୨୪ ମାର୍ଚ୍ଚ, ମଙ୍ଗଳବାର: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ

ମେଷ: ଘରେ ହସଖୁସିର ପରିବେଶ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂର ସ୍ଥାନକୁ ଯାଆନ୍ତୁ ନାହିଁ। ବୃଷ: ବ୍ୟବସାୟରେ ଆଶାମୁତବାକ ଲାଭ ମିଳିବ। ନୂତନ ଜିନିଷ କିଣିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ମିଥୁନ:  ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ସହକର୍ମୀଙ୍କ ସହଯୋଗ ମିଳିବ। ବୌଦ୍ଧିକ ଚର୍ଚ୍ଚାରେ ସାମିଲ ହୋଇପାରନ୍ତି। କର୍କଟ: ଅସୁସ୍ଥ ଅନୁଭବ କରିବେ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସିଂହ:  ଖୁସି ଖବର ଶୁଣି ପାରନ୍ତି। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଧନପ୍ରାପ୍ତି ଯୋଗ […]

astrology

Jyoshna Pradhan
  • Published: Tuesday, 24 March 2020
  • , Updated: 24 March 2020, 07:27 AM IST

ମେଷ: ଘରେ ହସଖୁସିର ପରିବେଶ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂର ସ୍ଥାନକୁ ଯାଆନ୍ତୁ ନାହିଁ।

ବୃଷ: ବ୍ୟବସାୟରେ ଆଶାମୁତବାକ ଲାଭ ମିଳିବ। ନୂତନ ଜିନିଷ କିଣିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।

ମିଥୁନ:  ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ସହକର୍ମୀଙ୍କ ସହଯୋଗ ମିଳିବ। ବୌଦ୍ଧିକ ଚର୍ଚ୍ଚାରେ ସାମିଲ ହୋଇପାରନ୍ତି।

କର୍କଟ: ଅସୁସ୍ଥ ଅନୁଭବ କରିବେ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ:  ଖୁସି ଖବର ଶୁଣି ପାରନ୍ତି। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଧନପ୍ରାପ୍ତି ଯୋଗ ରହିଛି।

କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଭାଗ୍ୟ ବୃଦ୍ଧି ହେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଚର୍ଚ୍ଚା କରିପାରନ୍ତି।

ତୁଳା: ଖର୍ଚ୍ଚ ବଢ଼ିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ମଧ୍ୟାହ୍ଣ ପରେ କୌଣସି କଥାକୁ ନେଇ ଦ୍ୱନ୍ଦ୍ୱ ଭିତରେ ରହିବେ।

ବିଚ୍ଛା: ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆତ୍ମବିଶ୍ୱାସ ବଢ଼ିବ। ନୂତନ ପୋଷାକ କିଣିପାରନ୍ତି।

ଧନୁ: ପଦୋନ୍ନତିର ଯୋଗ ରହିଛି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ମକର: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଦୁର୍ଘଟଣା ଯୋଗ ରହିଛି। ତେଣୁ ସତର୍କ ରୁହନ୍ତୁ।

କୁମ୍ଭ:  ଈଶ୍ୱରଙ୍କୁ ଆରାଧନା କରନ୍ତୁ। ମନ ଖୁସି ରହିବ। ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ।

ମୀନ:  ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ମାନ-ସମ୍ମାନ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

Related story