଭ ସମାଚାର ଶୁଣି ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବୃଷ: ସ୍ୱାସ୍ଥ୍ୟ ସମସ୍ୟା ସୁଧୁରି ଯିବ। ଆଶା କରିଥିବା କାମ ସଂପୂର୍ଣ୍ଣ ହେବ। ମାଆ ବାପା ଓ ଗୁରଙ୍କୁ  ପ୍ରଣାମ କରନ୍ତୁ।

ମିଥୁନ:  ଅସହାୟ ଲୋକଙ୍କୁ  ସାହାଯ୍ୟ କରିବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ: ସାହସ ଓ ବୁଦ୍ଧିମତାର ପରିଚୟ ଦେବେ। ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ସମାଧାନ ହୋଇଯିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ସିଂହ: ପୁରାତନ ରୋଗରୁ ଉପଶମ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଆତ୍ମବଳ ଦ୍ୱାରା ଆଗକୁ ବଢିବାରେ ସକ୍ଷମ ହେବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଆତ୍ମବିଶ୍ୱାସ ବଢ଼ିବ।

ତୁଳା:ମିଠା କଥା କହି ଲୋକଙ୍କ ମନ ଜିତିବେ। ଶରୀରରେ ଆଘାତ ଲାଗି ପାରେ ଜଗି ରଖି ଚଳନ୍ତୁ।

ବିଛା: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।  ଦ୍ୱନ୍ଦ୍ୱ ଭିତରେ ରହିବେ।

ଧନୁ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ମକର: ଆର୍ଥିକ ସମସ୍ୟା ଦୂର ହୋଇଯିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ଅପରାହ୍ଣ ପରେ ଅଳସୁଆ ଅନୁଭବ କରିବେ।

କୁମ୍ଭ: ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

ମୀନ: ପରିଶ୍ରମ  ଅନୁସାରେ ଫଳ ମିଳିବ। ଘର ପାଇଁ ନୂତନ  ଜିନିଷ କିଣି ଖର୍ଚ୍ଚାନ୍ତ ହେବେ। ମନ ବିଚଳିତ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story