୨୯ ମାର୍ଚ୍ଚ, ବୁଧବାର: ନୂତନ କାର୍ଯ୍ୟଭାର ହାତକୁ ନେବେ

ଆଗରୁ ଭୋଗୁଥିବା ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ମିଳିବ।

representational image

  • Published: Wednesday, 29 March 2023
  • , Updated: 29 March 2023, 07:22 AM IST

ମେଷ: ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହେବ। ନୂତନ କାର୍ଯ୍ୟଭାର ହାତକୁ ନେବେ। ଆଗରୁ ଭୋଗୁଥିବା ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ମିଳିବ।

ବୃଷ: ବ୍ୟବସାୟ ବାଣିଜ୍ୟରେ ଶତ୍ରୃ ଉପୁଜି ପାରନ୍ତି। ଚାକିରୀକୁ ନେଇ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ଦୂରଯାତ୍ରା କରିପାରନ୍ତି।

ମିଥୁନ: ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ଧାର୍ମିକ ମନବୃତି ମନରେ ଜାଗ୍ରତ ହେବ।

କର୍କଟ: ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭ ପାଇବେ। ରାଜନୈତିକ କାର୍ଯ୍ୟରେ ଯୋଗଦାନ ଦେବେ। ଘାତବାର ଯୋଗୁ ଯାନବାହାନ ଚଳାଚଳ ଏବଂ ମହିଳାମାନେ ରୋଷେଇ କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ।

ସିଂହ: ବ୍ୟବସାୟ ବାଣିଜ୍ୟରେ ଅକସ୍ମାତ ଧନର ଅଭାବ ଦେଖାଦେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପରିବାରରେ ଶାନ୍ତି ମିଳିବ।

କନ୍ୟା: ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହେବ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇଁ ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପାରିବାରିକ ଅଶାନ୍ତି ଯୋଗୁ ମନ ବିଚଳିତ ରହିବ।

ତୁଳା: ଚାକିରୀ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ପାଇବେ। ବ୍ୟବସାୟ ବାଣିଜ୍ୟରେ ଅକସ୍ମାତ ଧନ ଲାଭ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ବିଛା: ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପରିବାରରେ ସମସ୍ତଙ୍କ ସାହାଯ୍ୟ ସହଯୋଗ ପାଇବେ। ଦୂରଯାତ୍ରା କରିବାକୁ ପଡିପାରେ।

ଧନୁ: ବ୍ୟବସାୟ ବାଣିଜ୍ୟର ପରିସ୍ଥିତିକୁ ନେଇ ଚିନ୍ତିତ ରହିବେ। ପୂର୍ବରୁ ଚାଲିଥିବା ପାରିବାରିକ ସମସ୍ୟାର ସମାଧାନ ହେବ। ଧର୍ମ କର୍ମରେ ମନ ଦେବେ।

ମକର: କର୍ମକ୍ଷେତ୍ରକୁ ନେଇ ମନ ଅସନ୍ତୋଷ ରହିବ। ଚାକିରୀ କ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ। ସନ୍ତାନ ପକ୍ଷକୁ ନେଇ ସାମାନ୍ୟ ଚିନ୍ତିତ ରହିବେ।

କୁମ୍ଭ: ବ୍ୟବସାୟରେ ଲାଭବାନ ହେବେ। ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ।

ମୀନ: କର୍ମ କ୍ଷେତ୍ରକୁ ନେଇ ଚାଲିଥିବା ବିବାଦର ଅବସାନ ଘଟିବ। ନୂତନ ବ୍ୟବସାୟ ପାଇଁ ଯୋଜନା କରିବେ। ପରିବାରରେ ଅଶାନ୍ତି ଦେଖାଦେଇପାରେ।

Related story