୧୦ ମେ’, ରବିବାର: ଅଚିହ୍ନା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ

ମେଷ: ପାରିବାରିକ ସମସ୍ୟା ଓ ସ୍ୱାସ୍ଥ୍ୟଗତ କାରଣକୁ ନେଇ ଚିନ୍ତାଗ୍ରସ୍ତ ରହିବେ। କର୍ମକ୍ଷେତ୍ରରେ ବାଦବିବାଦ ଯୁକ୍ତିତର୍କ ଦେଖାଦେଇପାରେ। ବୃଷ: ଅଜଣା ଅଚିହ୍ନା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। ନଚେତ୍ ବିପଦରେ ପଡ଼ିପାରନ୍ତି। କୁସଙ୍ଗରେ ପଡ଼ି ସମାଲୋଚିତ ଓ ନିନ୍ଦିତ ହେବେ। ଗାଈକୁ ଖାଇବାକୁ ଦିଅନ୍ତୁ। ମିଥୁନ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ପ୍ରତ୍ୟେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ ଓ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଆଧ୍ୟାତ୍ମିକ ଦିଗରେ ମନ ନିବେଶ କରି ଶାନ୍ତି ଅନୁଭବ […]

astrology

astrology

Jyoshna Pradhan
  • Published: Sunday, 10 May 2020
  • Updated: 28 May 2020, 08:00 AM IST

Sports

Latest News

ମେଷ: ପାରିବାରିକ ସମସ୍ୟା ଓ ସ୍ୱାସ୍ଥ୍ୟଗତ କାରଣକୁ ନେଇ ଚିନ୍ତାଗ୍ରସ୍ତ ରହିବେ। କର୍ମକ୍ଷେତ୍ରରେ ବାଦବିବାଦ ଯୁକ୍ତିତର୍କ ଦେଖାଦେଇପାରେ।

ବୃଷ: ଅଜଣା ଅଚିହ୍ନା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। ନଚେତ୍ ବିପଦରେ ପଡ଼ିପାରନ୍ତି। କୁସଙ୍ଗରେ ପଡ଼ି ସମାଲୋଚିତ ଓ ନିନ୍ଦିତ ହେବେ। ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ପ୍ରତ୍ୟେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ ଓ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଆଧ୍ୟାତ୍ମିକ ଦିଗରେ ମନ ନିବେଶ କରି ଶାନ୍ତି ଅନୁଭବ କରିବେ।

କର୍କଟ: କର୍ମ କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସାହାଯ୍ୟ ସହାନୁଭୂତି ପାଇବେ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ: ଜଗିରଖି କାର୍ଯ୍ୟ କରନ୍ତୁ, ନିଜର ଲୋକମାନେ ଶତ୍ରୁତା ଆଚରଣ କରିବେ। ପୈତୃକ ସମ୍ପତିକୁ ନେଇ ଭାତୃବିବାଦ ଦେଖାଦେବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅମନଯୋଗୀ ହେବେ।

କନ୍ୟା: ଗୁପ୍ତ ଶତ୍ରୁମାନେ ପରାଜିତ ହେବେ ଯାହାଫଳରେ ମନ ଆନନ୍ଦ ରହିବ। ବକେୟା ଅର୍ଥ ହସ୍ତଗତ ହେବ ଏବଂ ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ।

ତୁଳା: ଅଯାଚିତ ଭାବେ କୌଣସି ସମ୍ପତିର ଅଧିକାରୀ ହୋଇପାରନ୍ତି। ରାଜନେତାମାନଙ୍କ କାର୍ଯ୍ୟ ଜନପ୍ରିୟ ହେବ।

ବିଛା: ଯେଉଁମାନଙ୍କୁ ସାହାଯ୍ୟ କରିଥିବେ ସେମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିବେ। କାର୍ଯ୍ୟରେ ବିଳମ୍ବ, ମାନହାନୀ, ଅଙ୍ଗପୀଡ଼ା ଦେଖାଦେବ। କର୍ମକ୍ଷେତ୍ରରେ କେହିଜଣେ ଅସୁବିଧାରେ ପକେଇବାକୁ ଚେଷ୍ଟା କରିପାରନ୍ତି।

ଧନୁ: ଉତ୍ତମ ଭୋଜନ ମିଳିବା ସହିତ ସମସ୍ତ ଆଶା ଫଳବତୀ ହେବ। ନିଜ ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରତ୍ୟେକଟି ଦିଗରେ ପ୍ରତ୍ୟେକଟି କ୍ଷେତ୍ରରେ ଶୁଭଫଳ ଲାଭ କରିବେ।

ମକର: ବନ୍ଧୁଙ୍କ ଉତ୍ସାହ ପ୍ରେରଣା ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଗୁରୁଜନ ମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

କୁମ୍ଭ: ଦୀର୍ଘ ଦିନରୁ ବାକି ରହିଥିବା କାର୍ଯ୍ୟ କରିବାକୁ ମନ ବଳାଇବେ। କୌଣସି ନୂତନ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ରହିଛି।

ମୀନ: ପ୍ରତ୍ୟେକଟି କାର୍ଯ୍ୟରେ କୃତକାର୍ଯ୍ୟ ହେବେ। ଦେହମନ ସୁସ୍ଥ ରହିବ ଓ ହସଖୁସିରେ ଦିନଟି ଅତିବାହିତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story