୭ ଡିସେମ୍ବର, ବୁଧବାର: ଦାମ୍ପତ୍ୟ ଜୀବନ ଭଲରେ କଟିବ

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ବ୍ୟବସାୟରେ ଭଲ ଲାଭ ପାଇବେ। ଅସୁସ୍ଥ ଅନୁଭବ କରିବେ। ଶରୀରରେ ଆଘାତ ଲାଗିପାରେ, ଏଣୁ ସତର୍କ ରୁହନ୍ତୁ। ବୃଷ: ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ। ଆୟର ନୂତନ ପନ୍ଥା ମିଳିପାରେ। ଦୁର୍ଘଟଣା ଘଟିପାରେ। ମିଥୁନ: ବ୍ୟବସାୟରେ ଉନ୍ନତି କରିବେ। ଘର ପାଇଁ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଦାମ୍ପତ୍ୟ ଜୀବନ ଭଲରେ କଟିବ। ପରିବାରରେ ଶାନ୍ତି ବଜାୟ ରହିବ। କର୍କଟ:ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଦୂରଯାତ୍ରା କରିପାରନ୍ତି। […]

RASI

RASI

Tapaswini Nayak
  • Published: Wednesday, 07 December 2022
  • Updated: 08 December 2022, 07:32 AM IST

Sports

Latest News

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ବ୍ୟବସାୟରେ ଭଲ ଲାଭ ପାଇବେ। ଅସୁସ୍ଥ ଅନୁଭବ କରିବେ। ଶରୀରରେ ଆଘାତ ଲାଗିପାରେ, ଏଣୁ ସତର୍କ ରୁହନ୍ତୁ।

ବୃଷ: ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ। ଆୟର ନୂତନ ପନ୍ଥା ମିଳିପାରେ। ଦୁର୍ଘଟଣା ଘଟିପାରେ।
ମିଥୁନ: ବ୍ୟବସାୟରେ ଉନ୍ନତି କରିବେ। ଘର ପାଇଁ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଦାମ୍ପତ୍ୟ ଜୀବନ ଭଲରେ କଟିବ। ପରିବାରରେ ଶାନ୍ତି ବଜାୟ ରହିବ।
କର୍କଟ:ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଦୂରଯାତ୍ରା କରିପାରନ୍ତି। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ।

ସିଂହ:ଅଭିଳାଷ ପୂରଣ ହେବା ଯୋଗୁଁ ଶାନ୍ତି ପାଇବେ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ସନ୍ତାନମାନଙ୍କ କାର୍ଯ୍ୟକଳାପକୁ ନେଇ ବ୍ୟଥିତ ହୋଇପାରନ୍ତି।

କନ୍ୟା:ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି। ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ମନ ଅଶାନ୍ତ ରହିବ।

ତୁଳା: କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ପରିବାରରେ ଶାନ୍ତିଶୃଙ୍ଖଳାର ବାତାବରଣ ରହିବ। ଘାତଚନ୍ଦ୍ର ଥିବାରୁ ସମସ୍ତ କାର୍ଯ୍ୟ ସତର୍କ ହୋଇ କରନ୍ତୁ।

ବିଛା:ବ୍ୟବସାୟରେ ସଫଳତା ପାଇବେ। ମାନସମ୍ମାନ ବୃଦ୍ଧି ହେବ। ପୁରୁଣା କଥାକୁ ନେଇ ବନ୍ଧୁଙ୍କ ସହ ବାଦବିବାଦ ହେବ।

ଧନୁ:ବ୍ୟବସାୟରେ ଉନ୍ନତି କରିବେ। ଆମଦାନୀ ରପ୍ତାନୀ ବ୍ୟବସାୟରେ ଥିଲେ ପ୍ରଚୁର ଲାଭ ପାଇବେ। ପରିବାର ଲୋକଙ୍କ ସହ ସମୟ ବିତାଇବେ।

ମକର:କର୍ମକ୍ଷେତ୍ରରେ ଉନ୍ନତି କରିବେ। ଅଯଥା ବ୍ୟୟ ଯୋଗୁଁ ଚିନ୍ତା ବଢ଼ିବ। ଶତୃମାନେ ପରାଜିତ ହେବେ।

କୁମ୍ଭ:ବ୍ୟବସାୟରେ ଭଲ ଲାଭ ମିଳିବ। ହଠାତ୍ କିଛି ସମସ୍ୟା ଉପୁଜିପାରେ, ସେଥିପାଇଁ ସତର୍କ ରହିବେ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ।

ମୀନ:ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ଦୂରଯାତ୍ରା କରିପାରନ୍ତି। ବିଶିଷ୍ଚ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହେବ।7

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story