୧୨ମେ’, ମଙ୍ଗଳବାର: ସାମାଜିକ ପ୍ରତିଷ୍ଠା ବଢ଼ିବ

ମେଷ: ଦିନର ପ୍ରଥମାର୍ଦ୍ଧରେ ଆଧ୍ୟାତ୍ମିକ ଚିନ୍ତା ବଢ଼ିବ। ନିଜର କର୍ମ ପ୍ରତି ସଜାଗ ରହିବେ। ପିତାଙ୍କଠାରୁ ସୁସମ୍ବାଦ ମିଳିବ। ବୃଷ: ହାତକୁ ନେଇଥିବା କାମଗୁଡ଼ିକ ସହଜରେ ହୋଇଯିବ। ପିଲାମାନଙ୍କ ପଢ଼ାକୁ ନେଇ ସମସ୍ୟା ଦେଖାଯିବ। ଆତ୍ମୀୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ମିଥୁନ: ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ପରିବାର ପାଇଁ ଔଷଧ କିଣି ପାରନ୍ତି। ଅନ୍ୟର ଉପକାର ଚିନ୍ତା କରିବେ। କର୍କଟ: ପାରିବାରିକ ସ୍ଥିତି ପୂର୍ବ ପରି ରହିବ। ସୁଖ ଓ ସମ୍ମାନର ଅଭାବ ରହିବ ନାହିଁ। […]

astrology

astrology

Jyoshna Pradhan
  • Published: Tuesday, 12 May 2020
  • Updated: 12 May 2020, 07:57 AM IST

Sports

Latest News

ମେଷ: ଦିନର ପ୍ରଥମାର୍ଦ୍ଧରେ ଆଧ୍ୟାତ୍ମିକ ଚିନ୍ତା ବଢ଼ିବ। ନିଜର କର୍ମ ପ୍ରତି ସଜାଗ ରହିବେ। ପିତାଙ୍କଠାରୁ ସୁସମ୍ବାଦ ମିଳିବ।

ବୃଷ: ହାତକୁ ନେଇଥିବା କାମଗୁଡ଼ିକ ସହଜରେ ହୋଇଯିବ। ପିଲାମାନଙ୍କ ପଢ଼ାକୁ ନେଇ ସମସ୍ୟା ଦେଖାଯିବ। ଆତ୍ମୀୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବେ।

ମିଥୁନ: ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ପରିବାର ପାଇଁ ଔଷଧ କିଣି ପାରନ୍ତି। ଅନ୍ୟର ଉପକାର ଚିନ୍ତା କରିବେ।

କର୍କଟ: ପାରିବାରିକ ସ୍ଥିତି ପୂର୍ବ ପରି ରହିବ। ସୁଖ ଓ ସମ୍ମାନର ଅଭାବ ରହିବ ନାହିଁ। ଦିନର ପ୍ରଥମାର୍ଦ୍ଧରେ ଶ୍ରମ ସାର୍ଥକ ହେବ।

ସିଂହ: ସମସ୍ୟା ଥିଲେ ମଧ୍ୟ କାମ ଅଟକିବ ନାହିଁ। ସନ୍ତାନମାନ ଆଜ୍ଞାକାରୀ ହେବେ। ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।

କନ୍ୟା: ପରିବାରରେ ଅଶାନ୍ତି ଦେଖାଦେଇପାରେ। ସନ୍ଧ୍ୟା ସୁଦ୍ଧା ଅସମ୍ପୂର୍ଣ୍ଣ କାମଟି ସମ୍ପୂର୍ଣ୍ଣ ହେବ। ସମାଜିକି ସ୍ତରରେ ସମ୍ମାନିତ ହେବେ।

ତୁଳା: ଆଶା ଓ ଆଶଙ୍କା ମଧ୍ୟରେ ସମୟ କଟିବ। ଶାରୀରିକ ଦୁର୍ବାଳତା ମନକୁ ଭାରାକ୍ରାନ୍ତ କରିବ। କୁକୁରକୁ ଖାଇବାକୁ ଦିଅନ୍ତୁ।

ବିଛା: ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିବ। ସୁସ୍ୱାଦୁ ଭୋଜନ କରିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ଧନୁ: ମନ ପ୍ରସନ୍ନ ରହିବ। ପୁରାତନ ଗୃହରେ ପୁନଃନିର୍ମାଣ ପାଇଁ ଯୋଜନା କରିବେ। ଆକସ୍ମିକ ଧନ କ୍ଷୟ ହୋଇପାରେ।

ମକର: ଖର୍ଚ୍ଚାନ୍ତ ହୋଇପାରନ୍ତି। କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବଢ଼ିବ। ଶରୀର ପାଇଁ କିଛି ସମୟ ଦେବାକୁ ପଡ଼ିପାରେ।

କୁମ୍ଭ: ଦିନର ପ୍ରଥମାର୍ଦ୍ଧରେ ସଫଳତା ମିଳିବ। ଏକାନ୍ତରେ ରହିବାକୁ ଇଚ୍ଛାପ୍ରକାଶ କରିବେ। ଧନ ବ୍ୟୟର ଯୋଗ ରହିଛି।

ମୀନ: ଆଜି ଦିନଟି ବହୁ ଶୁଭରେ କଟିବ। କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ। ସାମାଜିକ ପ୍ରତିଷ୍ଠା ବଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story