୧୪ ମେ’,ଗୁରୁବାର: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ

ମେଷ: ଉଚ୍ଚ ଅଧିକାରୀଙ୍କୁ ଠାରୁ ପ୍ରଶଂସିତ ହେବେ। ମନ ଖୁସି ରହିବ। ଗାଈକୁ ଜଳ ପିଇବାକୁ ଦିଅନ୍ତୁ। ବୃଷ: ଆଧ୍ୟାତ୍ମିକ କ୍ଷେତ୍ରରେ ପ୍ରଗତି କରିବେ। ସରକାରଙ୍କ ନୀତି ନିୟମକୁ ମାନି ଚଳିବା ଆପଣଙ୍କ ପାଇଁ ଶୁଭ ହେବ। ପିତାଙ୍କ ଠାରୁ ସ୍ନେହ ମିଳିବ। ମିଥୁନ: ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କାର୍ଯ୍ୟ କ୍ଷେତ୍ରରେ ଅସୁବିଧାରେ ପଡ଼ିପାରନ୍ତି। କର୍କଟ: ସାଙ୍ଗସାଥୀ ତଥା ସହଯୋଗୀଙ୍କ ଦ୍ୱାରା ଅର୍ଥ ଲାଭ ହେବ। ଭାଗଦାରୀ ବ୍ୟବସାୟ ଲାଭଜନକ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ […]

astrology

astrology

Jyoshna Pradhan
  • Published: Thursday, 14 May 2020
  • Updated: 14 May 2020, 08:19 AM IST

Sports

Latest News

ମେଷ: ଉଚ୍ଚ ଅଧିକାରୀଙ୍କୁ ଠାରୁ ପ୍ରଶଂସିତ ହେବେ। ମନ ଖୁସି ରହିବ। ଗାଈକୁ ଜଳ ପିଇବାକୁ ଦିଅନ୍ତୁ।

ବୃଷ: ଆଧ୍ୟାତ୍ମିକ କ୍ଷେତ୍ରରେ ପ୍ରଗତି କରିବେ। ସରକାରଙ୍କ ନୀତି ନିୟମକୁ ମାନି ଚଳିବା ଆପଣଙ୍କ ପାଇଁ ଶୁଭ ହେବ। ପିତାଙ୍କ ଠାରୁ ସ୍ନେହ ମିଳିବ।

ମିଥୁନ: ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କାର୍ଯ୍ୟ କ୍ଷେତ୍ରରେ ଅସୁବିଧାରେ ପଡ଼ିପାରନ୍ତି।

କର୍କଟ: ସାଙ୍ଗସାଥୀ ତଥା ସହଯୋଗୀଙ୍କ ଦ୍ୱାରା ଅର୍ଥ ଲାଭ ହେବ। ଭାଗଦାରୀ ବ୍ୟବସାୟ ଲାଭଜନକ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ: ଲାଗିରହିଥିବା ସମସ୍ୟାର ସମାଧାନ ହେବ। ସୁରକ୍ଷାକର୍ମୀମାନେ ତତ୍ପର ହେବେ। ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ।

କନ୍ୟା: ଗୁରୁଜନଙ୍କ ଉପଦେଶ ଆପଣଙ୍କ କାମରେ ଆସିବ। କଳାକାରମାନେ  ଶୁଭ ଖବର ପାଇବେ। ଅଫିସ କାମକୁ ନେଇ ବ୍ୟସ୍ତ ରହିବେ।

ତୁଳା: ପାଦଜନିତ ବ୍ୟଥା ଅନୁଭବ କରିବେ। କୃଷି ଜାତୀୟ ବ୍ୟବସାୟରେ କ୍ଷତି ସହିବେ। ଗୃହ ସମସ୍ୟା କଷ୍ଟଦାୟକ ହେବ।

ବିଛା: ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିବ। ବୁଦ୍ଧିଜୀବୀମାନେ ନୂତନ କର୍ମପନ୍ଥା ଆବିଷ୍କାର କରିବେ। କର୍ମକ୍ଷେତ୍ର ସୁଦୃଢ ରହିବ।

ଧନୁ: ହଠାତ୍ ଧନବ୍ୟୟ ହୋଇପାରେ। ଆୟ ପନ୍ଥାକୁ ନେଇ ଚିନ୍ତିତ ରହିବେ। ଦୁଃଖକଥା କହିପାରିବେନି ବା ସହିପାରିବେନି।

ମକର: ମନ ଚଞ୍ଚଳ ରହିବ। ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। କର୍ମକ୍ଷେତ୍ରରେ କଠୋର ଶାସନ ମନକୁ କଷ୍ଟ ହେବ। ଗରିବ ଲୋକଙ୍କୁ ଅନ୍ନଦାନ କରନ୍ତୁ।

କୁମ୍ଭ: ଆର୍ଥିକ ଅନାଟନ ଦେଖାଯିବ। ମାନସିକ ରୋଗର ଶୀକାର ହୋଇପାରନ୍ତି। ନକାରାତ୍ମକ ଭାବନା କାର୍ଯ୍ୟନାଶ କରିବ।

ମୀନ: ସନ୍ତାନଙ୍କ ଠାରୁ ସୁସମାଚାର ମିଳିବ। ଲେଖକ ଓ କବିମାନଙ୍କ ପାଇଁ ଦିନଟି ଶୁଭ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story