୨ ଏପ୍ରିଲ୍‌, ଗୁରୁବାର: ଗୁରୁଜନଙ୍କ ଆଶୀର୍ବାଦ ମିଳିବ

ମେଷ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ବାପାଙ୍କ ସହଯୋଗ ମିଳିବ। ବୃଷ: ଦିନଟି ଭଲରେ କଟିବ। ଦାମ୍ପତ୍ୟ ଜୀବନ ଖୁସିର କଟିବ।ଖର୍ଚ୍ଚ ବଢ଼ିବ। ମିଥୁନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି।ମାନ-ସମ୍ମାନ ମିଳିବ। କର୍କଟ: ଶରୀର ସୁସ୍ଥ ରହିବ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ। ସିଂହ : ଅଧିକ ପରିଶ୍ରମ କରିବେ। ଅଳସୁଆ ଅନୁଭବ କରିବେ। ରାଗ ଉପରେ ନିୟ ନ୍ତ୍ରଣ ରଖନ୍ତୁ। […]

rasifala

Jyoshna Pradhan
  • Published: Thursday, 02 April 2020
  • , Updated: 02 April 2020, 07:28 AM IST

ମେଷ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ବାପାଙ୍କ ସହଯୋଗ ମିଳିବ।
ବୃଷ: ଦିନଟି ଭଲରେ କଟିବ। ଦାମ୍ପତ୍ୟ ଜୀବନ ଖୁସିର କଟିବ।ଖର୍ଚ୍ଚ ବଢ଼ିବ।

ମିଥୁନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି।ମାନ-ସମ୍ମାନ ମିଳିବ।

କର୍କଟ: ଶରୀର ସୁସ୍ଥ ରହିବ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ।

ସିଂହ : ଅଧିକ ପରିଶ୍ରମ କରିବେ। ଅଳସୁଆ ଅନୁଭବ କରିବେ। ରାଗ ଉପରେ ନିୟ ନ୍ତ୍ରଣ ରଖନ୍ତୁ।

କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଋଣ ଦିଅନ୍ତୁ ନାହିଁ।

ତୁଳା:ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଆତ୍ମବିଶ୍ୱାସ ବଢ଼ିବ।

ବିଚ୍ଛା: ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିବେ। ଇଶ୍ୱରଙ୍କୁ ଆରଧନା କରନ୍ତୁ।

ଧନୁ: ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ଅପରାହ୍ଣ ପରେ ଖୁସି ଖବର ଶୁଣି ପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ।

ମକର: ଦ୍ୱନ୍ଦ୍ୱ ଭିତରେ ରହିବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ବ୍ୟସ୍ତତା ଭିତରେ ଦିନଟି କଟିବ।

କୁମ୍ଭ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଅଧିକ ପରିଶ୍ରମ କରିବେ।  ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

ମୀନ: ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ମନ ପ୍ରଫୁଲ୍ଲିତ ରହିବ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି।

Related story