୨୪ ମେ’ ରବିବାର, ପାରିବାରିକ ଜୀବନ ସୁଖମୟ ହେବ

ମେଷ: ସତର୍କତାର ସହିତ କାର୍ଯ୍ୟ କରିଲେ ଆଗକୁ ବଢ଼ିବାରେ ସକ୍ଷମ ହେବେ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ  ହାତ ବଢେଇବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ । ବୃଷ: ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ମାନସିକ ଶାନ୍ତି ଅନୁଭବ କରିବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପରନ୍ତି। ମିଥୁନ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ଯୋଗେ ଅନେକ ସମସ୍ୟାରୁ ମୁକ୍ତି ମିଳିବ। ଜଗିରଖି କଥାବର୍ତ୍ତା କଲେ ଭଲ। ମାଆବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ। କର୍କଟ: ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ […]

astrology

astrology

Jyoshna Pradhan
  • Published: Sunday, 24 May 2020
  • Updated: 24 May 2020, 07:46 AM IST

Sports

Latest News

ମେଷ: ସତର୍କତାର ସହିତ କାର୍ଯ୍ୟ କରିଲେ ଆଗକୁ ବଢ଼ିବାରେ ସକ୍ଷମ ହେବେ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ  ହାତ ବଢେଇବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ: ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ମାନସିକ ଶାନ୍ତି ଅନୁଭବ କରିବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପରନ୍ତି।

ମିଥୁନ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ଯୋଗେ ଅନେକ ସମସ୍ୟାରୁ ମୁକ୍ତି ମିଳିବ। ଜଗିରଖି କଥାବର୍ତ୍ତା କଲେ ଭଲ। ମାଆବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ: ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ। ପୁରାତନ ଶତ୍ରୁମାନେ ଦୂରେଇଯିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ।

ସିଂହ: ଶାରୀରିକ ସୁସ୍ଥତା ଅନୁଭବ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ସାହସ ଓ ବୁଦ୍ଧିମତା ଯୋଗେ  ପ୍ରଶଂସା ପାଇବେ। ବିଦ୍ୟାର୍ଥୀଙ୍କ ପାଇଁ  ଶୁଭ ଖବର ମିଳିବ।

ତୁଳା: ବ୍ୟସ୍ତତା ଭିତରେ ଦିନଟି କଟିବ। ଇଚ୍ଛାଶକ୍ତି ବଳ ମାତ୍ରାରେ ଜାଗ୍ରତ ହେବ। ବିଦ୍ୟାକ୍ଷେତ୍ରରେ ସଫଳ ହେଲେ ମଧ୍ୟ ଅସ୍ଥିରତା ଦେଖାଦେବ।

ବିଛା: ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବ। ଅସହାୟ ଓ ଦୁର୍ବଳ ଲୋକଙ୍କୁ  ସାହାଯ୍ୟ କରିବାକୁ ମନ ବଳାଇବେ। ମାନ-ସମ୍ମାନ ମିଳିବ।

ଧନୁ:  ସେବାକାରୀମାନଙ୍କ ସହଯୋଗରେ ମାନସିକ  ଶାନ୍ତି ଦେଖାଦେବ। ସାମ୍ବାଦିକମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ମକର: ଶତ୍ରୁଙ୍କ ସହିତ ମୁକାବିଲା କରିପାରିବେ। ମିତ୍ର ସହଯୋଗୀଙ୍କ ଦ୍ୱାରା ବହୁତ ଦିନର ଚିନ୍ତା ଦୂର ହେବ।

କୁମ୍ଭ: ସହଯୋଗୀମାନେ ସାହାଯ୍ୟ କରିବେ। ସମସ୍ୟାଗୁଡିକ ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ ହେବ। ପରୋପକାର କାମରେ ବ୍ୟସ୍ତ ରହିବେ।

ମୀନ: ପୁରୁଣା ରୋଗରୁ ଉପଶମ ମିଳିବ। ଅଚାନକ ଭାବେ ଧନ ଲାଭ ହେବ। ନୂତନ ଦ୍ରବ୍ୟ କ୍ରୟ କରି ଆଶାତୀତ ଲାଭ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story