୮ ଡିସେମ୍ବର, ଗୁରୁବାର: ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ

ମେଷ: ପ୍ରଶଂସା ପାଇବେ। ଗୁରୁଜନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ସଞ୍ଜମତା ରକ୍ଷା କରନ୍ତୁ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ଦେବେ। ବୃଷ: ଶୁଭଫଳ ପ୍ରାପ୍ତି ହେବ। ଶାନ୍ତି ଅନୁଭବ କରିବେ। କ୍ରୀଡ଼ା ଓ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ମିଥୁନ:ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ସୁସ୍ଥ ରହିବେ। ବନ୍ଧୁମାନଙ୍କ ସହଯୋଗରେ ସମସ୍ୟାର ସମାଧାନ ହେବ। କର୍କଟ: ସମାଜ ସେବା କରି ସୁନାମ ଅର୍ଜନ କରିବେ। ସବୁ କାର୍ଯ୍ୟରେ […]

RASI

RASI

Tapaswini Nayak
  • Published: Thursday, 08 December 2022
  • Updated: 08 December 2022, 08:02 AM IST

Sports

Latest News

ମେଷ: ପ୍ରଶଂସା ପାଇବେ। ଗୁରୁଜନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ସଞ୍ଜମତା ରକ୍ଷା କରନ୍ତୁ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ଦେବେ।

ବୃଷ: ଶୁଭଫଳ ପ୍ରାପ୍ତି ହେବ। ଶାନ୍ତି ଅନୁଭବ କରିବେ। କ୍ରୀଡ଼ା ଓ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।
ମିଥୁନ:ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ସୁସ୍ଥ ରହିବେ। ବନ୍ଧୁମାନଙ୍କ ସହଯୋଗରେ ସମସ୍ୟାର ସମାଧାନ ହେବ।
କର୍କଟ: ସମାଜ ସେବା କରି ସୁନାମ ଅର୍ଜନ କରିବେ। ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ। ଶୁଭ ସମ୍ବାଦ ପାଇବେ। ଆର୍ଥିକ ସମସ୍ୟା ଦୂର ହେବ।

ସିଂହ: ଶୁଭ ସମାଚାର ପାଇବେ। ବ୍ୟବସାୟ କ୍ଷେତ୍ରରେ ନୂଆ ଯୋଜନା କାର୍ଯ୍ୟକାରୀ କରିବେ। ଲକ୍ଷ୍ୟ ପୂରଣ ହେବ।

କନ୍ୟା: ବ୍ୟବସାୟରେ ମନ ଦେଇ କାମ କଲେ ଭଲ ଲାଭ ମିଳିବ। ପତିପତ୍ନୀଙ୍କ ମଧ୍ୟରେ ଥିବା ମତଭେଦ ଦୂର ହେବ। ରାଜନୀତି କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବ।

ତୁଳା:ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟ କରିବେ ଓ ସଫଳତା ପାଇବେ। ନୂଆ ବ୍ୟବସାୟରୁ ଭଲ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ବିଛା:ବ୍ୟବସାୟରେ ବୁଦ୍ଧି ପ୍ରୟୋଗ କରି ବଡ଼ ଧରଣର ସଫଳତା ପାଇବେ। ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ପାରିବାରିକ ଜୀବନ ଭଲ ରହିବ।

ଧନୁ: ଶତ୍ରୁ ମାନଙ୍କ ମୁକାବିଲା କରିପାରିବେ। ପିଲାଙ୍କ କାର୍ଯ୍ୟରେ ଖୁସି ହେବେ। କିଛି ନୂଆ କାର୍ଯ୍ୟ କରିବାକୁ ଯୋଜନା କରିବେ।

ମକର:ହାତକୁ ନେଇଥିବା କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଅନେକ କ୍ଷେତ୍ରରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ ଓ ନିଷ୍ପତ୍ତି ନେବାରେ କଷ୍ଟ ହେବ।

କୁମ୍ଭ:କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆର୍ଥିକସ୍ଥିତି ସନ୍ତୋଷଜନକ ରହିବ। ଜାଗା, ଜମି ବା ଗୃହ କିଣିବା ପାଇଁ ସୁଯୋଗ ଆସିପାରେ।

ମୀନ:ସମସ୍ତ ସମସ୍ୟା ଦୂର ହେବ। କୌଣସି ବିରାଟ ଯୋଜନା ପାଇଁ ସଙ୍କଳ୍ପ ନେବେ। ପରିବାରରେ ଶାନ୍ତି ବଜାୟ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story