୨୫ ଏପ୍ରିଲ୍‌, ଶନିବାର: କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମେଷ: ଶାରୀରିକ କଷ୍ଟ ଦୂର ହେବ। ବ୍ୟବସାୟ ଲାଭଜନକ ହେବ। ଆର୍ଥିକ ସ୍ଥିତି ସୁଧାର ଆସିବ। ବୃଷ:  ପାରିବାରିକ ଜୀବନ ଆନନ୍ଦରେ କଟିବ। ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ। ମିଥୁନ: ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ବିବାଦୀୟ ପରିସ୍ଥିତି ସମାଧାନ ହୋଇ ଆୟ  ଉତ୍ତମ ରହିବ। ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ। କର୍କଟ: ପ୍ରିୟବନ୍ଧୁ […]

astrology

Jyoshna Pradhan
  • Published: Saturday, 25 April 2020
  • , Updated: 25 April 2020, 07:44 AM IST

ମେଷ: ଶାରୀରିକ କଷ୍ଟ ଦୂର ହେବ। ବ୍ୟବସାୟ ଲାଭଜନକ ହେବ। ଆର୍ଥିକ ସ୍ଥିତି ସୁଧାର ଆସିବ।

ବୃଷ:  ପାରିବାରିକ ଜୀବନ ଆନନ୍ଦରେ କଟିବ। ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ବିବାଦୀୟ ପରିସ୍ଥିତି ସମାଧାନ ହୋଇ ଆୟ  ଉତ୍ତମ ରହିବ। ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ: ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢ଼ାଇବେ। ସମସ୍ୟା ସାମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ପାରିବାରିକ କ୍ଷେତ୍ରରେ ସାମାଜିକ ଭାବମୂର୍ତ୍ତି ସୁରକ୍ଷା ହେବ।

ସିଂହ: କର୍ମକ୍ଷେତ୍ରରେ ସମ୍ମାନ ପ୍ରତିଷ୍ଠା ପାଇବେ। ଆଶା କରୁଥିବା କାମଟି  ବନ୍ଧୁଙ୍କ ଦ୍ୱାରା ହୋଇଯିବ। ସାଙ୍ଗସାଥିମାନେ ସାହାଯ୍ୟ ସହଯୋଗ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା: ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ବାଣିଜ୍ୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବେ। ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ତୁଳା: ଅନେକ କାର୍ଯ୍ୟ ନିଜେ ସାମାଧାନ କରିବାକୁ  ସାହସ ବାନ୍ଧିବେ। ଶାରୀରିକ କାର୍ଯ୍ୟ କ୍ଷମତାରେ ବୃଦ୍ଧି ହେବ। କାରବାରରେ ସ୍ଥିତି ଠିକ ରହିବ।

 ବିଛା: ସାଧାରଣ ପରିବର୍ତ୍ତନ ଘଟି ଆଶା ଆକାଂକ୍ଷା ପୂରଣ ହେବ। ବନ୍ଦ ହୋଇଯାଇଥିବା ବେପାର ପୁଣି ଚାଲୁ  କରି ପାରିବେ। ଆୟ ଉତ୍ତମ ଯୋଗେ ଆତ୍ମନିର୍ଭର ଶୀଳ  ହେବେ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

 ଧନୁ: ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସୁଧାର ଆସିବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସଂପର୍କ ସ୍ଥାପନ ହେବ। କୌଣସି ଶୁଭ ସାମାଚାର ଶୁଣିବାକୁ ମିଳିବ।

ମକର: ଉଦ୍ୟମ ବଳରେ  ସିଦ୍ଧିପ୍ରାପ୍ତି ହେବ। ଧନ ସଂପଦରେ ଅଭିବୃଦ୍ଧି ହେବ। ସମ୍ବାଦିକମାନେ ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ।

କୁମ୍ଭ: ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗିଲେ ବି ଆଶାତୀତ ଲାଭ ପାଇବେ। ଉଚ୍ଚଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ। ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ।

ମୀନ: ଦୃଢ ସଂକଳ୍ପ ଦ୍ୱାରା  କ୍ଷମତା ହାସଲ କରିବେ। ପ୍ରିୟଜନମାନେ ଖୁସିର  ସନ୍ଦେଶ ଅର୍ପଣ କରିବେ। ପରିଶ୍ରମ  ବୃଦ୍ଧି ପାଇବା ଫଳରେ ସୁଖ ଶାନ୍ତି  ବର୍ଦ୍ଧିତ ହେବ।

Related story