୩୧ ମେ’, ରବିବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ସତର୍କତା ଅବଲମ୍ବନ ନକଲେ ବିପଦରେ ପଡ଼ିପାରନ୍ତି।  ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ: ଅନେକ କ୍ଷେତ୍ରରେ ସ୍ୱାଭିମାନ ରକ୍ଷା ହେବ। ବନ୍ଧୁ, ମିତ୍ର ଓ ସହକର୍ମୀମାନଙ୍କ ଦ୍ୱାରା ଲାଭବାନ ହେବେ। ଅସହାୟାଙ୍କୁ ସହାଯ୍ୟ କରନ୍ତୁ।

ମିଥୁନ: ମନ ଖୁସି ରହିବ। ଅଧା ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ସନ୍ତାନମାନେ ଉଚ୍ଚ ପ୍ରଶଂସିତ ହେବେ। ମା’ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ: ଅସୁସ୍ଥ ଅନୁଭବ କରିବେ। ବ୍ୟବସାୟରେ ବୁଝିବିଚାରି କାମ ନକଲେ କ୍ଷତି ସହିବେ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ସିଂହ:  କାର୍ଯ୍ୟ କ୍ଷେତ୍ରରେ ସଫଳତା ଅର୍ଜନ କରିବେ।  ଶରୀର ସୁସ୍ଥ ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

କନ୍ୟା: ପାରିବାରିକ ଜୀବନ ଆନନ୍ଦମୟ ହେବ। ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟଦିଗରୁ ବିଶେଷ ସତର୍କ ରହିବା ଉଚିତ୍।

ତୁଳା:  ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ଆୟ ବୃଦ୍ଧି ଯୋଗେ ଆନନ୍ଦିତ ହେବେ। ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ।

ବିଛା: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟିହେବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ଧନୁ: କର୍ମକ୍ଷେତ୍ରରେ ପଦମର୍ଯ୍ୟଦା ବୃଦ୍ଧି ପାଇବ।  ଦାମ୍ପତ୍ୟ ସୁଖରେ ମଧୁରତା ଆସିବ।  କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର: ସାମାଜିକ କଲ୍ୟାଣ କାମରେ ସହଯୋଗ କରିବେ। କଠିନ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ। ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ।

କୁମ୍ଭ: ଶରୀର ସୁସ୍ଥ ରହିବା ସହ ଧନ ଲାଭ ହେବ। ଯେକୌଣସି କାମରେ ହାତ ଦେଲେ ସଫଳ ହେବେ। ପରିବାରରେ ଶାନ୍ତିର ବାତାବରଣ ଦେଖାଦେବ।

ମୀନ: ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ସାମାଜିକ କାର୍ଯ୍ୟରେ ଉତ୍ସାହ ବଢିବ।

ଆହୁରି ପଢ଼ନ୍ତୁ

ଭାରତର ପଦକ୍ଷେପ ନୂଆଦିଲ୍ଲୀକୁ କ୍ଷତି ପହଞ୍ଚାଇବ ବୋଲି କହିଲା ଚାଇନା

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

ଦେଶରେ ରେକର୍ଡ: ଗୋଟିଏ ଦିନରେ ପ୍ରାୟ ୨୧ ହଜାର ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୧୮ ହଜାର ପାର

ଲଦାଖର ସ୍ଥିତି ପରଖିବାକୁ ନିଜେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଜୁଲାଇ ୩, ଶୁକ୍ରବାର: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ଲଦାଖ ବିବାଦ: ୨୧ଟି ମିଗ୍‌ ୨୯ ଓ ୧୨ଟି ସୁଖୋଇ-୩୦ ବିମାନ କିଣିବ ଭାରତ

ମା’ ଓ ଦୁଇ ଭଉଣୀଙ୍କ ଉପରେ ମାଡ଼ିଗଲା ଟ୍ରେନ, ଶବ ନିକଟରେ କାନ୍ଦୁଥିବା ଶିଶୁ ଉଦ୍ଧାର

ନେପାଳରେ ରାଜନୀତିକ ହଟଚମଟ, ରାଷ୍ଟ୍ରପତିଙ୍କୁ ଭେଟିଲେ ପିଏମ୍ ଓଲି

ଜୁଲାଇ ୨, ଗୁରୁବାର: ଆତ୍ମବିଶ୍ୱାସ ବଢ଼ିବ

ଗୁରୁବାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ