୧୪ ଜୁନ୍‌, ରବିବାର: ମନ ବିଚଳିତ ରହିବ

ମେଷ: ପରିବାରରେ ହସଖୁସିର ପରିବେଶ ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି। ଅପରାହ୍ଣରେ ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ବୃଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଗୁରୁଜନଙ୍କ ଆର୍ଶୀବାଦ ମିଳିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ମିଥୁନ: ଶରୀରରେ ଆଘାତ ଲାଗିପାରେ। ଗାଈକୁ ଘାସ ଖାଇବାକୁ ଦିଅନ୍ତୁ। ଅଚିହ୍ନା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। କର୍କଟ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ଦେବେ। ସିଂହ: ଅସୁସ୍ଥ ଅନୁଭବ କରିପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ […]

rashi5

Jyoshna Pradhan
  • Published: Sunday, 14 June 2020
  • , Updated: 14 June 2020, 08:30 AM IST

ମେଷ: ପରିବାରରେ ହସଖୁସିର ପରିବେଶ ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି। ଅପରାହ୍ଣରେ ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ବୃଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଗୁରୁଜନଙ୍କ ଆର୍ଶୀବାଦ ମିଳିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ: ଶରୀରରେ ଆଘାତ ଲାଗିପାରେ। ଗାଈକୁ ଘାସ ଖାଇବାକୁ ଦିଅନ୍ତୁ। ଅଚିହ୍ନା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ।

କର୍କଟ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ଦେବେ।

ସିଂହ: ଅସୁସ୍ଥ ଅନୁଭବ କରିପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ମହିଳାମାନଙ୍କ ପାଇଁ ଆଜି ଦିନଟି ଶୁଭ ହେବ।

କନ୍ୟା: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ତୁଳା: ବନ୍ଧୁଙ୍କ ସହ କଳହ ଲାଗିପାରେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଋଣ ଦିଅନ୍ତୁ ନାହିଁ।

ବିଛା: ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦ୍ୱନ୍ଦ୍ୱ ଭିତରେ ରହିବେ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ଧନୁ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।  ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ମନ ବିଚଳିତ ରହିବ।

ମକର: ବାପାଙ୍କ ସହଯୋଗ ମିଳିବ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କୁମ୍ଭ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଳସୁଆ ଅନୁଭବ କରିବେ। ଈଶ୍ୱରଙ୍କ ଆରାଧନା କରନ୍ତୁ।

ମୀନ: ମନ ଖୁସି ରହିବ। ସ୍ୱାଭିମାନୀ ହେବେ। କାଉକୁ ଖାଇବା ଦିଅନ୍ତୁ। ମାନସିକ ଶାନ୍ତି ଅନୁଭବ କରିବେ।

 

Related story