୯ ଅଗଷ୍ଟ, ମଙ୍ଗଳବାର: କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ:  ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ । ଶାରୀରିକ, ମାନସିକ ଓ ପାରିବାରିକ ଜୀବନ ସୁଖପ୍ରଦ ହେବ । ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ସମୟ ଅନୁକୂଳ ରହିବ। ମହିଳାମାନେ ଧୈର୍ଯ୍ୟ, ଆତ୍ମବିଶ୍ୱାସ ରଖି କାର୍ଯ୍ୟ କଲେ ସୁଫଳ ନିଶ୍ଚୟ ପାଇବେ। ବୃଷ :  କମ୍ ପରିଶ୍ରମରେ ଅଧିକ ପାରିଶ୍ରମିକ ମିଳିବ।  ଆକସ୍ମିକ ଧନଲାଭ ହେବ । କୋର୍ଟ-କଚେରୀର ବିଚାରଧୀନ ମାଲି ମୋକଦମାରେ ଜୟଯୁକ୍ତ ହେବେ। ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ । […]

RASI

RASI

Niharika Rout
  • Published: Tuesday, 09 August 2022
  • Updated: 09 August 2022, 08:01 AM IST

Sports

Latest News

ମେଷ:  ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ । ଶାରୀରିକ, ମାନସିକ ଓ ପାରିବାରିକ ଜୀବନ ସୁଖପ୍ରଦ ହେବ । ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ସମୟ ଅନୁକୂଳ ରହିବ। ମହିଳାମାନେ ଧୈର୍ଯ୍ୟ, ଆତ୍ମବିଶ୍ୱାସ ରଖି କାର୍ଯ୍ୟ କଲେ ସୁଫଳ ନିଶ୍ଚୟ ପାଇବେ।

ବୃଷ :  କମ୍ ପରିଶ୍ରମରେ ଅଧିକ ପାରିଶ୍ରମିକ ମିଳିବ।  ଆକସ୍ମିକ ଧନଲାଭ ହେବ । କୋର୍ଟ-କଚେରୀର ବିଚାରଧୀନ ମାଲି ମୋକଦମାରେ ଜୟଯୁକ୍ତ ହେବେ। ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ । ହଠାତ୍ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ :  ଅପେକ୍ଷା କରିଥିବା ଶୁଭ ସମାଚାର ପାଇବେ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କ ସହ ସାକ୍ଷାତ ହେବ, ଯାହାଫଳରେ ମନ ପ୍ରସନ୍ନ ରହିବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ, ଛାତ୍ରଛାତ୍ରୀମାନେ ପଢାପଢିରେ କୃତକାର୍ଯ୍ୟ ହେବେ ।

କର୍କଟ :  ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ପିତାମାତାଙ୍କ ସ୍ନେହ ଶ୍ରଦ୍ଧା ଓ ସହାନୁଭୂତି ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅପରାହ୍ନରେ କୋଣସି ଦୂରସ୍ଥାନକୁ ଯାତ୍ରା କରିପାରନ୍ତି, ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ ।

ସିଂହ : ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁସମ୍ପର୍କ ରହିବ । ମହିଳାମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ । ବାଣିଜ୍ୟ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ, କ୍ରୀଡାବିତମାନେ କ୍ରୀଡାକ୍ଷେତ୍ରରେ କୃତକାର୍ଯ୍ୟ ହେବେ।

କନ୍ୟା : କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।  ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିକିତ୍ସକଙ୍କ ପରାମର୍ଶ ନେବାକୁ ପଡ଼ିପାରେ। ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବା ପାଇଁ ସମର୍ଥ ହେବେ। ପିତାମାତାଙ୍କ ଆର୍ଶୀବାଦ ଆପଣଙ୍କୁ ଅନେକାଂଶରେ ବିଜୟୀ କରାଇବ ।

ତୁଳା : ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରାଇବ । ଅପରାହ୍ନରେ ଆପଣ କୌଣସି ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ । ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ଆକସ୍ମିକ ଖର୍ଚ୍ଚ ହୋଇପାରେ, ମହିଳାମାନେ ଚତୁରତାର ସହ କାର୍ଯ୍ୟ କରି ପ୍ରଶଂସନୀୟା ହେବେ ।

ବିଛା : ପ୍ରତ୍ୟେକ କାର୍ଯ୍ୟକୁ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ। ଗୃହସ୍ଥ ଜୀବନ ସୁଖ ଏବଂ ଶାନ୍ତିପୂର୍ଣ୍ଣ ରହିବା ସହ ଶାରୀରିକ ଅଭିବୃଦ୍ଧି ଘଟିବ ଓ ସୁସ୍ୱାଦୁ ଭୋଜନ ମିଳିବ।  ବକେୟା ଅର୍ଥ ହସ୍ତଗତ ହେବ, ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ ।

ଧନୁ : ଆଜି ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ପିଲାମାନେ ପଢାପଢିରେ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ଯୋଗ୍ୟତାକୁ ନେଇ ପ୍ରଶଂସିତ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବା ସହ ବ୍ୟବସାୟରେ ସଫଳତା ମିଳିବ।

ମକର : ପାରିବାରିକ ଜୀବନରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ । ଜଗିରଖି ଭାବିଚିନ୍ତି କାର୍ଯ୍ୟ କରନ୍ତୁ । ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ହେବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବ ।

କୁମ୍ଭ:  ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧନ, ମାନ ସମ୍ମାନ, ପ୍ରତିଷ୍ଠା, ସୈାଭାଗ୍ୟ ଅର୍ଜନ କରିବେ ଏବଂ ମିତ୍ରମାନଙ୍କ ସହିତ  ସାକ୍ଷାତ ହେବା ଯୋଗୁଁ ମନ ଆନନ୍ଦିତ ରହିବ। ପାରିବାରିକ ସମ୍ପର୍କ ସୁଦୃଢ ହେବା ସହ ଶରୀର ସୁସ୍ଥ ରହିବ।

ମୀନ: ଜଗିରଖି ଚଳନ୍ତୁ, ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେଇପାରେ । ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ ସହାନୁଭୂତି ପ୍ରଦାନ କରିଥିଲେ, ସେମାନେ ପରୋକ୍ଷରେ ବିରୋଧ କରିପାରନ୍ତି । ଅପରାହ୍ନରେ ଆପଣ କୌଣସି ଶୁଭ ଖବର ଶୁଣିପାରନ୍ତି, ଯାହା ଫଳରେ ଭାରାକ୍ରାନ୍ତ ମନ ପ୍ରସନ୍ନ ରହିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story