୮ ଅଗଷ୍ଟ, ମଙ୍ଗଳବାର; କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବାରୁ ମନ ଖୁସି ରହିବ

ମାଙ୍ଗଳିକ କାର୍ଯ୍ୟ କିମ୍ବା କୌଣସି ନିର୍ମାଣଧୀନ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିବେ। ଛାତ୍ରଛାତ୍ରୀ ପାଠପଢ଼ା ପାଇଁ ବିଦେଶ ଯାତ୍ରା କରିପାରନ୍ତି।

Rasi PhotoOR

Rasi

Tapaswini Nayak
  • Published: Tuesday, 08 August 2023
  • Updated: 08 August 2023, 07:44 AM IST

Sports

Latest News

ମେଷ: ବ୍ୟବସାୟରେ ଭଲ ଲାଭ ପାଇବେ। ଦୂରସ୍ଥାନକୁ ଗଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଦାମ୍ପତ୍ୟ ଜୀବନ ଭଲ ରହିବ।

ବୃଷ: ପାରିବାରିକ ସମସ୍ୟା ଲାଗିରହିବାରୁ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ।
ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ ନାହିଁ।

ମିଥୁନ: କୌଣସି ସମସ୍ୟା ପାଇଁ ପାରିବାରିକ ବିବାଦ ବୃଦ୍ଧି ହେବାରୁ ବନ୍ଧୁଙ୍କ ସହିତ ପରାମର୍ଶ କରିପାରନ୍ତି। କର୍ମକ୍ଷେତ୍ରରେ ଶୁଭ ଖବର ମିଳିବ। ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ଆଦାୟ ହେବ।

କର୍କଟ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ମାନିତ ହେବାରୁ ମନ ଖୁସି ରହିବ। ରାଜନୀତି ଓ ବ୍ୟବସାୟ କରୁଥିବା ବ୍ୟକ୍ତି ସଫଳତା ପାଇବେ। ଅର୍ଥ ପ୍ରାପ୍ତି ହେବା ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବାରୁ ମନ ଖୁସି ରହିବ। କୌଣସି ସମସ୍ୟା ପାଇଁ ଚିନ୍ତାବୃଦ୍ଧି ହେବ। ବ୍ୟବସାୟରେ ଲାଭ ମିଳିବ। ନୂତନ ବ୍ୟବସାୟ ପାଇଁ ମନ ବଳାଇବେ।

କନ୍ୟା: ବନ୍ଧୁଙ୍କ ସହିତ ଭ୍ରମଣରେ ଯିବେ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟ କରୁଥିବା ଲୋକଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।
ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାରୁ ମନ ଖୁସି ରହିବ।

ତୁଳା: ବ୍ୟବସାୟରେ ଆୟ ଅଧିକ ହେଲେ ମଧ୍ୟ ଅଯଥାରେ ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ସଫଳତା ପାଇବାରୁ ମନ ଖୁସି ରହିବ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ ଓ ପ୍ରତି କାର୍ଯ୍ୟରେ ସେମାନେ ସଫଳତା ପାଇବେ।

ବିଛା: ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବାରୁ ମନ ଖୁସି ରହିବ। ପୂଜାକାର୍ଯ୍ୟରେ ଅଧିକ ସମୟ ଦେବେ। ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି। କ୍ୟାରିୟରକୁ ନେଇ ନୂତନ ଯୋଜନା ପ୍ରସ୍ତୁତ କରିବେ।

ଧନୁ: ପାରିବାରିକ ସମସ୍ୟା ପାଇଁ ମନ ଭଲ ରହିବ ନାହିଁ। ଅର୍ଥ ପାଇଁ ଚିନ୍ତାରେ ରହିବେ। ଦୂରସ୍ଥାନକୁ ଗଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିବ ନାହିଁ।

ମକର: କର୍ମକ୍ଷେତ୍ରରେ ଅସୁବିଧାରେ ପଡ଼ିପାରନ୍ତି। ଏଣୁ କାହାରି ସହିତ କଳହ କରନ୍ତୁ ନାହିଁ। ସ୍ୱାମୀସ୍ତ୍ରୀ ମଧ୍ୟରେ ଭୁଲ ବୁଝାମଣା ହେତୁ ଅଶାନ୍ତି ବୃଦ୍ଧି ହେବ। ଅର୍ଥ ଅଭାବରୁ ନିର୍ମାଣାଧୀନ କାର୍ଯ୍ୟ ଅଧାରେ ଅଟକି ରହିଥିବାରୁ ମନ ଭଲ ରହିବ ନାହିଁ।

କୁମ୍ଭ: ମାଙ୍ଗଳିକ କାର୍ଯ୍ୟ କିମ୍ବା କୌଣସି ନିର୍ମାଣଧୀନ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିବେ। ଛାତ୍ରଛାତ୍ରୀ ପାଠପଢ଼ା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଚାକିରି କ୍ଷେତ୍ରରେ ସଫଳତା ପାଇବେ। ମାନସମ୍ମାନ ପ୍ରାପ୍ତି ହେବ।

ମୀନ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ପିଲାମାନଙ୍କର ପାଠପଢ଼ା ପାଇଁ ବାପାମାଆ ଚିନ୍ତାରେ ରହିପାରନ୍ତି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ସୁସ୍ୱାଦୁ ଭୋଜନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story